Category: ରାଜ୍ୟ

ଦିଲ୍ଲୀ ନିର୍ଭୟା ଭଳି ଓଡ଼ିଶାରେ ଆଇନ ହେଉ : ABVP

ଏଫ୍ଏ‌ମ୍‌ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ଗର୍ଜିଲା ABVP । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ଓଡ଼ିଶା ରାଜନୀତିରେ ନିଆଁ ଲାଗିଯାଇଛି । ଛାତ୍ରୀ ମୃତ୍ୟୁ ମାମଲାରେ କଂଗ୍ରେସର NSUI ଓ BCJDକୁ ଦାୟୀ କରିଛି ABVP। ଫଟୋ ଓ ଦସ୍ତଖତ…

ଅଷ୍ଟମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ସାହାଜଟ ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ

ନୂଆପଡ଼ା ଜିଲ୍ଲା କୋମନା ଥାନା ସାହାଜଟ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ର ଅଶ୍ୱିନୀ ଦାସ ବନଛୋର ମୃତ୍ୟୁ ପରେ କାର୍ଯାନୁଷ୍ଠାନ ନେଲେ ଜିଲ୍ଲାପାଳ । ସାହାଜଟ ସେବାଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ନିଲମ୍ୱିତ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ…

ଏଫ୍‌ଏମ୍‌ କଲେଜ ଘଟଣା; ସିଲଭର୍ ମେଡାଲ୍ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ଚାଲିଛି ପ୍ରତିଯୋଗିତା: ଜୟନାରାୟଣ ମିଶ୍ର

ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ବିରୋଧୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ…

ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ।ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ଏହା ସହ ଆହୁରି ରାଜ୍ୟରେ ୫ ଦିନ ବର୍ଷା ଲାଗି ରହିବା ନେଇ ସୂଚନା…

ପାଣ୍ଡିଆନଙ୍କ ରି-ଲଞ୍ଚିଂ ଅଭିଯାନ ଫୁସୁକି ଗଲା !

୨୦୦୪ ପରଠାରୁ ରାହୁଲ ଗାନ୍ଧୀଙ୍କର ଶୁଭାରମ୍ଭ ବା ଲଞ୍ଚିଂ ପାଇଁ କଂଗ୍ରେସ କେତେଥର ଯେ ଉଦ୍ୟମ କଲାଣି ଏଥିରେ ସନ୍ଦେହ ନାହିଁ । ୨୦୧୪ରେ ମନମୋହନ ସିଂଙ୍କ ଜାଗାରେ ତାଙ୍କୁ ଦଳର ପିଏମ୍ ଚେହେରା ଭାବେ ଆଗକୁ ଆଣିବା ଲାଗି ଚେଷ୍ଟା…

ସେଇ କଲ୍ୟାଣ ରଥ ଏଇ କଲ୍ୟାଣ ରଥ କି ?

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଓଏସ୍‌ଡି ହେଉଛନ୍ତି କଲ୍ୟାଣ ରଥ । ଇଏ କ’ଣ ସେଇ କଲ୍ୟାଣ ରଥ ଯିଏ ୨୦୧୪ ଆର୍. ଉଦୟଗିରି ଦୀପ୍ତି ନଗରର ଆଦିବାସୀ ଆଶ୍ରମ ସ୍କୁଲ୍‌ର ନସିଂ ଛାତ୍ରୀ ସୁନୀତା ରାଇତାଙ୍କ ଆତ୍ମହତ୍ୟା ଘଟଣାରେ…

ରାଜଧାନୀର ଆଇଟିଇଆର (ITER) କଲେଜରେ ନିଆଁ

ରାଜଧାନୀ ଭୁବନେଶ୍ଵର ଜାଗମରାସ୍ଥିତ ଆଇଟିଇଆର (ITER) କଲେଜରେ ଭୟାବହ ନିଆଁ ଲାଗିଛି । ଫଳରେ କଲେଜ ଭିତରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଅଗ୍ନିକାଣ୍ଡରେ ଛାତ୍ରଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି ।…

ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଛାଡ଼ ନିର୍ଦ୍ଦେଶ ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ୱ ଦେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ କରିଦିଆଯାଇଛି । ସନ୍ଧ୍ୟା ସାଢ଼େ ୫ଟା ପରେ ଅଧ୍ୟାପିକା,…

ସୌମ୍ୟାଶ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ବିଜେଡିର ମୌନ ପ୍ରତିବାଦ

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଆଜି ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧିଜୀ ଙ୍କ ମୁର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ…

ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ

ଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି । ଚିଠିରେ କ୍ୟାଡେଟ୍‌ମାନଙ୍କ…