ତାଜା ଖବର ରାଜନୀତି ରାଜ୍ୟ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଜାମିନ ଆବେଦନ ଖାରଜ November 14, 2024 Papirani ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ସମ୍ବଲପୁର ଟାଉନ ଥାନାରେ ରୁଜୁ ମାମଲାରେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ ।…
ତାଜା ଖବର ବିଶ୍ୱ ରାଜନୀତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍ରେ ହିନ୍ଦୁ ମହିଳା; ତୁଳସୀ ଗବାର୍ଡ ହେଲେ ଆମେରିକାର ନୂଆ ଗୁଇନ୍ଦା ମୁଖ୍ୟ November 14, 2024 Papirani ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଘୋଷଣା କରୁଛନ୍ତି ଟ୍ରମ୍ପ । ପୂର୍ବତନ ସାଂସଦ ତୁଳସୀ ଗବାର୍ଡଙ୍କୁ ଦେଲେ ବଡ଼ ଦାୟିତ୍ବ । ଭାରତୀୟ-ଆମେରିକୀୟ ତୁଳସୀ ଗବାର୍ଡଙ୍କୁ ଆମେରିକାର ନୂଆ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ଟ୍ରମ୍ପ।…
ତାଜା ଖବର ରାଜନୀତି ରାଜ୍ୟ ଅସମ୍ପୂର୍ଣ ମନ୍ତ୍ରୀମଣ୍ଡଳକୁ କେବେ ସମ୍ପୂର୍ଣ କରିବେ ମୋହନ ? November 14, 2024 Papirani ଓଡ଼ିଶାର ପ୍ରଥମ ଭାଜପା ସରକାର ୫ ମାସ ଶେଷ କରି ୬ମାସରେ ପାଦ ଦେଇଛି । ଏହି ୫ ମାସ ଭିତରେ ମୋହନ ସରକାର ଅନେକଗୁଡ଼ିଏ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କିନ୍ତୁ ଅନେକ ନିଷ୍ଠରିକୁ ଅପେକ୍ଷା କରିଛନ୍ତି ଜନତା ।…
ତାଜା ଖବର ରାଜନୀତି ରାଜ୍ୟ ନବୀନ ଜିଲ୍ଲା ବୁଲିବେ କେବେ ? November 14, 2024 Papirani କିଛିଦିନ ତଳେ ପ୍ରମିଳା ଦିଦି ଏକ ଗୁରୁତ୍ବପୂର୍ଣ ସୂଚନା ଦେଇଥିଲେ । ଶଙ୍ଖ ଦଳର ସଭ୍ୟ ସଂଗ୍ରହ ଅଭିଯାନପ୍ରତି ବିପୁଳ ସମର୍ଥନ ମିଳୁଚି ଲୋକଙ୍କ ପାଖରୁ । ଖୁବଶୀଘ୍ର ନବୀନ ବାବୁ ଜିଲାଗସ୍ତରେ ବାହାରିବେ । ଭଲ କଥା। ଦଳର ସଭାପତି…
ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ ୨ ବର୍ଷ ମଧ୍ୟରେ କୁପୋଷଣମୁକ୍ତ ହେବ ଓଡିଶା : ପ୍ରଭାତୀ ପରିଡା November 13, 2024 Nirvay ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି | ରାଜ୍ୟରେ ଅନାହାର ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି | ୨ ବର୍ଷରେ ରାଜ୍ୟକୁ କୁପୋଷଣମୁକ୍ତ ଘୋଷଣା କରାଯିବ ବୋଲିଦୃଢୋକ୍ତି…
