Category: ରାଜନୀତି

ବନ୍ଦ ହେଲା ପୂର୍ବ ସରକାରଙ୍କ ‘ନୂଆ ଓ’ ଯୋଜନା

ବନ୍ଦ ହେଲା ନୂଆ ଓ କାର୍ଯ୍ୟକ୍ରମ । ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ପୁର୍ବ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଏହା ବନ୍ଦ…

ପାଣ୍ଡିଆନଙ୍କ ସପକ୍ଷରେ ଆଗେଇ ଆସିଲା ବିଜେଡି

ବିଧାନସଭା ଉତ୍ତର ନେଇ ଖୋଲାଖୋଲି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି। ପାଣ୍ଡିଆନଙ୍କୁ ପ୍ରୋଟେକ୍ସନ ଦେବାକୁ ଖୋଲାଖୋଲି ଆଗେଇ ଆସିଲା ବିଜେଡି। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନଙ୍କୁ ଖୋଲା ପ୍ରୋଟେକ୍ସନ ଦେଲେ ବିଜେଡି ନେତା। ପାଣ୍ଡିଆନଙ୍କୁ ଖୁଲମଖୁଲା ସମର୍ଥନ କଲେ ସୁଲତା ଦେଓ ଓ…

ମୋହନଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ନୂଆ ମନ୍ତ୍ରୀ

ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ସରକାରକୁ ତିନି ମାସ ପୂରିବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୬ ମନ୍ତ୍ରୀ ଥିବା ବେଳେ ମୋହନଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୨୨ ଛୁଇଁପାରେ ବୋଲି ଆଶା କରାଯାଉଛି…

ଜଗନ ରେଡ୍ଡୀଙ୍କୁ ଝଟକା, ରାଜ୍ୟସଭାରୁ ୱାଇଏସଆର କଂଗ୍ରେସ ପାର୍ଟି ଦୁଇ ଜଣ ସାଂସଦ ଦେଲେ ଇସ୍ତଫା

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟିର ଦୁଇ ଜଣ ସାଂସଦ । ଆଜି ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ୱାଇଏସଆର କଂଗ୍ରେସ ପାର୍ଟିରେ ଥିବା ମୋପିଦେବୀ ଭେଙ୍କଟରମଣ ଓ ବେଦା…

ଜାତୀୟ କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଜାତୀୟ କ୍ରୀଡ଼ା ଦିବସରେ ପ୍ରଦାନ କରାଗଲା ରାଜ୍ୟର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ । ଏହି ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରିକେଟର୍ ମହମ୍ମଦ ଜାଫର ଇକ୍‌ବାଲ୍‌ଙ୍କୁ…

ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ

ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସୁରକ୍ଷା ମାଗିଛନ୍ତି ବିଧାୟକ । ଚିଠି ମାଧ୍ୟମରେ ସୁରକ୍ଷା ମାଗିଥିବା ସୂଚନା । ଏହା ପରେ ସେ ଗଣମାଧ୍ୟମରେ…

ହିମାଚଳରେ ବଢ଼ିଲା ଝିଅଙ୍କ ସର୍ବନିମ୍ନ ବିବାହ ବୟସ

ହିମାଚଳରେ ୨୧ ବର୍ଷକୁ ବଢ଼ିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ । ବିଧାନସଭାରେ ଧ୍ୱନିମତରେ ବିଲ୍ ପାରିତ । ହିମାଚଳରେ ଝିଅଙ୍କ ବିବାହ ବୟସ ୧୮ ବର୍ଷ ରହିଥିବା ବେଳେ ଏବେ ସରକାର ଏହାକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥିରେ…

ଓଡ଼ିଶାରୁ ୧୫୭ କେଜି ରତ୍ନପଥର ହୋଇଛି ଉତ୍ତୋଳନ

ଗତ ୫ ବର୍ଷରେ ଓଡ଼ିଶାରୁ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ଆଜି ବିଧାନସଭାର ଗୃହରେ କଳିକେଶ ସିଂଦେଓ ଖଣି ମନ୍ତ୍ରୀଙ୍କୁ ଓଡ଼ିଶାର ରତ୍ନ ଭଣ୍ଡାର ଉପରେ ପ୍ରଶ୍ନ କରିଛନ୍ତି । ତାଙ୍କ ପ୍ରଶ୍ନ ଓଡ଼ିଶାରେ କେତେ ରତ୍ନ ପଥର…

ପାଣ୍ଡିଆନଙ୍କ ପ୍ରଚାରରେ ଖର୍ଚ୍ଚ ହୋଇଛି ୧୫ କୋଟି ଟଙ୍କା !

ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ ଗୃହରେ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ପ୍ରଚାର…

ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ; ୩୭୦ ପେଟ୍ରୋଲ ପମ୍ପରେ ଗଫଲତି

ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ଆଜି ବିଧାନସଭାର ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତରରେ କହିଛନ୍ତି ବର୍ଷକରେ ୨ ହଜାର ୮ ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି…