Category: ରାଜନୀତି

Nuapada Counting Day: ନୂଆପଡ଼ା ଉପନିର୍ବାଚନ;  ଦ୍ବିତୀୟ ରାଉଣ୍ଡରେ ୭୪୧୩ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ

ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‌ ଗଣତି । ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ପ୍ରଥମ ଓ ଦ୍ବିତୀୟ ରାଉଣ୍ଡରେ ଆଗୁଆ ଥିବା ଜଣାପଡ଼ିଛି। ପ୍ରଥମ ରାଉଣ୍ଡରେ ବିଜେପିର…

Nuapada Bypoll Results: ଆରମ୍ଭ ହେଲା ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି

ଆରମ୍ଭ ହେଲା ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗଣତି । କଡ଼ା ସୁରକ୍ଷା ଭିତରେ ଖୋଲିଲା ଷ୍ଟ୍ରଙ୍ଗରୁମ୍ । ନୂଆପଡ଼ା ନ୍ୟାସନାଲ୍ କଲେଜରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।ପ୍ରାରମ୍ଭିକ ଗଣତି ଅନୁଯାୟୀ, ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୩୫୪୭ ଭୋଟରେ…

Bihar Election Results: ବିହାରରେ ପ୍ରାରମ୍ଭିକ ଗଣତିରେ NDA ଆଗରେ

ବିହାରରେ ପ୍ରାରମ୍ଭିକ ଗଣତି ଅନୁଯାୟୀ, ଏବେ ମହାଗଠବନ୍ଧନକୁ ପଛରେ ପକାଇ କ୍ଷମତା ଦୌଡରେ ଆଗରେ ଅଛି ଜେଡିୟୁ ନେତୃତ୍ୱାଧୀନ ଏନଡିଏ । ଆଉ ଏହାସହ ପ୍ରତି ରାଉଣ୍ଡରେ ବଦଳୁଛି ବିହାର ରାଜନୀତିର ସମୀକରଣ । ଲଖିସରାଇ ଆସନରେ ବିଜେପି ପ୍ରାର୍ଥୀ ବିଜୟ…

Nuapada Bypoll: ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି: ବିରଂଚି ନାରାୟଣ ତ୍ରିପାଠୀ

ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଉପନିର୍ବାଚନ ହୋଇଛି ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜେପି ବିଜୟୀ ହେବାକୁ ଯାଉଛି । ବିଜେଡି ବୋଧହୁଏ ଏକଥା ଅନୁଭବ କରିସାରିଲାଣି ।…

Nuapada Bypoll: ନୂଆପଡା ଉପ ନିର୍ବାଚନ: ବୁଥ ରିଗିଙ୍ଗର ଅଭିଯୋଗ ଆଣିଲା ବିଜେଡ଼ି

ଆସନ୍ତାକାଲି ଆସିବ ନୂଆପଡ଼ା ଉପନିର୍ବାଚନର ରେଜଲ୍ଟ । ତାପୂର୍ବରୁ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନୂଆପଡା ଉପ ନିର୍ବାଚନରେ ୪୧ ଟି ବୁଥରେ ଭୋଟ ହାର ୯୧ ପ୍ରତିଶତରୁ ଅଧିକ ହେବା ପରେ ବୁଥ ରିଗିଙ୍ଗର ଅଭିଯୋଗ…

ନୂଆପଡା ଉପ ନିର୍ବାଚନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣତି

ନୂଆପଡା ଉପ ନିର୍ବାଚନ ଗଣତି ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଅଛି। ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଉପନିର୍ବାଚନ ନେଇ ଷ୍ଟ୍ରଙ୍ଗ କୋଠରୀ ରହିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବଳୟ ରେ ସମସ୍ତ ଉଭିଏମ ଭି…

Nuapada Bypoll: ଆସନ୍ତା ୧୪ ତାରିଖ ସକାଳ ୮ଟାରୁ ୨୬ ରାଉଣ୍ଡରେ ହେବ ଭୋଟ ଗଣତି: ନୂଆପଡା ଜିଲ୍ଲାପାଳ

ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହେବେ ଭୋଟ୍‌ ଗଣତି ।ନଭେମ୍ବର ୧୪ ରେ ହେବାକୁ ଥିବା ନୂଆପଡା ବିଧାନସଭା ଉପନିର୍ବାଚନର ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୧୪ ତାରିଖ ସକାଳ ୮ଘଣ୍ଟା ରୁ ଭୋଟ ଗଣତି…

BJD Press Meet: ରାଜ୍ୟ ନିର୍ବାଚନ ଇତିହାସରେ, ନୂଆପଡା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡି 

ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରି, ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଏହାସତ୍ତ୍ୱେ,…

Nuapada By-Election: ନୂଆପଡ଼ାରେ ରେକର୍ଡ ହୋଇଛି ୮୩.୪୫ ପ୍ରତିଶତ ମତଦାନ

ଦେଶରେ ୬ଟି ରାଜ୍ୟରେ ହେଉଥିବା ଉପନିର୍ବାଚନ ଶେଷ ହୋଇଛି । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହାରି ମଧ୍ୟରେ ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ହୋଇଛି ୮୩.୪୫% ମତଦାନ । ଏ ନେଇ ECIଙ୍କ ପକ୍ଷରୁ ସୂଚନା ଜାରି ହୋଇଛି…

Nuapada Bye-Election: ରେକର୍ଡ ମତଦାନ ପାଇଁ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ସଭାପତି

ଉପନିର୍ବାଚନ ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିଥିବା ନୂଆପଡ଼ାର ଜନତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ…