ତାଜା ଖବର ରାଜନୀତି ରାଜ୍ୟ ବିଜେଡି ନେତା ଦିଲୀପ ନାୟକଙ୍କୁ ୩ ଦିନିଆ ରିମାଣ୍ଡ ଅନୁମତି September 23, 2025 Papirani ବିଜେଡି ନେତା ଦିଲୀପ ନାୟକଙ୍କୁ ୩ ଦିନିଆ ରିମାଣ୍ଡ ନେବାକୁ ମିଳିଲା ଅନୁମତି। କ୍ରାଇମବ୍ରାଞ୍ଚ ଇଓଡବ୍ଲୁକୁ ୩ ଦିନିଆ ରିମାଣ୍ଡ ଅନୁମତି ଦେଲେ OPID କୋର୍ଟ । ୨୪ରୁ ୨୬ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଦେଲେ ଅନୁମତି । ଜମିଜମା ମାମଲାରେ…
ରାଜନୀତି ରାଜ୍ୟ ବିଜେଡିର ନିମାପଡ଼ା ଦ୍ୱନ୍ଦ୍ୱ; କାହିଁକି ଚୁପ ନବୀନ? September 23, 2025 Nirvay ଦୁର୍ନୀତିର ସବୁ ସୀମା ଲଙ୍ଘିଥିବା ନେତାଙ୍କଠାରୁ ମୋହ ତୁଟାଇ ପାରୁନାହାନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ସେ ଏବେ ଜମି…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ; ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ September 23, 2025 Papirani ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡିର ପ୍ରତିବାଦ। ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଶହ ଶହ ସଂଖ୍ୟାରେ କର୍ମୀ । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ପ୍ରତାପ ଜେନା,…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି September 22, 2025 Papirani କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ କଲେ ବାଚସ୍ପତି । ମୋହନ ସରକାର ବିରୋଧରେ ଅନାସ୍ଥା ଆଣିଥିଲା କଂଗ୍ରେସ। ଗୃହରେ ଅଚଳାବସ୍ଥା ଯୋଗୁଁ ଅବଧି ସରିଛି ଜଣାଇଲେ ବାଚସ୍ପତି। ନୋଟିସ୍ ଆସିବାର ପରଦିନ ଗୃହକୁ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗୃହ ସ୍ବାଭାବିକ…
ତାଜା ଖବର ରାଜନୀତି ରାଜ୍ୟ ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ September 22, 2025 Papirani ନୂଆପଡ଼ାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡାରେ ଆୟୋଜିତ ଶୋକସଭାରେ ଅନଲାଇନରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା…
ରାଜନୀତି ରାଜ୍ୟ ନୂଆପଡାରେ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 21, 2025 Nirvay ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଵତନ୍ତ୍ର ବିମାନ ଯୋଗେ ନୂଆପଡ଼ା ସ୍ଥିତ ଏୟାରଷ୍ଟ୍ରିପ୍ରେ ପହଞ୍ଚି ଖରିଆରରୋଡ ସ୍ଥିତ FCI ଗୋଦାମ ଗୃହରେ ଆୟୋଜିତ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ଏହି ସଭାରେ…
ରାଜନୀତି ରାଜ୍ୟ ‘ବେକାରୀ ଯୁବ ସମ୍ମିଳନୀ’ କରିବ ବିଜୁ ଯୁବ ଜନତା ଦଳ September 21, 2025 Nirvay ବିଜୁ ଯୁବ ଜନତା ଦଳ ଆଗକୁ ‘ବେକାରୀ ଯୁବ ସମ୍ମିଳନୀ’ କରିବ ବୋଲି ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସାହୁ କହିଥିଲେ, ରାଜ୍ୟରେ ବେକାରୀ ବେରୋଜଗାରୀ ଆଜି…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା ବିଧାନସଭା ପରିସରରେ ସ୍ୱର୍ଗତ ଜର୍ଜ ତିର୍କିଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ September 20, 2025 Papirani ସ୍ୱର୍ଗତ ଜର୍ଜ ତିର୍କିଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ଵରର ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପୂର୍ବତନ ବିଧାୟକ ସ୍ୱର୍ଗତ ଜର୍ଜି ତିର୍କିଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ…
ତାଜା ଖବର ରାଜନୀତି ରାଜ୍ୟ ୬୭ ବର୍ଷ ବୟସରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଦେହାନ୍ତ September 20, 2025 Nirvay ସୁନ୍ଦରଗଡ଼ର ବୀରମିତ୍ରପୁରରୁ ଚାରିଥର ବିଧାୟକ ଥିବା ଜର୍ଜ ତିର୍କୀଙ୍କ ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସୁନ୍ଦରଗଡ଼ର ଜଣେ ବଳିଷ୍ଠ ଆଦିବାସୀ ନେତା, ଜର୍ଜ ତିର୍କୀ ୧୯୯୫, ୨୦୦୦, ୨୦୦୯ ଏବଂ ୨୦୧୪ରେ ଓଡ଼ିଶା ବିଧାନସଭାକୁ…
ରାଜନୀତି ରାଜ୍ୟ ଉଦିତଙ୍କୁ ନିସର୍ତ୍ତ ଜାମିନ; ଆଜି ଝାରପଡ଼ା ଜେଲରୁ ବାହାରିଲେ September 19, 2025 Nirvay ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଦିନ ଝାରପଡା ଜେଲରୁ ଜାମିନରେ ମୁକୁଳିଛନ୍ତି । ଜେଲରୁ ବାହାରିବା ସମୟରେ ବହୁ ଛାତ୍ର ନେତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ…