Category: ରାଜ୍ୟ

ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି । ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।ମାଓବାଦୀ କେସା…

ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କର ଦୈନିକ ଡ୍ୟୁଟି ଓ ଟ୍ରେନିଙ୍ଗ ଭତ୍ତା ବୃଦ୍ଧି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ (Civil Defence Volunteer) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କର ଦୈନିକ ଡ୍ୟୁଟି ଭତ୍ତା…

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର

ରାଜ୍ଯର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ରାଜ୍ୟରେ ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି । ରିହାତି ଦରରେ…

ଆଇଏଏସ୍‌ ଭିନୀଲ କ୍ରୀଷ୍ଣା ଓ ବୀର ବିକ୍ରମ ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ବ

ଆଇଏଏସ୍‌ ଭିନୀଲ କ୍ରୀଷ୍ଣା ଓ ବୀର ବିକ୍ରମ ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ବ । ଆକାଂକ୍ଷା ଜିଲ୍ଲାର ଦାୟିତ୍ବରେ ରହିବେ ୨ ଆଇଏଏସ୍‌ । ଢେଙ୍କାନାଳ ଦାୟିତ୍ବରେ ବରିଷ୍ଠ ଆଇଏଏସ୍‌ ବୀର ବିକ୍ରମ ଯାଦବ ଥିବା ବେଳେ ବଲାଙ୍ଗିର ଦାୟିତ୍ବରେ ରହିବେ…

ସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ସିବିଆଇ ଜାଲରେ ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଲାଞ୍ଚ ହେବା ବେଳେ ଧରାପଡିଲେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ କାବୁ କଲା ସିବିଆଇ । ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲ୍‌କୁ ଡାକି…

ଭଦ୍ରକ ଗୋଷ୍ଠୀ ସଂଘର୍ଷ: ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ ଗୋଷ୍ଠୀ ସଂଘର୍ଷ ପାଇଁ ଉତ୍ତେଜନା ଲାଗି ରହିଛି । ଏବେ ପୁଣି ଥରେ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ଭଦ୍ରକ ଜିଲ୍ଲାର ପୌରାଞ୍ଚଳ,ତିହିଡ଼ି ବ୍ଲକ୍ ଅଞ୍ଚଳରେ ସେବା ବନ୍ଦ ରହିଛି । ଧାମନଗର ବ୍ଲକ୍ ଓ NAC ଅଞ୍ଚଳରେ…

ଗୋଟିଏ ଦିନରେ ୨ଟି ବ୍ୟାଙ୍କ୍‌ ଲୁଟ୍; ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ସଶସ୍ତ୍ର ଡକାୟତି । ଯୋଡ଼ା ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଲୁଟ୍ । ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା ଓ ସୁନା ଗହଣା । ବ୍ୟାଙ୍କରେ ବଡ଼ ଧରଣର ଲୁଟ୍ କରି ୫ ଦୁର୍ବୃତ୍ତ ଫେରାର…

ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲା: ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ

ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ଏସଡିଜେଏମ୍ କୋର୍ଟ। ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୂଚାଲିକାରେ ମନୀଷଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ…

ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଚଳିତ ବର୍ଷ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ସର୍ବାଧିକ କଟ୍‌ଅଫ୍…

ଆଜିଠୁ ତାତିରୁ ମିଳିବ ମୁକ୍ତି; ରାଜ୍ୟରେ ୨ରୁ ୩ ଡିଗ୍ରୀ ଖସିବ ତାପମାତ୍ରା

ଆଜିଠୁ ରାଜ୍ୟରେ କମିବ ତାତି । କିଛି ଦିନ ଧରି ଦିନରେ ଖରା, ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଗରମ ଗୁଳୁଗୁଳି ବଢି ଚାଲିଥିଲା । ହେଲେ ଆଜିଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା…