ତାଜା ଖବର ରାଜନୀତି ରାଜ୍ୟ ସୁନା ମାଫିଆ ରମେଶ ମାଝୀଙ୍କର ଘନିଷ୍ଟ ନେତା କିଏ ଫଟୋ ଦେଖାଇ ପ୍ରଶ୍ନ କଲା କଂଗ୍ରେସ July 25, 2025 Papirani ସାରା ରାଜ୍ୟରେ ନାରୀ ନିର୍ଯାତନା, ଅତ୍ୟାଚାର ଓ ଦୁଷ୍କର୍ମକୁ ନେଇ ରାଜ୍ୟବାସୀ ଭୟାକୁଳ ଓ ଦୁଃଖରେ ଥିବାବେଳେ ନୁର୍ନୀତିକୁ ନେଇ ଏକ ସାଂଘାତିକ ଘଟଣା ଘଟିଛି । ଗତ ୨୩ ତାରିଖରେ ସୁନା ନିବେଶ ନାମରେ ୨୦ କୋଟି ଟଙ୍କାର ଠକେଇ…
ତାଜା ଖବର ରାଜନୀତି ରାଜ୍ୟ ମଣିପୁରରେ ଆଉ ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ July 25, 2025 Papirani ମଣିପୁରରେ ଆଉ ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଉପରେ ବାଜିଲା ସଂସଦର ମୋହର । ମଣିପୁରରେ ରାଷ୍ଟ୍ରପତି ଶାସନର ଅବଧି ଆଉ ଛଅ ମାସ ବୃଦ୍ଧି କରାଗଲା…
ରାଜନୀତି ରାଜ୍ୟ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ July 24, 2025 Nirvay ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ କରିଛନ୍ତି ପୀଡ଼ିତା । ୨୦୨୩ ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ…
ତାଜା ଖବର ରାଜନୀତି ରାଜ୍ୟ ଜୁଲାଇ ୨୬ରେ କୋରାପୁଟର ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ବିଜେଡି July 24, 2025 Papirani ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିକଟରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସହିତ ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା କାରଣରୁ, ବିଜୁ ଜନତା ଦଳ ଜୁଲାଇ ୨୬ ତାରିଖ ଦିନ ସେଠାକାର ଡିଆଇଜି ଅଫିସ ସମ୍ମୁଖରେ ଏକ…
ରାଜନୀତି ରାଜ୍ୟ ରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା; ଆଇନ ବିଭାଗ ଯିବ କି ସୁରେଶଙ୍କ ହାତକୁ ? July 24, 2025 Papirani ନବୀନ ପଟ୍ଟନାୟକ ଏବଂ ଭିକେ ପଣ୍ଡିଆନଙ୍କ ମେଣ୍ଟ ସ୍ବପ୍ନକୁ ଭାଙ୍ଗିବାରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି…
ରାଜନୀତି ରାଜ୍ୟ ସନ୍ତୋଷଙ୍କ ସହ ମନ୍ତ୍ରଣା ପାଇଁ ମନମୋହନ ଗଲେ ଦିଲ୍ଲୀ July 23, 2025 Papirani ସୋମବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଲେ ରାଜଭବନ । ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କ ସହ ବେଶ୍ କିଛି ସମୟ ଆଲୋଚନା କଲେ । ଚର୍ଚ୍ଚା ଜୋର ଧରିଲା । ମଙ୍ଗଳବାର ସକାଳେ ସଭାପତି ମନମୋହନ ସାମଲ ଏବଂ ସଂଗଠନ ସମ୍ପାଦକ ମାନସ…
ରାଜନୀତି ରାଜ୍ୟ ଜେଲରୁ ମୁକୁଳିଲେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘରକୁ ଅଣ୍ଡା ଫୋପାଡି ଗିରଫ ହୋଇଥିବା ଛାତ୍ର ନେତା July 22, 2025 Nirvay ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ବାସଭବନ କୁ ଅଣ୍ଡା ମାଡ଼ କରି ଗିରଫ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ ଏବଂ ଛାତ୍ର ନେତା ବଳରାମ…
ରାଜନୀତି ରାଜ୍ୟ ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟାକୁ ନେଇ ହାଇକୋର୍ଟଙ୍କ ଟିପ୍ପଣୀ ପରେ ବିରୋଧୀଙ୍କୁ ବିଜେପିର ଟାର୍ଗେଟ July 22, 2025 Nirvay ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ହୋଇଥିବା ଜନସ୍ୱାର୍ଥ୍ୟ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ମୁଖା ଖୋଲିଦେଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ । ଘଟଣାରେ ଏହି ଦୁଇ ଦଳ…
ରାଜନୀତି ରାଜ୍ୟ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତଙ୍କ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ July 22, 2025 Nirvay ନିଶା ଦେଇ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁକୁ ଆଜି ପୋଲିସ ଗିରଫ କରିଛି । ଗିରଫ ପରେ ଆୟୁଷ୍ମାନକୁ କୋର୍ଟଚାଲାଣ କରିଛି ପୋଲିସ । ଗତକାଲି…
ତାଜା ଖବର ରାଜନୀତି ରାଜ୍ୟ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ July 22, 2025 Papirani ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ୨ୟ ଥର ଦିଲ୍ଲୀ ଗସ୍ତ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ । ଗତକାଲି…