Category: ରାଜନୀତି

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ

ଅଖିଳ ଭାରତ କଂଗ୍ରେସ କମିଟି (AICC) ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ୨୫ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି । ମହାସଚିବ କେ.ସି. ଭେନୁଗୋପାଳଙ୍କ ଦ୍ୱାରା ଜାରି…

ସୋନିଆ, ରାହୁଲଙ୍କ ନାଁରେ ଚାର୍ଜସିଟ୍‌; କାଲି ଇଡି ଅଫିସ ଘେରିବ କଂଗ୍ରେସ

ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡିଂ ମାମଲାରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ଏହି ଚାର୍ଜ ସିଟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ…

ଏନଡିଏରୁ ଅଲଗା ହେଲା ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି; ପୃଥକ ଭାବେ ବିହାର ନିର୍ବାଚନ ଲଢ଼ିବ

ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ତଥା ରାମବିଳାସ ପାଶୱାନଙ୍କ ଭାଇ ପଶୁପତି କୁମାର ପାରସ ସୋମବାର ଦିନ ଆନୁଷ୍ଠାନିକ ଭାବେ ଏନ୍ ଡିଏ ରୁ ତାଙ୍କ ଦଳ ବିଦାୟ ନେଇଥିବା ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଲୋକ ଜନଶକ୍ତି…

ଚିଠିରେ ନବୀନଙ୍କୁ ବରିଷ୍ଠ ବିଧାୟକ ରାଜା ସ୍ବାଇଁଙ୍କ ପ୍ରସ୍ତାବ

ନବୀନଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାବେଳେ ରାଜାଙ୍କ ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା । ସେ ଚିଠିରେ ଲେଖିଛନ୍ତି…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୬ ବିଜେଡି ଜିଲ୍ଲା ସଭାପତି 

ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ନିର୍ବାଚିତ ହୋଇଛନ୍ତି। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ…

ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରେ ଆକ୍ରମଣ 

ଯାଜପୁରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଧର୍ମଶାଳାରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଠେଙ୍ଗାରେ ପିଟି ଗାଡ଼ି ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ଜଣାପଡିଛି। ଯାଜପୁର ଜିଲ୍ଲା ଧର୍ମଶାଳରେ ଚାଲିଥିବା ମା’ ହିଙ୍ଗୁଳା ଯଜ୍ଞରେ…

ରାଜଧାନୀ ପ୍ରତିଷ୍ଠା ଦିବସରେ ଯୋଗ ଦେଲେନି ଅପରାଜିତା ଷଡ଼ଙ୍ଗୀ; ଟାର୍ଗେଟ କଲେ ଭୁବନେଶ୍ବର ମେୟର

ଆଜି ୭୭ ବର୍ଷରେ ପାଦ ଥାପିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ଏହି ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଟାର୍ଗେଟ କରିଛନ୍ତି ଭୁବନେଶ୍ବର…

ଆରମ୍ଭ ହେଲା ବିଜେପି ବିଧାୟକ ଓ ସାଂସଦଙ୍କ ପ୍ରଶିକ୍ଷଣ ଶିବିର

ଆଜି ରାଜ୍ୟର ବିଜେପି ସରକାରକୁ ୧୦ ମାସ ପୂରୁଛି । ଏହି ଅବସରରେ ପୁରୀରେ ଆରମ୍ଭ ହୋଇଛି ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ଶିବିର । ଏହାକୁ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର…

ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଗୁଡିକର ଉପନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ

ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି । ସେଥି ମଧ୍ୟରୁ ପାଞ୍ଚଟି ଜିଲ୍ଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ,…

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ: ଦେବୀ ମିଶ୍ର

ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଘରେ ଆଜି ହୋଇଥିବା ବୈଠକ ପରେ…