Category: ରାଜ୍ୟ

Cyclone Montha: ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା

ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲା ଗୁଡିକରେ ସ୍କୁଲ ସହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ୨୮ ଓ ୨୯ ତାରିଖରେ ଛୁଟି ରହିବ ବୋଲି ସୋମବାର…

Chhath Puja: ନୁଆପଡାରେ ଛଟ ପୂଜାରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ

ଆଜି ହେଉଛି ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା । ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟ ମାନେ ଥାନ୍ତି ଏହି ପର୍ବ କୁ ବହୁତ ଉତ୍ସାହ ର ସହିତ ପାଳନ କରିଥାନ୍ତି ।ଏହି ମର୍ମ…

Nuapada Bypoll: ନୂଆପଡ଼ାରେ ବିଜେପିର ମାରାଥନ୍ ପ୍ରଚାର

ନୂଆପଡ଼ା ବିଧାନସଭାର ଉପନିର୍ବାଚନକୁ ରହିଲା ଆଉ ଦୁଇ ସପ୍ତାହ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବର୍ତ୍ତମାନ ପ୍ରଚାର ମଇଦାନରେ । ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ଦଳର ବିଭିନ୍ନ ସ୍ତରର ନେତୃମଣ୍ଡଳୀ ମଧ୍ୟ ନିର୍ବାଚନୀ ପ୍ରଚାର ରେ ଅଣ୍ଟା ଭିଡ଼ିଲେନି ।…

Train Cancelled: ବାତ୍ୟା ‘ମୋନ୍ଥା’ ପାଇଁ ୩୨ ଟ୍ରେନ୍‌ ବାତିଲ

ବାତ୍ୟା ମୋନ୍ଥା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୩୨ଟି ଟ୍ରେନକୁ ବାତିଲ କରାଯାଇଛି । ୨୭ ଓ ୨୮ ଦୁଇ ଦିନ ପାଇଁ ୩୨ ଟ୍ରେନ୍‌ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ । ସେହିପରି ଗୋଟିଏ ଟ୍ରେନର ଗତିପଥ ବଦଳାଯାଇଥିବାବେଳେ…

Nuapada ByElection: ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟ: କଡ଼ା ଜବାବ୍ ଦେଇ ବର୍ଷା ସିଂ ବରିହା

ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍ ଦେଇ ବର୍ଷା ସିଂ ବରିହା । ସେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି…

SI Exam Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ତଦନ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କଲେ ସରକାର

ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ଘଟଣାର ସିବିଆଇ ତଦନ୍ତ ଦାବି ପ୍ରସଙ୍ଗରେ ସିବିଆଇ ତଦନ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କଲେ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ AG ପୀତାମ୍ବର ଆଚାର୍ଯ୍ୟ । ସିବିଆଇ…

Cyclone Montha: ଆସନ୍ତାକାଲି ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ସାଢ଼େ ୧୦ଟାରେ ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓ ରଞ୍ଜନ…

CycloneMontha: ରାଜଧାନୀରେ ବାତ୍ୟା ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍‌ସି: ସୁଲୋଚନା ଦାସ

ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍‌ସି । ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଭୁବନେଶ୍ବରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି । ଗଛ କାଟିବା ସହ…

Cyclone Montha: ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’; ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମନ୍ଥାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ SRC ଦେଓରଞ୍ଜନ ସିଂହ । ସେ କହିଛନ୍ତି ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ…

Cyclone Montha: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋନ୍ଥା’ । କାକିନାଡ଼ା ଠାରୁ ୬୮୦ କିମି ଦୂରରେ ଅବସ୍ଥିତ ‘ମୋନ୍ଥା’। ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି ‘ମୋନ୍ଥା’। ଆସନ୍ତା ୧୨ ଘଣ୍ଟା ମଧ୍ଯରେ ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଅଧିକ ଘନୀଭୂତ…