Category: ରାଜନୀତି

ଦରଦାମ ବୃଦ୍ଧି ପ୍ରସଙ୍ଗରେ ନବୀନ ବାବୁଙ୍କ ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ: ଦିଲୀପ ମହାନ୍ତି

ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବକ୍ତବ୍ୟ ଦେବା ଆଦୌ ଶୋଭାପାଉ ନାହିଁ ଏବଂ ସମାନ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।…

ସୁଭଦ୍ରା ଯୋଜନା ପାଇଁ କୌଣସି ବିଜ୍ଞପ୍ତି କିମ୍ବା ୱେବସାଇଟ୍‌ ଖୋଲିନି: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ନେଇ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ସେ କହିଛନ୍ତି ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହା ଲାଗୁ ହେବ । କିନ୍ତୁ ସୁଭଦ୍ରା ଯୋଜନା ପାଇଁ ସରକାର…

ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ: ବିଜେଡି

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ବଜେଟ ଏକ ଦୂରଦୃଷ୍ଟି ବିହୀନ, ମହିଳା, ଚାଷୀ, ଯୁବ ବିରୋଧୀ ବଜେଟ। ଏ ବଜେଟ ସଂପୂର୍ଣ ବିଶାହୀନ । କେବଳ ନବୀନ ସରକାର ସମସ୍ତ ଯୋଜନାକୁ ନାଁ ପରିବର୍ତ୍ତନ କରାଯାଇଥିବା…

କାରଗିଲ ବିଜୟ ଦିବସ ପାଳନ; ରାଷ୍ଟ୍ର ସର୍ବୋପରୀ’ ବୋଲି କାରଗିଲ ଯୁଦ୍ଧ ଆମ ସମସ୍ତଙ୍କୁ ଶିକ୍ଷା ଦେଇଛି: ସମୀର ମହାନ୍ତି

ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବାର ଶିକ୍ଷା ଦେଇଛି କାରଗିଲ୍ ଯୁଦ୍ଧ । କାରଗିଲ ଯୁଦ୍ଧ ବିଜୟ ଭାରତୀୟ ଇତିହାସର ଏକ ଅବିସ୍ମରଣୀୟ ଦିନ । ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା…

ସାମ୍ନାକୁ ଆସିଲା ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ

ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଲା ପୂର୍ବ ସରକାରର ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ । ସୂଚନା ଅନୁସାରେ ୨୦୨୨ରେ ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ୫୭ କୋଟି ୭୩ ଲକ୍ଷ ହୋଇଥିଲା । ୭୪୧ଟି ପ୍ରସ୍ତାବରେ…

ଓଡ଼ିଶାରେ ଆଳୁର ସୁଗମ ଯୋଗାଣ ନିଶ୍ଚିତ କରିବାକୁ ମମତା ବାନାର୍ଜୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡିଶାକୁ ଆଳୁର ସୁଗମ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି ଆପଣ ଜାଣନ୍ତି, ଆଳୁ ଆମ ଓଡ଼ିଶାର ଲୋକଙ୍କ ପାଇଁ ଏକ ଜରୁରୀ ଜିନିଷ…

୨୦୨୪-୨୫ ବାର୍ଷିକ ରାଜ୍ୟ ବଜେଟର ମୁଖ୍ୟାଂଶ

ଜୁଲାଇ ୨୫, ୨୦୨୪ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ କାମ ବନ୍ଦ ନେଇ ଉଦବେଗ ପ୍ରକାଶ କଲେ ବିଧାୟକ

ବିଜେପି ସରକାର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିବା ଓ ଆମ ଓଡ଼ିଶା ନବୀନ ଓଡ଼ିଶାରେ କାମ ବନ୍ଦ ହୋଇଥିବା ନେଇ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ଗୃହରେ ବିଜେଡି ବିଧାୟକ ଗଣେଶ୍ୱର…

୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ

ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍‌ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…

ଏମସିଏଲ ଜିଏମଙ୍କୁ ବିଜେଡି ନେତ୍ରୀଙ୍କ ଚପଲ ମାଡ଼; ୪ ଗିରଫ

ଝାରସୁଗୁଡ଼ା ଲଖନପୁର ବ୍ଲକରେ ଏମସିଏଲ କୋଇଲା ଖଣି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ପୂର୍ବତନ ସରପଞ୍ଚଙ୍କ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ ।ଏମସିଏଲ ଜିଏମ୍‌ଙ୍କୁ ଝାରସୁଗୁଡ଼ା ଲଖନପୁର ବ୍ଲକ ସରଣ୍ଡାମାଲର ବିଜେଡ଼ି ନେତ୍ରୀ ପାର୍ବତୀ ବେହେରା ଜୋତାମାଳ…