Category: ରାଜ୍ୟ

ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା; ସରକାରଙ୍କ ଚାପରେ ପୋଲିସ ନୀରବ ହୋଇ ବସିଛି: ସୁବ୍ରତ ଛାଟୋଇ

ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ତେଜୁଛି ରାଜନୀତି । ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସରକାରଙ୍କ ଚାପରେ ପୋଲିସ ନୀରବ ହୋଇ ବସିଛି ତେଣୁ ଏ ପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରି…

ଏଫଏମ ଘଟଣାରେ ୨ ଛାତ୍ରଙ୍କୁ ଗିରଫ ମାମଲା: ପୋଲିସର କାର୍ଯ୍ୟାଧାରାକୁ ନେଇ ଗୁରୁତର ଆପତ୍ତି ଉଠାଇଲା ଏବିଭିପି

ଏଫଏମ ସ୍ବୟଂଶାସିତ କଲେଜ ଛାତ୍ରୀ ପୋଡ଼ି ହୋଇ ମୃତ୍ୟୁ ବରଣ କରିବା ଘଟଣାରେ ୨ ଛାତ୍ରଙ୍କୁ ଗିରଫ କରିବା ଘଟଣାରେ ଆପତ୍ତି ଉଠାଇଲା ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି) । ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏବିଭିପି କହିଛି ବାଲେଶ୍ୱରରେ ଅଖିଳ ଭାରତୀୟ…

ପରଲୋକରେ ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣି

ସଂସ୍କୃତି ଗବେଷକ,ଭାଷ୍ୟକାର ଓ ଭୁତପୁର୍ବ ମୁଖ୍ୟ ଶାସନ ସଚିବ ଡ଼କ୍ଟର ସୁବାସ ପାଣିର ଭୁବନେଶ୍ୱରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଆଜି ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ। ସେ ଜଣେ ବିଶିଷ୍ଟ…

ଏଫଏମ ପୀଡ଼ିତା ଆତ୍ମହତ୍ୟା କରିନି ତାକୁ ହତ୍ୟା କରାଯାଇଛି: ବିଜେଡି

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍‌ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ୨ ଛାତ୍ରଙ୍କ ଗିରଫଦାରିକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି। ଆଜି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି FM ପୀଡ଼ିତା…

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା; ୭ରେ ବିଜେଡିର ପୁରୀ ହରତାଳ

ବଳଙ୍ଗା ପୀଡ଼ିତା ପୋଡ଼ି ଘଟଣାରେ ବନ୍ଦ ଡାକରା ଦେଲା ବିଜେଡି। ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଲା ବିଜୁ ଜନତା ଦଳ। ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ ଦେଇଛି ବିଜେଡ଼ି…

ଗିରଫ ହେଲେ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ। ବୌଦ୍ଧ ଏମଭିଆଇ ଗୋଲାପ ହାଁସଦାଙ୍କୁ ଗିରଫ କଲା ଭିଜିଲାନ୍ସ । ଗୋଲାପଙ୍କ ନିକଟରୁ ୪୪ ପ୍ଲଟ୍‌, ବିଲ୍ଡିଂ, ୧ କେଜି ସୁନା ସହ ନଗଦ ୨.୩୮ ଲକ୍ଷ ଟଙ୍କା ଓ ୫୦ ଲକ୍ଷ…

ନାଇଟ ସିଫ୍ଟ ପାଇଁ କର୍ମଜୀବୀ ମହିଳା ଦେବେ ସହମତି ପତ୍ର

କର୍ମଜୀବୀ ମହିଳାଙ୍କ ନାଇଟ୍ ସିଫ୍ଟ ପାଇଁ ଆସିଲା ନୂଆ ବିଜ୍ଞପ୍ତି। ଏଣିକି କର୍ମଜୀବୀ ମହିଳା ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। କିନ୍ତୁ ସେଥିପାଇଁ ସେମାନଙ୍କୁ ଦେବାକୁ ପଡ଼ିବ ସହମତି ପତ୍ର। ଏ ନେଇ ଶ୍ରମ ବିଭାଗ ପକ୍ଷରୁ ଏନେଇ…

ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ

ଆଜି ବଳଙ୍ଗା ପୀଡ଼ିତାଙ୍କ ସଂପନ୍ନ ହେଲା ଶେଷକୃତ୍ୟ । ସମସ୍ତ ରୀତିନୀତିରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ପୀଡ଼ିତାଙ୍କ ଗାଁ ବାୟାବରର କବରସ୍ତାନରେ ଦିଆଗଲା କବର । ବାୟାବର ଗାଁରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…

ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା: ୨ ଛାତ୍ର ଗିରଫ

ବହୁ ଚର୍ଚ୍ଚିତ ବାଲେଶ୍ୱର ଏଫଏମ କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ ହୋଇଥିବା ଜଣାପଡିଛି। ଗିରଫ ୨ ଜଣ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଶୁଭ୍ର…

ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା : ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆନ୍ଧ୍ର ପଥର ଖଣି ଦୁର୍ଘଟଣାରେ ୬ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମର ୪, ଗଜପତିର…