Category: ରାଜନୀତି

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ: ଦେବୀ ମିଶ୍ର

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଘରେ ଆଜି ହୋଇଥିବା ବୈଠକ ପରେ…

ୱକ୍‌ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ: ଅମର ଶତପଥୀ

ଓ୍ବାକଫ୍ ଆଇନ ନେଇ ବିଜେଡିର ମତ, ଏବେ ରାଜ୍ୟ ରାଜନୀତିକୁ ଚଳଚଞ୍ଚଳ କରିଛି । ଦିନକୁ ଦିନ ଏହାକୁ ନେଇ ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି । ଏହା ମଧ୍ୟରେ ୱାକଫ ଘଟଣାବଳୀକୁ ରହସ୍ୟମୟ କହିଛନ୍ତି ଅମର ଶତପଥୀ ।…

ବିଜେଡିର ୯୦ ଭାଗ ବରିଷ୍ଠ ନେତା ମିଶି ଗଠନ କରିବେ ନୂଆ ଦଳ: ପ୍ରଦୀପ ପୁରୋହିତ

ବିଜେଡି ବିଭାଜନକୁ ନେଇ ଓ ନୂତନ ଦଳ ଗଠନ କରିବାକୁ ନେଇ ଆଜି ବଡ଼ ବୟାନ ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ବିଜେଡି ଆଗକୁ ଖଣ୍ଡ ଖଣ୍ଡ ହୋଇଯିବ। ଏହା ସହ ବିଜେଡିର ୯୦ ଭାଗ…

ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର; ୱାକଫ ବିଲ୍‌କୁ ନେଇ ଦେଲେନାହି କୌଣସି ପ୍ରତିକ୍ରିୟା

ୱାକଫ ବିଲ୍ ଭୋଟିଂକୁ ନେଇ ବିବାଦରେ ଅଛନ୍ତି ସାଂସଦ ସସ୍ମିତ ପାତ୍ର । ଏହାକୁ ନେଇ ବିଜେଡି ଦଳରେ ବିବାଦ ବଢ଼ି ଚାଲିଥିବା ବେଳେ ଆଜି ଭାରତ ଫେରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ଦିଲ୍ଲୀରେ ପହଞ୍ଚିବା ପରେ ୱାକଫ୍‌…

ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି: ପ୍ରଭାତ ତ୍ରିପାଠୀ

ନବୀନ କହିଲେ ବିଜେଡି ଦଳରୁ ପ୍ରଭାତ ତ୍ରିପାଠୀ ବିଦା ହୋଇଥିବା ଓ ଚିଟଫଣ୍ଡ ମାମଲାରେ ଜେଲ୍ ବି ଯାଇଛନ୍ତି ନବୀନଙ୍କ ମନ୍ତବ୍ୟକୁ ଉପରେ କଡ଼ା ଜବାବ ଦେଇଛନ୍ତି ପ୍ରଭାତ ତ୍ରିପାଠୀ । ଆଜି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ମୁଁ ନିଲମ୍ବନ…

୨୦୧୭ ମସିହାରେ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ନିଜେ ଉଠାଇଥିଲେ ନବୀନ

ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ୨୦୧୭ ମସିହାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଥିଲେ । ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ୨୦୧୪ ରେ ଗିରଫ କରିଥିଲା ।…

ପାଣ୍ଡିଆନଙ୍କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ

ପାଣ୍ଡିଆନ କୁ କ୍ଲିନ ଚିଟ ଦେଲେ ନବୀନ ପଟ୍ଟନାୟକ । ପାଣ୍ଡିଆନ ଙ୍କ ବିଷୟରେ ଗଣମାଧ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, କାର୍ତ୍ତିକେୟନ ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଦଳ ପାଇଁ ବହୁତ ଭଲ…

ନୂଆଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ରାଷ୍ଟ୍ରୀୟ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ ମନ୍ତ୍ରଣାଳୟରେ ଅମିତ ଶାହଙ୍କୁ ଭେଟିଛନ୍ତି…

ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗ: ନବୀନଙ୍କୁ ଚିଠି ଲେଖିଲେ ୭ ବିଜେଡି ଯୁବ ନେତା

ୱାକଫ୍‌ ବିଲ୍‌ ଭୋଟିଂ ବିଭାଜନ ପ୍ରସଙ୍ଗକୁ ନେଇ ବିଜେଡିରେ ଦେଖିବାକୁ ମିଳିଛି ବିବାଦ । ଦଳର ଭିତରେ ଥିବା ନେତାଙ୍କ ମଧ୍ୟରେ ମତ ମତାନ୍ତର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଦଳର ସ୍ଥିତି ବହୁତ ସଙ୍ଗୀନ ହୋଇଥିବା ବେଳେ ୱାକଫ୍‌…

ବିଧାନସଭା ଘେରାଉ ମାମଲା: ଓଡିଶା ପ୍ରଥମ ଥର ପାଇଁ ପିସିସି ସଭାପତିଙ୍କ ସହ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ

ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ରୁଜୁ ହେଲା ମାମଲା । ନାରୀ ନିର୍ଯାତନା ପ୍ରସଙ୍ଗ ଓ ନିଜ ବିଧାୟକଙ୍କୁ ଗୃହରୁ ସସପେଣ୍ଡ କରିବା ପ୍ରତିବାଦରେ ନିକଟରେ ବିଧାନସଭା ଘେରାଉ ଉଦ୍ୟମ ଅଭିଯୋଗରେ ପିସିସି…