ତାଜା ଖବର ରାଜନୀତି ରାଜ୍ୟ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ March 4, 2025 Papirani ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ।କାଲି ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ…
ରାଜନୀତି ରାଜ୍ୟ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ମାମଲା: ମୁହାଁ ମୁହିଁ ହେଲେ ବିରୋଧି ଓ ଶାସକ ଦଳ ନେତା March 4, 2025 Papirani ରାଜ୍ୟରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ହେବା ପରେ ରାଜନୈତିକ ଝଡ଼ ଦେଖାଯାଇଛି । ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି ଦଳର ନେତା। ସମାଲୋଚନା କରି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ରାଜ୍ୟ ସରକାର ପଞ୍ଚାୟତିରାଜ…
ରାଜନୀତି ରାଜ୍ୟ ପଞ୍ଚାୟତିରାଜ ଦିବସ ତାରିଖ ବଦଳକୁ ନେଇ ବର୍ଷିଲା ବିଜେଡି March 3, 2025 Nirvay ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ପାଳନ ନକରିବା ଦୁର୍ଭାଗ୍ୟଜନକ, ଓ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି କହି ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇ ଦୀର୍ଘ…
ତାଜା ଖବର ରାଜନୀତି ମୋକିମଙ୍କୁ ମିଳିବ ଦଳରେ ଗୁରୁଦାୟିତ୍ୱ: ଭକ୍ତ ଦାସ March 3, 2025 Papirani କଟକରେ ଏକାଠି ହେଲେ ଦୁଇ ବରିଷ୍ଠ ନେତା ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ । ପିସିସି ସଭାପତି ହେବା ପରେ ପ୍ରଥମ ଥର ଆଜି ଏକାଠି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭିନ୍ନ ପ୍ରତିମୂର୍ତ୍ତିରେ…
ତାଜା ଖବର ରାଜନୀତି ରାଜ୍ୟ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରଙ୍କ ଉଦାସନୀତାକୁ ନେଇ ପ୍ରଶ୍ନ କଲା ବିଜେଡି March 3, 2025 Papirani ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ । ଦିନକ ପରେ ପଞ୍ଚାୟତିରାଜ ଦିବସ ଥିବା ବେଳେ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟମରେ ଅଭିଯୋଗ ଆଣିଛି ବିଜେଡ଼ି। ଗଣମାଧ୍ୟମରେ ବିଜେଡି…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କୁ ଇଓଡବ୍ଲୁର ଜେରା March 3, 2025 Papirani କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ଅଫିସ୍ରେ ହାଜର ହେଲେ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର ବା ରାଜା ଚକ୍ର । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା । ଗର୍ଦ୍ଧମାର୍ଦନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍ ସୋସାଇଟିର…
ରାଜନୀତି ରାଜ୍ୟ ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି: ପ୍ରଦୀପ ପୁରୋହିତ March 2, 2025 Papirani ନବହତ୍ୟା ମାମଲାକୁ ନେଇ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତି । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି ବୋଲି ସାଂଘାତିକ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା…
ରାଜନୀତି ବିଜେଡି ହାତରୁ ଗଲା ବ୍ରଜରାଜନଗର; ଅନାସ୍ଥା ଭୋଟରେ ହାରିଲେ ପୌରାଧ୍ୟକ୍ଷା March 2, 2025 Papirani ଅନାସ୍ଥା ଭୋଟିଂରେ ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ବିଜେଡିରୁ ପୌରାଧ୍ୟକ୍ଷ ଥିବା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଗତ ଜାନୁଆରୀ ୧୫ ତାରିଖରେ ହୋଇଥିଲା ଅନାସ୍ଥା ଭୋଟିଂ। ୨୩ ଜଣ କାଉନସିଲର ଭୋଟ ଦେଇଥିଲେ । ଫଳରେ ଯାଜ୍ଞସେନୀ…
ରାଜନୀତି ରାଜ୍ୟ ରାସନ କାର୍ଡ କଟିବା ନେଇ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ March 1, 2025 Nirvay ରାସନ କାର୍ଡ କଟିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ । ସରକାର କାହାକୁ ଭୂତ କହୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଇ-କେୱାଇସି ନାଁରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନରୁ ବାଦ ଦିଆଯାଉଛି । ପାନ…
ରାଜନୀତି ରାଜ୍ୟ ନଡ୍ଡାଙ୍କ ଓଡିଶା ଗସ୍ତ ସରକାରୀ ଥିଲା କହିଲେ ମନମୋହନ ସାମଲ February 28, 2025 Nirvay ଆଜି ରାଜ୍ୟ ଅତିଥି ଭବନରେ ଭାରତୀୟ ଜନତା ପାର୍ଟିର ଅନୁଷ୍ଠିତ ବୈଠକ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ଗସ୍ତ ସରକାରୀ ଥିଲା ।…