Category: ରାଜ୍ୟ

କିଟ କାଣ୍ଡରେ ଆଉ ୫ ଗିରଫ

କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଆଉ ୫ ଗିରଫ ହୋଇଥିବା ସୂଚନା ମିଳିଛି । ୪ ବାଉନସର୍‌ଙ୍କ ସହ ଜଣେ ଆସିଷ୍ଟାଣ୍ଟ ଫିଲ୍ଡ ଅଫିସରଙ୍କୁ ଗିରଫ କରାଯାଇଛି । ବାଉନସର ଅଜୟ ସ୍ବାଇଁ, ସରୋଜ ରାଉତରାୟ, ଚନ୍ଦନ ସ୍ବାଇଁ…

କିଟ୍‌ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍‌ କମିଟି ଆଗରେ ହାଜର ନିର୍ଦ୍ଦେଶ

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ସମେତ ଅନ୍ତର୍ଜାତୀୟ ସ୍ତରରେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ରହିଛନ୍ତି ରାଜ୍ୟ ସରକାର । ଏହି ଘଟଣା ପାଇଁ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ…

ରେଖା ଗୁପ୍ତାଙ୍କ ଶପଥ ଗ୍ରହଣରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଜାତୀୟ ରାଜଧାନୀ ଦିଲ୍ଲୀକୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଦିଲ୍ଲୀ ଦଶମ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ହେଇଛନ୍ତି ରେଖା ଗୁପ୍ତା । ରେଖାଙ୍କ ସହିତ ତାଙ୍କର ୬ ଜଣିଆ ମନ୍ତ୍ରୀ ମଣ୍ଡଳ ଯଥା ପ୍ରବେଶ…

ଜବରଦଖଲକାରୀ କବଜାରେ ରହିଛି ରାଜ୍ୟର ୧୦,୯୭୧.୧୧୨ ଏକର ଗୋଚର ଜମି

ଆଜି ବିଧାନସଭା ଗୃହରେ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି ରାଜ୍ୟର ହଜାର ହଜାର ଏକର ଗୋଚର ଜମି । ଆଜି ବିଧାନସଭା ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟର ୧୦…

ବିଧାନସଭାରେ ପୂର୍ବ ସରକାରରେ ଥିବା 5Tର ପୋଲ୍‌ ଖୋଲିଲେ ରାଜସ୍ବ ମନ୍ତ୍ରୀ

ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ପ୍ରତାପ ଦେବ ରାଜସ୍ୱ ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ଯ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ…

୫-ଟି ପାଇଁ ଆମେ ମଲୁ ବୋଲି ସ୍ବୀକାର କଲେ ଅରୁଣ

ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ବିପର୍ଯ୍ୟୟର କାରଣକୁ ନେଇ ଏବେବି ମନ୍ଥନ ଚାଲିଛି । ଦଳର ନେତୃତ୍ବ କାରଣ ଖୋଜି ପାଇନଥିଲା ବେଳେ ଯେଉଁ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା, ଯାହାକୁ ବିଜଦ ନେତାମାନେ ମାନୁ ନଥିଲେ ବୁଧବାର ବରିଷ୍ଠ…

ତାମିଲନାଡୁରେ ସ୍ବାମୀ ଓ ଛୁଆ ସମ୍ମୁଖରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ

ତାମିଲନାଡୁରେ କାମ କରିବାକୁ ଯାଇଥିବା ଜଣେ ୨୭ ବର୍ଷୀୟ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ । ବନ୍ଧୁକ ଦେଖେଇ ଭୟଭୀତ କରି ନିଜ ସ୍ୱାମୀ ଓ ତିନି ବର୍ଷର ଛୁଆ ସାମନାରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ଅଭିଯୋଗ ପରେ ତିରୁପୁରୁ…

ଆଜି ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା 

ଆଜି ରାମଲୀଲା ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶ୍ରୀମତୀ ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଓ ତାଙ୍କ ନେତୃତ୍ୱରେ ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳର ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରୁ ବିଶ୍ବବିଦ୍ୟାଳୟର ଛାତ୍ରୀ ଉଦ୍ଧାର

ସମ୍ବଲପୁର ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବୁର୍ଲା ସହରର ମେଟାକନୀ ମନ୍ଦିର ପଛପଟ ପଡିଆରୁ ଉଦ୍ଧାର କଲା ପୋଲିସ । ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ…

କିଟ୍ ପକ୍ଷରୁ ପ୍ରକୃତିଙ୍କ ନାମରେ ମେଧାବୃତ୍ତି ଘୋଷଣା

କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା ଓ ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ସାମନ୍ତ ଗଭୀର…