ରାଜନୀତି ରାଜ୍ୟ ପାଣ୍ଡିଆନଙ୍କ ରି-ଲଞ୍ଚିଂ ଅଭିଯାନ ଫୁସୁକି ଗଲା ! July 18, 2025 Papirani ୨୦୦୪ ପରଠାରୁ ରାହୁଲ ଗାନ୍ଧୀଙ୍କର ଶୁଭାରମ୍ଭ ବା ଲଞ୍ଚିଂ ପାଇଁ କଂଗ୍ରେସ କେତେଥର ଯେ ଉଦ୍ୟମ କଲାଣି ଏଥିରେ ସନ୍ଦେହ ନାହିଁ । ୨୦୧୪ରେ ମନମୋହନ ସିଂଙ୍କ ଜାଗାରେ ତାଙ୍କୁ ଦଳର ପିଏମ୍ ଚେହେରା ଭାବେ ଆଗକୁ ଆଣିବା ଲାଗି ଚେଷ୍ଟା…
ରାଜନୀତି ରାଜ୍ୟ ସୌମ୍ୟାଶ୍ରୀ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବିରେ ବିଜେଡିର ମୌନ ପ୍ରତିବାଦ July 18, 2025 Nirvay ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ଆଜି ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧିଜୀ ଙ୍କ ମୁର୍ତ୍ତି ତଳେ ଶାନ୍ତିପୂର୍ଣ୍ଣ…
ତାଜା ଖବର ରାଜନୀତି ରାଜ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ବିଜେଡି ମହିଳା ନେତ୍ରୀ ବୃନ୍ଦ July 17, 2025 Papirani ବିଜେପିର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ କଟୁ ସମାଲୋଚନା କରିଛି। ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି…
ରାଜନୀତି ରାଜ୍ୟ ରାଜଧାନୀରେ କଂଗ୍ରେସର ଗର୍ଜନ; ଲୋୟର ପି ଏମ୍ ଜି ଛକ ପାଲଟିଲା ରଣକ୍ଷେତ୍ର July 17, 2025 Nirvay ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଆଜି ଓଡ଼ିଶାରେ ବଡ଼ ବନ୍ଦ ଡାକରା ଦେଇଛି । ତେବେ ରାଜ୍ୟରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ…
ରାଜନୀତି ରାଜ୍ୟ ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଲେ ଅପରାଜିତା ଷଡ଼ଙ୍ଗୀ July 17, 2025 Nirvay ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ଗତକାଲି ବିଜେଡି ର ବାଲେଶ୍ୱର ବନ୍ଦ ସହ ଲୋକସେବା ଭବନ ଘେରାଉ ପରେ ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ନେଇ ପ୍ରତିକ୍ରିୟା ରହିଛି ବିଜେପି । ଭୁବନେଶ୍ୱର…
ରାଜନୀତି ରାଜ୍ୟ କଂଗ୍ରେସର ଓଡିଶା ବନ୍ଦ; ଜାଣନ୍ତୁ, କେଉଁଠି କେମିତି ପ୍ରଭାବ July 17, 2025 Nirvay ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…
ରାଜନୀତି ରାଜ୍ୟ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ କଂଗ୍ରେସର ବାଇକ୍ ରାଲି July 17, 2025 Nirvay ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ବିରୋଧ କରି ନ୍ୟାୟ ଦାବିରେ କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିବା…
ତାଜା ଖବର ରାଜନୀତି ରାଜ୍ୟ ଅସ୍ତିତ୍ୱ ବଂଚାଇବା ପାଇଁ ବିଜେଡି ଓ କଂଗ୍ରେସର ଆନ୍ଦୋଳନ: ବିରଂଚି ନାରାୟଣ ତ୍ରିପାଠୀ July 16, 2025 Papirani ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଗୋଟିଏ ଝିଅ ଦୁନିଆ ଦେଖିବା ପୂର୍ବରୁ ତାର ଅପମୃତ୍ୟୁ ହୋଇଛି । ମୃତା ସୈାମ୍ୟାଶ୍ରୀ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା…
ତାଜା ଖବର ରାଜନୀତି ରାଜ୍ୟ ବାଲେଶ୍ବର ଘଟଣା: ସଂସଦ ଘେରାଉ କରିବ କଂଗ୍ରେସ July 16, 2025 Papirani ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ସଂସଦ ଘେରାଉ କରିବ କଂଗ୍ରେସ । ଏ ନେଇ ଆଜି ସୂଚନା ଦେଇଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା । ସେ କହିଛନ୍ତି ଆସନ୍ତା ୨୧ରେ ସଂସଦ ଅଧିବେଶନ…
ତାଜା ଖବର ରାଜନୀତି ରାଜ୍ୟ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବାଣୀବିହାରରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ July 16, 2025 Papirani ବାଲେଶ୍ବର ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। ନ୍ୟାୟ ଦାବି ନେଇ ବାଣୀବିହାରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିକ୍ଷୋଭ ପ୍ରଦର୍ଶନ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ…