Category: ଖେଳ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍ ମ୍ୟାଚରେ ବାଜି ମାରିଲା ନ୍ୟୁଜିଲାଣ୍ଡ

ଭାରତ ମାଟିରେ ଇତିହାସ ସୃଷ୍ଟି କଲା ନ୍ୟୁଜିଲାଣ୍ଡ । ମୁମ୍ବାଇ ୱାଙ୍ଖଡେରେ ଭାରତ-ନ୍ୟୁଜିଲାଣ୍ଡ ଟିମ୍ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଶେଷ ମ୍ୟାଚ ରେ ନ୍ୟୁଜିଲାଣ୍ଡ ୨୫ ରନରେ ଜିତିବା ସହ ସିରିଜକୁ କ୍ଲିନ ସ୍ବିପ କରିଛି । ଏହି ମ୍ୟାଚ୍…

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌

୭ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍‌ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍‌ । ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫ ସଂସ୍କରଣ…

ଅଲିମ୍ପିକ୍ସ ପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ମନା କରିବାର କାରଣ କହିଲେ ଭିନେଶ ଫୋଗଟ

ପ୍ୟାରିସ ଅଲିମ୍ପିକ୍ସ ବିଫଳତା ପରେ ଭାରତର ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ କଲରେ କଥା ହେବାକୁ ମନା କରିଦେଇଥିଲେ। ଏବେ ଜୁଲାଇନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା…

ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡିର ସମନ

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ କରିଛି। ପୂର୍ବରୁ ଏଚସିଏର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଆଝାରୁଦ୍ଦିନଙ୍କ ଉପରେ…

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଭାରତ

ଭାରତ-ବାଂଲାଦେଶ ମଧ୍ୟରେ କାନପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟକୁ ଜିତିଲା ଭାରତ । କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ଭାରତୀୟ ଦଳ। ଖେଳାଯାଉଥିବା ମ୍ୟାଚକୁ ଭାରତ ୭ ଓ୍ୱିକେଟରେ ଜିତିନେଇଛି…

ପ୍ରଥମ ପୁରୁଷ ଓ ମହିଳା ଚେସ୍ ଅଲିମ୍ପିଆଡ ଜିତି ଇତିହାସ ରଚିଲା ଭାରତ

ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡ-୨୦୨୪ରେ ରବିବାର ଭାରତୀୟ ଚେସ୍ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଶେଷ ରାଉଣ୍ଡରେ ଡି ଗୁକେଶ, ଅର୍ଜୁନ ଏରିଗେସି ଓ ଆର ପ୍ରଜ୍ଞାନନ୍ଦ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ପୁରୁଷ ହକି ଟିମ

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ପୁରୁଷ ହକି ଟିମ। ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ହତେଇଛି ଭାରତ।ଆଜି ଭାରତୀୟ ପୁରୁଷ ହକି ଦଳ ଏବଂ ଚୀନ୍ ମଧ୍ୟରେ ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା…

ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି; ପାକିସ୍ତାନକୁ ହରାଇ ସେମିରେ ଭାରତ

ଆଜି ବେଜିଂରେ ଚଳିତ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକିରେ କ୍ରମାଗତ ୪ଟି ମ୍ୟାଚ୍‌‌ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ଅନ୍ତିମ ରାଉଣ୍ଡ ରବିନ ମୁକାବିଲାରେ ଶନିବାର ପାକିସ୍ତାନକୁ ହରାଇଛି। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା…

ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ପାରା ଅଲିମ୍ପିଆନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 

ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ଭାରତୀୟ ପାରା ଅଲିମ୍ପିଆନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଇତିହାସ ରଚିଥିବା ପାରାଆଥ୍‌ଲେଟ୍ ଏବଂ ସେମାନଙ୍କ କୋଚ୍‌ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ପ୍ୟାରିସ୍…

୨୯ ପଦକ ସହ ଭାରତର ପ୍ୟାରିସ ପାରାଲିମ୍ପିକ୍ସ ଅଭିଯାନ ଶେଷ

ପ୍ୟାରିସ ପାରାଲିମ୍ପିକ୍ସ କ୍ରୀଡ଼ା ୨୦୨୪ ରବିବାର ଭାରତ ପାଇଁ ଶେଷ ହୋଇଛି ଯେଉଁଥିରେ ପୂଜା ଓଝା ଫାଇନାଲ ଆଥଲେଟ୍ ହୋଇଛନ୍ତି। ପୂଜା ମହିଳା କାୟାକ୍ ୨୦୦ ମିଟର ଫାଇନାଲକୁ ଯିବାରେ ବିଫଳ ହୋଇ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ। ଫଳରେ ପ୍ୟାରିସ୍ ପାରାଲିମ୍ପିକ୍ସରେ…