ରାଜନୀତି ରାଜ୍ୟ ୨୨ ତାରିଖକୁ ଘୁଞ୍ଚିଲା ବାଲେଶ୍ୱରରେ କଂଗ୍ରେସ ପକ୍ଷରୁ ହେବାକୁଥିବା ‘ନାରୀ ନ୍ୟାୟ ଯାତ୍ରା’ August 12, 2025 Nirvay ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ପିସିସି ପକ୍ଷରୁ ହେବାକୁଥିବା ନାରୀ ନ୍ୟାୟ ପଦଯାତ୍ରା ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚେଇ ଦିଆଯାଇଛି । ସେଦିନ…
ରାଜନୀତି ରାଜ୍ୟ ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ପରିବାରକୁ ଭେଟିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ August 12, 2025 Nirvay ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ଫିରିଙ୍ଗିମାଲ ଗାଁରେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ର ନେତୃତ୍ୱ ନେଇଥିଲେ…
ରାଜନୀତି ରାଜ୍ୟ ସ୍ବାମୀଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ସ୍ତୁତି କଲେ କି ଅପରାଜିତା ? August 12, 2025 Papirani ବନମାଳୀ ଦାସଙ୍କ ଅତି ଲୋକପ୍ରିୟ ଗୀତର ପ୍ରଥମ ଧାଡିଟି ଥିଲା ‘କି ଦେଖିଲା ଆଜ ନେତ୍ର ସଜନୀ’। ୟା’କୁ ଟିକିଏ ବଦଳେଇ ଦେଲେ ହବ କି ଶୁଣିଲା ଆଜ କର୍ଣ୍ଣ ରେ ସାଙ୍ଗ’। ଏମିତି କଥା ଆମ କାନରେ ପଡ଼ିଚି ଯେ,…
ତାଜା ଖବର ରାଜନୀତି ରାଜ୍ୟ କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ ? ତାହାକୁ ନେଇ ପ୍ରକାଶ ପାଇଲା ସୂଚୀ August 12, 2025 Papirani ସାରା ଦେଶ ପାଳନ କରିବାକୁ ଯାଉଛି ୭୯ ତମ ସ୍ୱାଧୀନତା ଦିବସ । ଏଥିପାଇଁ ଚାରିଆଡ଼େ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ସମୟରେ ଓଡ଼ିଶାରେ ସ୍ବାଧୀନତା ଦିବସରେ…
ରାଜନୀତି ରାଜ୍ୟ ଅକ୍ଟୋବର ୨ ରୁ କଂଗ୍ରେସ କରିବ ସମ୍ବିଧାନ ବଞ୍ଚାଓ ଅଭିଯାନ August 11, 2025 Nirvay ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ରାଜ୍ୟରେ ନାରୀ ନିର୍ଯାତନା ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ସମ୍ବିଧାନ ବଞ୍ଚାଓ ଅଭିଯାନ କରିବ ଓଡିଶା କଂଗ୍ରେସ । ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) ରୁ ଆରମ୍ଭ ହୋଇ ତିନିଟି ପର୍ଯ୍ୟାୟରେ…
ରାଜନୀତି ରାଜ୍ୟ ଡବଲ ଇଞ୍ଜିନ ସରକାରରେ ରାଜ୍ୟବାସୀ ଅସହାୟ: ବିଜେଡି August 11, 2025 Nirvay ବରଗଡ ନାବାଳିକା ମୃତ୍ୟୁ ଘଟଣାରେ ଆଇନମନ୍ତ୍ରୀ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆତ୍ମାହୁତି କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ପାଠ ପଢ଼ାଉଥିବା ଆଇନମନ୍ତ୍ରୀ ମନେରଖିବା ଉଚିତ, ବିଜେପି ସରକାର ଉପରେ ରାଜ୍ୟବାସୀ ଭରସା ଓ…
ତାଜା ଖବର ରାଜନୀତି ରାଜ୍ୟ ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା: ଆସନ୍ତାକାଲି ବିଜେଡିର ୧୨ ଘଣ୍ଟିଆ ରାଇଘର ବନ୍ଦ ଡାକରା August 10, 2025 Papirani ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁକୁ ତୀବ୍ର ନିନ୍ଦା କରୁଛି ବିଜୁ ଜନତା ଦଳ । ଏହି ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରତିଦିନ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି…
ତାଜା ଖବର ରାଜନୀତି ରାଜ୍ୟ ୮୨ ବର୍ଷରେ ପାଦ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ; ଧୁମଧାମରେ ପାଳନ କଲେ ଜନ୍ମଦିନ August 10, 2025 Papirani ୮୨ ବର୍ଷ ବୟସରେ ପାଦ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ପ୍ରତିବର୍ଷ ଭଳି ଆଜି ମଧ୍ୟ ସେ ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି। ମୁକୁଟ ପିନ୍ଧି, ଫୁଲମାଳ ପକାଇ ଶୁଭେଚ୍ଛା ଦେଉଥିବା ଲୋକଙ୍କୁ କୁଣ୍ଢେଇ ପକାଉଛନ୍ତି ।…
ରାଜନୀତି ରାଜ୍ୟ ୧୮ ଅଗଷ୍ଟରେ ବରଗଡ଼ ଠାରେ ବିଜେଡିର ବିରାଟ ଚାଷୀ ସମାବେଶ August 8, 2025 Nirvay ରାଜ୍ୟରେ ବିଜେପି ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ କରିବ ବୋଲି ବିଜୁ ଜନତା ଦଳ ଆଜି ଘୋଷଣା କରିଛି । ଭୁବନେଶ୍ୱର ଶଙ୍ଖ ଭବନ ଠାରେ ବିଜୁ…
ତାଜା ଖବର ରାଜନୀତି ରାଜ୍ୟ ବଡପଡା ଛାତ୍ରୀ ପୋଡି ଘଟଣାର ଅନୁଧ୍ୟାନ କଲା ପିସିସି ଟିମ୍ August 7, 2025 Papirani ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ କାଠିଆପଡା ଗ୍ରାମରେ ପିସିସି ଅନୁଧ୍ୟାନ ଟିମ୍ ପହଂଚି ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ଭେଟି ଏହି ସମ୍ବେଦନଶୀଳ ମାମଲାର ଅନୁଧ୍ୟାନ କରିଥିଲେ ଏବଂ…