ତାଜା ଖବର ରାଜନୀତି ରାଜ୍ୟ Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି February 21, 2026 Nirvay ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି ରହିବ ବୋଲି ଘୋଷଣା କରାଯାଇଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଲଗାତାର ହଟ୍ଟଗୋଳ ପାଇଁ ଏହି ମୁଲତବି ଘୋଷଣା କରାଯାଇଛି । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ନାରାବାଜି ଲଗାତାର…
ତାଜା ଖବର ରାଜନୀତି ରାଜ୍ୟ Odisha Budget 2026: ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି: ମନମୋହନ ସାମଲ February 20, 2026 Nirvay ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା,…
ରାଜନୀତି ରାଜ୍ୟ Bhakta Das’ Stand On Odisha Budget 2026: ଖର୍ଚ୍ଚ କରିନପାରିଲେ ବଜେଟର କଳେବର ବଢ଼ାଇଲେ କି ଲାଭ February 20, 2026 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିବାବେଳେ କରିଥିବାବେଳେ ନୂଆା ବଜେଟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି । ଖର୍ଚ୍ଚ ତ କରିପାରୁନ; ବଜେଟର କଳେବର…
ତାଜା ଖବର ରାଜନୀତି ରାଜ୍ୟ Naveen’s Take On Odisha Budget 2026: “ରୋଷେଇ ଘର ଖାଲି; ମେନୁ ଭରପୂର’ February 20, 2026 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବାବେଳେ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ New Biju Mahila Janata Dal Office-Bearers: ମହିଳାଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଆହୁରି ମଜବୁତ୍ ହେବ: ନବୀନ ପଟ୍ଟନାୟକ February 20, 2026 Papirani ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ…
ତାଜା ଖବର ରାଜନୀତି ରାଜ୍ୟ Paddy Procurement: ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲ February 19, 2026 Papirani ଧାନର ଅଭାବୀ ବିକ୍ରିି ନ ହେବା ଏବଂ ଚାଷୀ ତାର ଉଚିତ୍ ମୂଲ୍ୟ ପାଇବା ପାଇଁ ବିଜେପି ସବୁବେଳେ ପ୍ରୟାସ କରିଛି। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ କୃଷି ଉପରେ ନିର୍ଭରଶୀଳ। ଧାନ ଅମଳରେ ଓଡ଼ିଶା ଗୋଟିଏ ସମୟରେ ୧୯…
ତାଜା ଖବର ରାଜନୀତି ରାଜ୍ୟ Jaundice Spreads In Cuttack: କଟକରେ ଜଣ୍ଡିସ କାୟା ବିସ୍ତାର କରିବା ପ୍ରସଙ୍ଗ; ଦାୟିତ୍ୱ ତୁଲାଉନାହାନ୍ତି ମେୟର: ବିଧାୟିକା ସୋଫିଆ February 19, 2026 Papirani କଟକରେ ଜଣ୍ଡିସ୍ କାୟା ବିସ୍ତାର କରିବା ପ୍ରସଙ୍ଗରେ ମେୟର ସୁବାସ ସିଂଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଛନ୍ତି, ନିଜ ସ୍ୱାର୍ଥ ପାଇଁ ଗୋଟିଏ ଏଜେନ୍ସିକୁ ବାରମ୍ବାର ଟେଣ୍ଡର ଦିଆଯାଉଛି। ଏନେଇ ସୋଫିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।…
ରାଜନୀତି Rajya Sabha Elections: ରାଜ୍ୟସଭା ‘ଡିଲ୍’ରେ ମୁଣ୍ଡି ମାରିବାକୁ ଆସୁଛନ୍ତି ଶାହା ! February 19, 2026 Papirani ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହା ଆସୁଛନ୍ତି ୭ ତାରିଖ । ୯ ତାରିଖ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ମନେକରାଯାଉଛି ଯେ, ଶାହାଙ୍କର ଏହି ଗସ୍ତ ସମୟରେ ହିଁ…
ତାଜା ଖବର ରାଜନୀତି ରାଜ୍ୟ Budget Session: ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି ଓଡ଼ିଶା ସରକାର, ବିକାଶ ହେବ କେମିତି: କଂଗ୍ରେସ February 18, 2026 Papirani ସରକାରଙ୍କର ଅପାରଗତା, ଧାନ କିଣା ସମସ୍ୟା ଓ ଗତକାଲି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ କହିଛି । ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ଆଉ…
ତାଜା ଖବର ରାଜନୀତି ରାଜ୍ୟ Jayaram Pangi Resigns: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ February 18, 2026 Papirani କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ନେଇ ସୂଚନା ରହିଛି। ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି। ଦଳକୁ ସମୟ ଦେଇ ପାରୁନଥିବାରୁ…