Category: ରାଜ୍ୟ

ସି-ସୋର୍‌ ଚିଟ୍‌ଫଣ୍ଡ ଠକେଇ ମାମଲା; ରବି ଜେନାଙ୍କ ବଢ଼ିଲା ଅଡୁଆ ବଢ଼ିଲା

ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଅଡୁଆ ବଢିଲା । ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ।…

ବିଧାୟକଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକ ମୃତ

ପଶ୍ଚିମବଙ୍ଗ ବିଧାୟକଙ୍କ ଗାଡ଼ି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ନିକଟ ଜାମୁଝାଡ଼ି ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ ଗାଡ଼ି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ…

ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରା; ପରିବାରକୁ ବିଜେପି ହଇରାଣ କରୁଥିବା ଅଭିଯୋଗ ଆଣିଲେ ଦୀପାଳି

ଆୟକର ବିଭାଗର ସ୍କାନରରେ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ । ବାରମ୍ବାର ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରାକୁ ନେଇ ମୁଁହ ଖୋଲିଛନ୍ତି ବିଶାଲ ଦାସଙ୍କ ଭଉଣୀ ଦୀପାଳି ଦାସ । ସେ କହିଛନ୍ତି…

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଗିରଫ ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଆଶ୍ୱସ୍ତି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଆଜି ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ୩୦ ହଜାର ଟଙ୍କା…

ଖୁବ୍ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ

ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି ଆଜି କହିଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ମନମୋହନ ସାମଲ ଆଜି ସକାଳୁ…

ଭାରତ ବନ୍ଦକୁ ବିଜେଡିର ସମର୍ଥନ

ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ । ବ୍ୟାଙ୍କିଂ, ଖଣି, ପରିବହନ ଏବଂ ଉତ୍ପାଦନ ସମେତ ଅନେକ କ୍ଷେତ୍ରର ୨୫ କୋଟିରୁ ଅଧିକ କର୍ମଚାରୀ ଆଜି ଧର୍ମଘଟରେ ଅଛନ୍ତି। ଏହାରି ମଧ୍ୟରେ ଭାରତ ବନ୍ଦକୁ ସମର୍ଥନ କରିଛି ବିଜେଡି ।…

ଶରଧାବାଲି ଦଳାଚକଟା ଘଟଣା: ଆଜିଠୁ ଘଟଣାର ହେବ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ; ମେଲ୍ ଆଇଡି ଓ ଟେଲିଫୋନ୍ ନଂ ଜାରି

ଆଜି ପୁରୀ ଶରଧାବାଲି ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର। ଭୁବନେଶ୍ବର ରାଜ୍ୟ ଅତିଥି ଭବନରେ ଆଜି ଅପରାହ୍ନ ପରଠୁ ସାକ୍ଷାତ । ଆସନ୍ତାକାଲି ଅପରାହ୍ନ ୩ରୁ ପୁରୀ ସ୍ପେଶାଲ୍ ସର୍କିଟ୍‌ ହାଉସ୍‌ରେ…

ସମ୍ପନ୍ନ ହେଲା ଘୋଷଯାତ୍ରା; ଶ୍ରୀମନ୍ଦିରକୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

ସମ୍ପନ୍ନ ହେଲା ଚଳିତ ବର୍ଷର ଘୋଷଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି ।…

ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ, ଯୋଗାଯୋଗ ଏବଂ ପ୍ରଚାର ବିଭାଗର ନୂତନ ଅଧ୍ୟକ୍ଷ ଭାବରେ ଅରବିନ୍ଦ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ…

୭ ସେବାୟତଙ୍କ ନାଁରେ ଏଫ୍ଆଇଆର୍

ରଥ ଉପରକୁ ମୋବାଇଲ୍‌ ନେଇଥିବା ୭ ସେବାୟତଙ୍କ ନାଁରେ ଏଫ୍ଆଇଆର୍ । ସିଂହଦ୍ବାର ପୋଲିସ ଷ୍ଟେସନ ୭ ସେବାୟତଙ୍କ ନାଁରେ ଏଫ୍ଆଇଆର୍ ହୋଇଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ରଥଯାତ୍ରା ପୂର୍ବରୁ ଏହି କଟକଣା…