Category: ରାଜନୀତି

ଓଡ଼ିଶା ବାସୀଙ୍କୁ ବିଜେପି ସରକାରର ଶ୍ରେଷ୍ଠ ଉପହାର ହେଉଛି ଅହେତୁକ ଦରବୃଦ୍ଧି: ନବୀନ ପଟ୍ଟନାୟକ 

ଆଜି ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ…

ଡିସେମ୍ବର ୨୮ ଓ ୨୯ରେ ଭୁବନେଶ୍ବରରେ ରହିବେ ଅମିତ ଶାହ

ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ରହିବେ ଅମିତ ଶାହ । ଦଳର ନେତା ଓ ବିଧାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ…

ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର !

ରାଜ୍ୟପାଳ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ରଘୁବର ଦାସ। ମଙ୍ଗଳବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ଖବର ପ୍ରଥମେ ଜଣାପଡିଥିଲା। ରଘୁବରଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭାମପତି ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ତେବେ ଅଚାନକ…

କୁଟ୍ଟେଙ୍କ ପାଖରେ କାହିଁକି ଆତ୍ମସମର୍ପଣ କଲା ଭାଜପା ?

ଉପରସ୍ତରରେ ଜଘନ୍ୟ ଖେଳ ଆଗରେ ରାଜ୍ୟ ଭାଜପା ସରକାର କେଡ଼େ ଅସହାୟ ତାହାର ଏକ ବଡ଼ ପ୍ରମାଣ ରଖିଦେଇଗଲା ବିବାଦୀୟ ଆଇପିଏସ ଅଫିସର ଧିରେନ୍ଦ୍ର ସମ୍ବଜୀ କୁଟେ । କେନ୍ଦ୍ରକୁ ଡେପୁଟେସନରେ ଗଲେ, କିନ୍ତୁ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ କୌଣସି…

ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି । ତାଙ୍କ ଜୀବନର ଗଭୀରତା, ସଦ୍​ଗୁଣ ଓ ଆଦର୍ଶ ତାଙ୍କୁ ଦେବତାଙ୍କ ସହିତ ତୁଳନୀୟ କରିଥିଲା । ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର । ଦଳମତ ନିର୍ବିଶେଷରେ…

ରାଜନୀତିରେ ଆସିବାକୁ ରଘୁବରଙ୍କ ଇଚ୍ଛା: ବିଜୟ ପାଲ ସିଂ ତୋମାର

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ପଦରୁ ଗତକାଲି ଇସ୍ତଫା ଦେଇଥିବାବେଳେ ରାଷ୍ଟ୍ରପତି…

ନୀତିଶ ଓ ନବୀନଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଗିରିରାଜ ସିଂହ

ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ । ୨୦୨୫ ରେ ବିହାରରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପୁଣି ଏନଡିଏ ସରକାର ଗଠନ ହେବ । ଗତ ୧୦…

ବଡ଼ଦିନ ଉତ୍ସବରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଡ଼ଦିନ ଉତ୍ସବରେ ସାମିଲ ହେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ସତ୍ୟନଗର ଓ ସଚିବାଳୟ ମାର୍ଗରେ ଥିବା ଚର୍ଚ୍ଚର ବଡ଼ଦିନ ଉତ୍ସବରେ ସାମିଲ ହୋଇ କେକ୍ କାଟି ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ…

ରାଜ୍ୟପାଳ ଅପସାରିତ, ଏଏସଓ ଏବେ ବି ନ୍ୟାୟ ପାଇବାରୁ ବଞ୍ଚିତ: ବିଜେଡି

ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଅପ୍ରତ୍ୟାଶିତ ଭାବେ ତାଙ୍କ ପଦବୀରୁ ଅପସରି ଯାଇଛନ୍ତି କିନ୍ତୁ ରହି ଯାଇଛି ତାଙ୍କ ପୁଅ ଦ୍ୱାରା ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କ ଉପରେ ଅକଥନୀୟ ଓ ଅମାନବୀୟ ଅତ୍ୟାଚାରର ବିବାଦ। ରାଜ୍ୟପାଳଙ୍କ ଏହି ଅପ୍ରତ୍ୟାଶିତ…

ଲୋକଙ୍କୁ ଆଖି ମାରିଲା ଶଙ୍ଖ ଦଳ

ଲୋକସଭାରେ ଆଖିମାରି ଚର୍ଚ୍ଚାର ଝଡ ସୃଷ୍ଟି କରିଥିଲେ ରାହୁଳ । ଏହା ଆଗରୁ ଗୋଟିଏ ଦକ୍ଷିଣୀ ଫିଲ୍ମରେ ଜଣେ ଛାତ୍ରୀ ଓ ଅନ୍ୟ ଜଣେ ସହପାଠୀଙ୍କ ଭିତରେ ଆଖି ମରାମରି ଭାଇରାଲ ହେଇଥିଲା । କିନ୍ତୁ ରାଜନୀତିରେ ସମସ୍ତେ ଦେଖିଲା ଭଳି…