ତାଜା ଖବର ରାଜ୍ୟ କ୍ଷମା ମାଗିଲା କିଟ; ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କଲା କାର୍ଯ୍ୟାନୁଷ୍ଠାନ ଘୋଷଣା February 18, 2025 Papirani ଭୁବନେଶ୍ୱର କିଟ୍ କଲେଜରେ ଛାତ୍ରୀ ମୃତ୍ୟୁ ମାମଲାରେ ଦୁଃଖ ପ୍ରକାଶ କରିବା ସହ ସଫେଇ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। ଏହି ଘଟଣା ଦୁଃଭାର୍ଗଜନକ କହିବା ସହ ତଦନ୍ତ ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । ଏଥିସହ…
ତାଜା ଖବର ରାଜ୍ୟ ରାଜ୍ୟରେ ୨୩୮୦ ଗାଁକୁ ନାହିଁ ଏବେବି ଗମନାଗମନର ସୁବିଧା February 18, 2025 Papirani ଆଜି ବିଧାନସଭା ଗୃହରେ ଉଠିଲା ଗମନାଗମନର ଅସୁବିଧାର ପ୍ରସଙ୍ଗ । ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ ପଚାରିଥିବା ପ୍ରଶ୍ନରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାଏକଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଲିଖିତ ଉତ୍ତରରେ…
ତାଜା ଖବର ରାଜ୍ୟ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ February 18, 2025 Papirani ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ।ଆଜି ସକାଳ ୭ ଟାରେ ବିଷ୍ଣୁପଦଙ୍କ ସରକାରୀ କ୍ବାର୍ଟର୍ସରେ ପହଞ୍ଚି ମାରାଥନ୍ ରେଡ୍ କରୁଛନ୍ତି ସିବିଆଇର ୮ ଜଣିଆ ଟିମ୍ । ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ ସିବିଆଇ ଖୋଳତାଡ଼…
ତାଜା ଖବର ରାଜ୍ୟ କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା; ପ୍ରତିକ୍ରିୟା ରଖିଲେ ମୃତ ଛାତ୍ରୀଙ୍କ ବାପା February 18, 2025 Papirani କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଆଜି ହେବ ମେଡିକାଲରେ ଶବ ବ୍ୟବଚ୍ଛେଦ। ମୃତ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ମୃତ ଛାତ୍ରୀଙ୍କ ବାପା ମାଆ। ଭୁବନେଶ୍ଵରରେ…
ତାଜା ଖବର ରାଜ୍ୟ ଆଜି ଠାରୁ ଆରମ୍ଭ +୨ ପରୀକ୍ଷା February 18, 2025 Papirani ଆଜି ଠାରୁ ଆରମ୍ଭ ଯୁକ୍ତ ୨ର ପରୀକ୍ଷା । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପରୀକ୍ଷାର ସୁପରିଚାଳନା ପାଇଁ…
ଦେଶ ବିଶ୍ୱ ରାଜ୍ୟ କିଟ ଛାତ୍ରୀ ଆତ୍ମହତ୍ୟା: ନେପାଳ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ; ଏବିଭିପିର ବିକ୍ଷୋଭ February 17, 2025 Nirvay ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ନେପାଳ ସରକାର ଚିନ୍ତା ପ୍ରକଟ କରିଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ବିବୃତ୍ତିରେ କହିଛନ୍ତି ଯେ…
ତାଜା ଖବର ରାଜ୍ୟ ୧୨ ଜିଲ୍ଲାରେ ନାହିଁ ICU ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ February 17, 2025 Papirani ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ଏବେ ସାମ୍ନାକୁ ଆସିଛି କେଉଁ କେଉଁ ସ୍ଥାନରେ ରୋଗୀଙ୍କ ପାଇଁ ଡାକ୍ତର ଅଭାବ ତ କେଉଁଠି ନାହିଁ ଆଇସିୟୁ ବ୍ୟବସ୍ଥା । ଆଜି ବିଧାସଭାରେ ରାଜ୍ୟର ମୁଖ୍ୟ ହସ୍ପିଟାଲ ଆଇସିୟୁ ବ୍ୟବସ୍ଥାକୁ ନେଇ ମନ୍ତ୍ରୀ…
ତାଜା ଖବର ରାଜ୍ୟ ରାଜଧାନୀ ରାଜରାସ୍ତାରେ ମିଶନଶକ୍ତି ମହିଳାଙ୍କ ଗର୍ଜନ; ବିକ୍ଷୋଭ ବେଳେ ଏକାଧିକ ମହିଳା ବେହୋସ February 17, 2025 Papirani ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଥିବା ବେଳେ ଶତାଧିକ ମହିଳା ବେହୋସ ହୋଇଥିବା ଅଭିଯୋଗ ସମ୍ନାକୁ ଆସିଛି। ବିକ୍ଷୋଭ ବେଳେ ବେହୋସ ହୋଇ ପଡିଛନ୍ତି ମିଶନଶକ୍ତି ମାଆ…
ତାଜା ଖବର ରାଜ୍ୟ ରଘୁବରଙ୍କ ପୁଅ ମାମଲା ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 17, 2025 Papirani ବିଧାନସଭା ଗୃହରେ ଉଠିଲା ବହୁ ଚର୍ଚ୍ଚିତ ଏଏସଓଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି…
ରାଜ୍ୟ ରାଜ୍ୟ ବଜେଟ୍ ୨୦୨୫-୨୬: ୨ ଲକ୍ଷ ୯୦ ହଜାର କୋଟିର ବ୍ୟୟବରାଦ, ବଜେଟରେ କୃଷିକୁ ଗୁରୁତ୍ୱ February 17, 2025 Nirvay ଆଜି ବିଧାନସଭାରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଚାଷୀଙ୍କ ଆୟ ଲାଗି ବଡ଼ ଆକାରର ସହାୟତା ଦେବାକୁ ଏଥର ବଜେଟ୍ରେ ଧ୍ୟାନ…