ତାଜା ଖବର ରାଜନୀତି ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର April 20, 2025 Papirani ଆସନ୍ତାକାଲି ସମ୍ବଲପୁର ରେ ହେବ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଦୁର୍ଗାପାଲିସ୍ଥିତ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଣୁ ଏହା ପୂର୍ବରୁ ସମୀକ୍ଷା…
ରାଜନୀତି ରାଜ୍ୟ ନବୀନଙ୍କ ଫଲ୍ସ ନ୍ୟାରେଟିଭ୍ ମନ୍ତବ୍ୟ; କାଉଣ୍ଟର କଲେ ମନମୋହନ ସାମଲ April 19, 2025 Nirvay ନବୀନଙ୍କ ଫଲ୍ସ ନ୍ୟାରେଟିଭ୍ ମନ୍ତବ୍ୟ; କାଉଣ୍ଟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କେନ୍ଦ୍ର ୯ ବର୍ଷ ଭିତରେ କେତେ ଟଙ୍କା ଦେଇଛି ସେ ଉତ୍ତର ବିଜେଡି ଦଳ ଦେଇ ପାରିଲାନି । ନିର୍ବାଚନ ଆଗରୁ ଭାରତୀୟ ଜନତା ଦଳ…
ରାଜନୀତି ରାଜ୍ୟ ନବମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ April 19, 2025 Nirvay ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ଵିଦ୍ୱନ୍ଦରେ ବିଜେଡିର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଆଜି ଶଙ୍ଖ ଭବନରେ ଘୋଷଣା କରିଛନ୍ତି । ଦାୟୀତ୍ୱ ଗ୍ରହଣ ପରେ ବିଜୁ ଜନତା…
ତାଜା ଖବର ରାଜନୀତି ରାଜ୍ୟ ଶଙ୍ଖ ଭବନରେ ବିଜୁ ବାବୁଙ୍କ ଶ୍ରାଦ୍ଧ ସଭା ପାଳିତ April 17, 2025 Papirani ଆଜି ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଭାବ ଗମ୍ଭୀର ପରିବେଶ ରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକ…
ତାଜା ଖବର ରାଜନୀତି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ April 17, 2025 Papirani ଆଜି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ନବୀନ ପଟ୍ଟନାୟକ । ୯ମ ଥର ପାଇଁ ଏକମାତ୍ର ପାର୍ଥୀ ଭାବେ ନାମାଙ୍କନ ଭରିଲେ ନବୀନ ।…
ତାଜା ଖବର ରାଜନୀତି ରାଜ୍ୟ ଆଜି ବିଜୁ ପଟ୍ଟନାୟଙ୍କ ୨୮ତମ ଶ୍ରାଦ୍ଧ ଦିବସ; ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ April 17, 2025 Papirani ଆଜି ହେଉଛି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ତିରୋଧାନ ଦିବସ । ଏଥିପାଇଁ ବିଭିନ୍ନସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି । ସାରାରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏହି…
ରାଜନୀତି ରାଜ୍ୟ ରାଜ୍ୟବ୍ୟାପୀ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ April 16, 2025 Nirvay ଆସନ୍ତାକାଲି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିବ ବିଜେଡି । ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ଶଙ୍ଖ ଭବନରେ ତିରୋଧାନ ଦିବସ ପାଳନ ହେବ । ଓଡ଼ିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରାଯିବ ।…
ରାଜନୀତି ରାଜ୍ୟ ଅନାସ୍ଥାରେ ହାରିଲେ କଲମପୁର ବ୍ଲକ ଅଧ୍ୟକ୍ଷା April 16, 2025 Nirvay କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ଭୋଟ୍ ହୋଇଛି । ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ୨୨ ଜଣ ମତଦାନ କରିଛନ୍ତି । ସେଥିରୁ ଅନାସ୍ଥା ସପକ୍ଷରେ ୨୧ ଭୋଟ ପଡିଥିବା ବେଳେ…
ତାଜା ଖବର ରାଜନୀତି ରାଜ୍ୟ ସମାଜବାଦୀ ପାର୍ଟିରେ ମିଶିବା ଘଟଣା; ମୁଁ କଂଗ୍ରେସ ଥିଲି ଆଉ ଆଗକୁ ବି ରହିବି : ଶ୍ରୀକାନ୍ତ ଜେନା April 16, 2025 Papirani ସମାଜବାଦୀ ପାର୍ଟିରେ ମିଶିବା ଚର୍ଚ୍ଚା ନେଇ ମୁହଁ ଖୋଲିଲେ ଶ୍ରୀକାନ୍ତ ଜେନା। ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରି ଆଲୋଚନା ପରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଗଣମାଧ୍ୟମରେ କହିଛନ୍ତି, କଂଗ୍ରେସ ଛାଡ଼ି କୁଆଡେ ଯିବ ନାହିଁ। ସମାଜବାଦୀ ପାର୍ଟିରେ…
ତାଜା ଖବର ରାଜନୀତି ଭୁବନେଶ୍ବରରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ April 16, 2025 Papirani ଓଡ଼ିଶାରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦି ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ । ପତ୍ନୀ ସାଂସଦ ଡିମ୍ପଲ୍ ଯାଦବଙ୍କ ସହ ଭୁବନେଶ୍ବରରେ ପହଞ୍ଚିଲେ ଅଖିଳେଶ । ଓଡ଼ିଶା ଗ୍ରସ୍ତର କାରଣ କିଛି ରାଜନୈତିକ କାର୍ଯ୍ୟକ୍ରମ ଅଛି ନା ନାହିଁ ତାହା…