ରାଜନୀତି ରାଜ୍ୟ ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟ ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି November 13, 2024 Nirvay ବିଧାୟକମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରସାଦ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ | ଏ ନେଇ ନେଇ ବାଚସ୍ପତି ସୁରମା ପାଢ଼ୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |କ୍ୱାର୍ଟର କାର୍ଯ୍ୟ ର ସ୍ଥିତି ଜାଣିବା ପାଇଁ ୨ ଥର…
ଦେଶ ରାଜନୀତି ଜଗନ୍ନାଥଙ୍କ କୃପାରୁ ମହାରାଷ୍ଟ୍ର ରେ ଉଡ଼ିବ ବିଜୟର ଧ୍ବଜା: ଭୂପେନ୍ଦ୍ର ଯାଦବ November 13, 2024 Nirvay ହରିୟାଣା ନିର୍ବାଚନ ରେ ବିଜେପି ର ବିଜୟ ପରେ ଆଗାମୀ ମହାରାଷ୍ଟ୍ର ନିର୍ବାଚନ ରେ ମଧ୍ୟ ବିଜୟ ହାତେଇବା ପାଇଁ ଆଗଭର ଅଛି ବିଜେପି ଦଳ | ମହାରାଷ୍ଟ୍ର ଦେଶ ର ଏକ ମୁଖ୍ୟ ରାଜ୍ୟ ତେଣୁ ସାରା ଦେଶ ର…
ବିଶ୍ୱ ରାଜନୀତି ଏଲନ୍ ମସ୍କ,ବିବେକ ରାମାସ୍ୱାମୀ ହେବେ ସରକାରୀ ଦକ୍ଷତା ବିଭାଗ(DOGE) ର ମୁଖ୍ଯ: ଟ୍ରମ୍ପ୍ November 13, 2024 Nirvay ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଏଲନ ମସ୍କ ଏବଂ ବିବେକ ରାମାସ୍ୱାମୀ ସରକାରୀ ଦକ୍ଷତା ବିଭାଗ(DOGE) ର ନେତୃତ୍ୱ ନେବେ।ଟ୍ରମ୍ପ ରାମାସ୍ୱାମୀଙ୍କୁ ତାଙ୍କ ପ୍ରଶାସନରେ ଯୋଗଦେବା ପାଇଁ ପ୍ରଥମ ଭାରତୀୟ -ଆମେରିକୀୟ ଭାବରେ ନିଯୁକ୍ତ କରିଛନ୍ତି।ଟ୍ରମ୍ପ…
ରାଜନୀତି ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ଚିଠି ସରକାରଙ୍କ ଅପାରଗତା କୁ ଦର୍ଶାଉଛି : ବିଜେଡି November 12, 2024 Nirvay ଗତକାଲି ରାଜ୍ଯର ମୁଖ୍ଯ ପ୍ରଶାସନିକ ସଚିବଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ ସରକାରୀ କର୍ମଚାରୀଙ୍କୁ ଚାପ ନଦେବାକୁ ଚେତାବନୀ ଦେବା ବିଜୁ ଜନତା ଦଳ ତରଫରୁ ପ୍ରଶାସନ ଏବଂ ସରକାରୀ ଦଳର ବିଫଳତା ବୋଲି ବର୍ଣ୍ଣନା କରାଯାଇଥିଲା। ବିଜୁ ଜନତା ଦଳର…
ରାଜନୀତି ରାଜ୍ୟ ଆମ୍ବ ଟାକୁଆ ପ୍ରସଙ୍ଗ ରେ ଜୟ ନାରାୟଣ ମିଶ୍ର ଙ୍କୁ ଘେରିଲା କଂଗ୍ରେସ November 12, 2024 Nirvay ଆମ୍ବଟାକୁଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ବିଧାୟକ ରାମଚନ୍ଦ୍ର କାଡାମ ।ମନ୍ତବ୍ୟ ଅନୁଯାୟୀ, ଜୟନାରାୟଣମିଶ୍ରଙ୍କ ଏଭଳି ମନ୍ତବ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି । ଆଦିବାସୀ ମାନେ ଆମ୍ବ ଟାକୁଆ ଭଳି ଅଖାଦ୍ୟ ଖାଆନ୍ତି ନାହିଁ । ରାସନ ନ…