Category: ରାଜନୀତି

ପୀତବାସ ପଣ୍ଡା ହତ୍ୟାକାଣ୍ଡ ତଦନ୍ତରେ ଦିଗହରା ପୁଲିସ୍ !

ଜଣାଶୁଣା ଆଇନଜୀବୀ ନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୨୪ ଘଣ୍ଟା ପୂରିଲାଣି । କିନ୍ତୁ ତଦନ୍ତ ନାମରେ ଅନ୍ଧାରରେ ବାଡ଼ି ବୁଲାଉଛି ବ୍ରହ୍ମପୁର ପୁଲିସ୍ । କ୍ରାଇମ୍ ସହର ଭାବେ କୁଖ୍ୟାତ ଏହି ରେଶମ ସହରକୁ ମାଫିଆ…

ନୂଆଦିଲ୍ଲୀରୁ ଫେରି ନୂଆପଡ଼ା କେବେ ଯିବେ ନବୀନ ?

ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ା ପାଇଁ ଅନେକ ଉପହାର ଘୋଷଣା କରିସାରିଛନ୍ତି। କଂଗ୍ରେସ ସଭାପତି ଭକ୍ତଚରଣ ଦାସ ମଧ୍ଯ ନୂଆପଡ଼ାରେ। କିନ୍ତୁ ବିଜୁ ଜନତା ଦଳ ସଭାପତି…

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ…

ନୂଆପଡ଼ା ଉପନିର୍ବାଚନ: ଘାସିରାମ ମାଝୀ ହେଲେ କଂଗ୍ରେସ ପ୍ରାର୍ଥୀ

ନୂଆପଡା ବିଧାନସଭାର ଉପ-ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି । ଘାସିରାମ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଏଆଇସିସି ପକ୍ଷରୁ ନାମ ଘୋଷଣା କରାଯାଇଛି । ନୂଆପଡାରେ ଜଣେ ଆଦିବାସୀ ଚେହେରା ଭାବରେ ଘାସିରାମ…

ମୋହନ ସରକାର ଆସିବା ପରେ ଗଞ୍ଜାମରେ ହୋଇଛି ୧୨୮ ମର୍ଡର: ବିଜେଡି

ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇ ଆସୁଥିବା ବେଳେ, ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି ବୋଲି ଅଭିଯୋଗ କରି ଆଜି ରାଜ୍ୟ ବିଜେପି…

ସରକାରର ମୁଖ୍ୟ ଭାବରେ ୨୫ ବର୍ଷରେ ପଦାର୍ପଣ କଲେ ମୋଦି

ସରକାରର ମୁଖ୍ୟ ଭାବରେ ୨୫ବର୍ଷରେ ପଦାର୍ପଣ କଲେ ମୋଦି । ଏ ନେଇ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ପୁରୁଣା ଦିନକୁ ମନେ ପକାଇଛନ୍ତି ଯେତେବେଳେ ସେ ୨୦୦୧ ମସିହାରେ…

ଅଶାନ୍ତ ଗଞ୍ଜାମ, ଭୁଶୁଡ଼ି ଗଲାଣି ଆଇନ ବ୍ୟବସ୍ଥା  

ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ସହର । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ରାଜରାସ୍ତାରେ ରକ୍ତର ଛିଟା । କଥା କଥାରେ ବୁଲୁଛି ଖଣ୍ଡା ଭୁଜାଲି…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା…

ବ୍ରହ୍ମପୁରରେ ଗୁଳିମାଡ଼: ବିଜେପି ନେତା ପୀତବାସ ପଣ୍ଡା ମୃତ୍ୟୁ

ବ୍ରହ୍ମପୁରରେ ଗୁଳିମାଡ । ବ୍ରହ୍ମପୁର ସହରର ବ୍ରହ୍ମନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଘର ବାହାରେ ରାତି ପ୍ରାୟ ୧୦ଟା ସମୟରେ ବାଇକ୍‌ରେ ଆସି…

ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୧୦୧ କୋଟି ଟଙ୍କାର ଭେଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୫୭ଟି ବିକାଶମୂଳକ ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜଳସେଚନ…