Category: ରାଜନୀତି

Manmath Routray: ମନ୍ମଥ ରାଉତରାୟଙ୍କ ବିରୋଧରେ ସାଇବର ଥାନାରେ ମାମଲା ରୁଜୁ

ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ । ଭୁବନେଶ୍ବର ସାଇବର ଥାନାରେ ମନ୍ମଥ ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ…

Public Grievance Redressal: ରାଜ୍ୟରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସ୍ଥାଣୁ ପାଲଟିଛି: ବିଜେଡି

ରାଜ୍ୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଛି ବୋଲି ନିକଟରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରି ଅଫିସରଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ଚିଠିରୁ ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।…

Congress Press Meet: ଭାଷଣରେ ମଣ୍ଡି ଖୋଲୁଛନ୍ତି ସରକାର: କଂଗ୍ରେସ

ଆଜି କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ବିଶେଷତଃ ମଣ୍ଡି ଖୋଲିବାକୁ ନେଇ କଂଗ୍ରେସ କିଷାନସେଲ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁ କହିଥିଲେ, ରାଜ୍ୟର…

Public Representatives Protest: ବିଡ଼ିଓଙ୍କୁ ଘେରିଲେ ଜନପ୍ରତିନିଧି: ବିଧାୟକଙ୍କ ଇଙ୍ଗିତରେ ପରିଚାଳିତ ହେଉଛନ୍ତି କି ବିଡ଼ିଓ ?

ପଞ୍ଚାୟତ ସମିତି ବୈଠକ ଡକାଇବାର କ୍ଷମତା ରହିଛି ବ୍ଲକ୍ ଅଧ୍ଯକ୍ଷ-ଅଧକ୍ଷାଙ୍କର । ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟ କରିଥାନ୍ତି ବ୍ଲକ୍ ବିଡ଼ିଓ । ଅତିଥି ଭାବେ ଯୋଗ ଦେଇଥାନ୍ତି ସ୍ଥାନୀୟ ବିଧାୟକ ଓ ସାଂସଦ । ତେବେ ଅତିଥିଙ୍କ…

BJD Legislature Party Meet: ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ

ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି…

Odisha Politics: ବିଜେପିରେ ସାମିଲ ହେଲେ ଟିକାବାଲି ଅଧ୍ୟକ୍ଷ ଦିଲ୍ଲୀପ ପ୍ରଧାନ

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ ପ୍ରଧାନ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ…

Odisha Politics: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆ, ୧୩ କାଉନସିଲର୍‌ଙ୍କ ବିଜେଡିରୁ ଇସ୍ତଫା

ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆ, ୧୩ ଜଣ କାଉନସିଲର୍‌ଙ୍କ ସମେତ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ, ପବିତ୍ର ଭୂତିଆ, ୧୩ ଜଣ କାଉନସିଲର୍‌ଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ନଭେମ୍ବର ୨୮…

Odisha Assembly: ଫାଇଦାରେ ରହିବେ ସରକାର; ବିଜଦ ଓ କଂଗ୍ରେସ ଭିତରେ ହେବ ଜବରଦସ୍ତ ପତିଆରା ଲଢ଼େଇ

ଦିନକ ପରେ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥର ଅଧିବେଶନ ରାଷ୍ଟ୍ରପତିଙ୍କ ସମ୍ବୋଧନ କାରଣରୁ ସ୍ମରଣୀୟ ହୋଇ ରହିବ । ୨୭ ତାରିଖ ଅପରାହ୍ନରେ ମହାମହିମ ଦ୍ରୌପଦୀ ମୁର୍ମୁ ବିଧାନସଭା ଅଧିବେଶନକୁ ସମ୍ବୋଧନ କରିବେ । ପୂର୍ବରୁ ଅନ୍ୟ କେହି ରାଷ୍ଟ୍ରପତି ବିଧାନସଭାରେ…

Debashish Explosive Statement: ନବୀନ ଗୃହବନ୍ଦୀ, ବିଦେଶରୁ ଦଳ ଚଳାଉଛନ୍ତି ପାଣ୍ଡିଆନ: ଦେବାଶିଷ

ବିଜୁ ଜନତା ଦଳରେ ବିବାଦ ଥମୁନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ଦଳରେ ଯେଉଁ ଗୋଷ୍ଠୀକନ୍ଦଳ ଓ ବିଦ୍ରୋହ ଆରମ୍ଭ ହୋଇଥିଲା ତାହା ନିର୍ବାଚନ ଫଳାଫଳ ପରେ ଜୋର ଧରିଥିଲା । ଆଉ ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ଏହା ବିସ୍ଫୋରକ…

BJD: ବିଜେଡି ଆଉ ବିଜୁଙ୍କ ଆଦର୍ଶରେ ନାହିଁ; ନୂଆ ଦଳ ଗଠନ କରିବା ପାଇଁ ଚିନ୍ତା କରିଛୁ: ଭୂପିନ୍ଦର ସିଂ

ବିଜେଡିର ବହୁ ନେତା ମିଶି ନୂଆ ଦଳ ଗଠନ କରୁଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ବିଜେଡିର ଏକ ବଡ ଗ୍ରୁପ୍ ମେଳି ବାନ୍ଧିବା ଆରମ୍ଭ ହେଉଛି । ଲୋକ ମତ…