Category: ରାଜନୀତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ୨୮, ୨୯, ୩୦ ଭିତରୁ ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଦୁଇ ଦିନ…

ରାଜ୍ୟସଭା ସାଂସଦଙ୍କ ଶପଥ ଭରିପାରୁ ନାହିଁ ଉତ୍ସାହ; ରାଜନୀତିର ଚଉମୁହାଁଣିରେ ବିଜଦ

ରାଜନୀତିର ଦୋଛକିରେ ନୁହେଁ ଚଲମୁହାଁଣିରେ ପଢ଼ିଛି ବିଜୁ ଜନତା ଦଳ। ପ୍ରଥମ ଆଶଙ୍କା ହେଲା, ନବୀନଙ୍କ ପରେ ଦଳ ସମ୍ଭାଳିବ କିଏ ? ଦ୍ଵିତୀୟ ଆଶଙ୍କାଟି ହେଲା, ବ୍ଲକସ୍ତର ସଂଗଠନକୁ ନେଇ । ଭାଜପା ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ ବିଜଦକୁ…

ସଂସଦରେ ହଙ୍ଗାମା: ଧକ୍କା ରେ ପ୍ରତାପ ଷଡ଼ଙ୍ଗୀ ଆହତ; ରାହୁଳ ଗାନ୍ଧୀଙ୍କ ଉପରେ ଆରୋପ

ଆଜି ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ଦେଖା ଦେଇଛି ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ଠେଲା ପେଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି ।…

କଂଗ୍ରେସ ସର୍ବଦା ସମ୍ବିଧାନ ବିରୋଧୀ କାମ କରିଆସିଛି:ଅମିତ ଶାହ

ଲୋକସଭାରେ ସମ୍ବିଧାନକୁ ନେଇ ଚାଲିଥିବା ବିତର୍କ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ନେଇ କଂଗ୍ରେସ ତୁମ୍ବି ତୋଫାନ କରିବା ସହ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଛନ୍ତି, ଗୌରବ ଯାତ୍ରାର…

ପ୍ରଦୀପଙ୍କ ବିରୋଧରେ ହୋଇଥିବା ଚାକିରି ଠକେଇ ମାମଲାରୁ ଓହରିଲେ ୩ ଏତଲାକାରୀ

ଟାଟାରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା କ୍ଲିନ ଚିଟ। ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ୩ ଏତଲାକାରୀ ଓହରିଯାଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ନିଜ ଏତଲା ଉଠାଇ…

ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲିଠାରୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୧୯, ୨୦ ଓ ୨୧ରେ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।ଏହା ପରେ…

ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି

ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…

ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ଇଡି

ଠକେଇ ଅଭିଯୋଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ବଡଧରଣର ଚଢାଉ। ୨୩୧ କୋଟି ଠକେଇ ଅଭିଯୋଗରେ ପ୍ରମିଳାଙ୍କ ଭାଇ ମୃତ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ଚଢାଉ କରିଛି। ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ…

ରାଷ୍ଟ୍ରପତିଙ୍କ ପ୍ରତି ବିଜେଡି ସାଂସଦଙ୍କ ଆକ୍ଷେପ ଘଟଣା; ବିଜେପିର ସମାଲୋଚନା

ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି…

ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍

ଆଜି ଲୋକସଭାରେ ଆଗତ ହୋଇଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ ସୁନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ୱାନ୍ ନେସନ୍…