Category: ରାଜନୀତି

ପିନାକୀ ମିଶ୍ରଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ

ପିନାକୀ ମିଶ୍ରଙ୍କ ନାଁରେ ଆର୍ଥିକ ହେରଫେର, ମନି ଲଣ୍ଡ୍ରିଂ ଅଭିଯୋଗ । ଏହା ସହ ସଂସଦରେ ଦେଶ ସୁରକ୍ଷା ତଥା ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ…

ବିଜଦ ଅବସ୍ଥାକୁ ନେଇ ଚିନ୍ତାରେ ଭାଜପା ହାଇକମାଣ୍ଡ !

ପୂର୍ବ ଶାସକ ଦଳ ବିଜଦ ପରିସ୍ଥିତିକୁ ନେଇ ଚିନ୍ତିତ ଭାଜପା ହାଇକମାଣ୍ଡ । ଚିନ୍ତିତ ହେବା କଥା ବି । ଏହି ଆଞ୍ଚଳିକ ଦଳଟିରେ ବିଭାଜନର ପଦଧ୍ୱନି ଶୁଭିଲାଣି। ସଭାପତି ଭାବେ କୌଣସି ଦାୟିତ୍ଵ ନିର୍ବାହ କରୁ ନଥିବା ନବୀନ ପଟନାୟକ…

ଜାତି ପ୍ରମାଣପତ୍ର କେଳେଙ୍କାରୀ ମାମଲା; ମୁକେଶ ମହାଲିଙ୍ଗଙ୍କ ବିରୁଦ୍ଧରେ ଗର୍ଜିଲା କଂଗ୍ରେସ

ଆଜି ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ତଥ୍ୟ ଜାଲିଆତିକୁ ନେଇ ପିସିସି ମିଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ…

ବିଜୁ ଯୁବ ଓ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କଲେ ନବୀନ

ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ଏହିକ୍ରମରେ ଦଳର ଯୁବ ନେତ୍ରୀ ଇପସିତା ସାହୁ…

ବିଜଦ ରୂପାନ୍ତରଣର ମିଳୁଛି ଆଭାସ; ଅରୁଣ କାର୍ଯ୍ୟକାରୀ ସଭାପତି, ସୁଜାତା ମହାସଚିବ !

ବିଜୁ ପଟ୍ଟନାୟକ ବଡ଼ପୁଅ ପ୍ରେମ ପଟ୍ଟନାୟକ ସସ୍ତ୍ରୀକ ନବୀନ ନିବାସକୁ ଆସିବା ଓ ରହିବା କେବଳ କ’ଣ ପାରିବାରିକ ଘଟଣା ? ପ୍ରେମ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ଼ଭାଇ । ମୁମ୍ବାଇ ହସ୍ପିଟାଲରେ ସ୍ପାଇନ ସର୍ଜରୀ ପରେ ପ୍ରେମ…

ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ’ ଉନ୍ମୋଚନ ଉତ୍ସବରେ ପୁଣି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ବିଧାୟକ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । 5T ଅଧୀନରେ ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି ।…

ସରକାରଙ୍କ ବିଫଳତା ଲୁଚାଇବାକୁ ବିଜେପି ବିଧାୟକଙ୍କ ଅବାଂଛିତ ମନ୍ତବ୍ୟ: ବିଜେଡି

ବିଜେପି ବିଧାୟକ ସରୋଜ ପାଢ଼ୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ଦେଇଥିବା ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ, ସରକାରଙ୍କ ବିଫଳତାକୁ ଲୁଚାଇବାକୁ ବିଧାୟକ ଏପରି…

ପରଲୋକରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ; ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ପରଲୋକରେ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୫୨ ବର୍ଷ ବୟସରେ ବିୟୋଗ ହୋଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ହୋଇଥିଲେ । କିଡ଼ନୀ ରୋଗରେ…

କାଲି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସ ପାଇଁ ବୈଠକ; ଚୟନ ହେବ ଜିଲ୍ଲା ସଭାପତି

ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ହେବାକୁ ଯାଇଛି ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏହି ବୈଠକ ପରେ ଜିଲ୍ଲା ସଭାପତି ବାଛିବେ। ଏହି ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ…

ନବୀନ ନିବାସରେ ପ୍ରେମ ପଟ୍ଟନାୟକ

ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ଡିହାଇଡ୍ରେସନ କାରଣରୁ ଡାକ୍ତରଖାନାରେ…