Category: ରାଜନୀତି

Mo Jungle Jami Yojana: ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଅଧିକାର ଛଡାଇ ନେଲେ ମୋହନ ସରକାର: ବିଜେଡି

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଓ ରାଜ୍ୟ ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ କହିଥିଲେ ଯେ, ଆବହମାନ କାଳରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରୁଛନ୍ତି । ଏବେ…

BJD Press Meet: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି

କଟକ ବଡ଼ ମେଡିକାଲରେ ଡାଏଲେସିସ ବ୍ୟବସ୍ଥା ଗତ କିଛି ଦିନ ହେଲା ଅଚଳ ହୋଇ ପଡିଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବ ତାର ମଧ୍ୟ କୌଣସି ସୂଚନା ମିଳୁ ନଥିବାରୁ…

Swaraj Kaushal Passes Away: ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲଙ୍କ ପରଲୋକ

ଆଉ ନାହାଁନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲ । ୭୩ ବର୍ଷ ବୟସରେ ପରଲୋକ ହୋଇଛି। ନୂଆଦିଲ୍ଲୀସ୍ଥିତ ତାଲ କଟୋରା ରୋଡରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱରାଜ କୌଶଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ…

FIR Against Pradeep Majhi: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ମାମଲା ରୁଜୁ

ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଗୁଳି କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ…

Nabarangpur Hostel Row: ବିଜେପି ସରକାରରେ ଆଦିବାସୀ ଓ ଦଳିତବର୍ଗ ଚରମ ଅବହେଳାର ଶିକାର ହେଉଛନ୍ତି: ବିଜେଡି

ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ଆଦିବାସୀ…

Navin Niwas: ୪ ବ୍ଲକ ଅଧ୍ୟକ୍ଷ ବିଜେଡି ଛାଡିବା ଦଳରେ ହଲଚଲ୍; ନବୀନ ନିବାସରେ ଭଦ୍ରକ ନେତା

ଭଦ୍ରକ ବିଜେଡିରେ ହଲଚଲ୍ ପରେ ନବୀନ ନିବାସରୁ ଡାକରା । ୩ ବ୍ଲକ୍‌ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ପହଞ୍ଚିଲେ ବିଜେଡି ନେତା । ନବୀନ ନିବାସରେ ଭଦ୍ରକ ନେତାଙ୍କୁ ଡାକି ବିଜେଡି ସୁପ୍ରିମୋଙ୍କ ଆଲୋଚନା । ୪ ବ୍ଲକ ଅଧ୍ୟକ୍ଷ ବିଜେଡି…

T20 In Barabati: କ୍ରିକେଟ ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥା ସହିତ ତ୍ରୁଟିଶୂନ୍ୟ ଆୟୋଜନ ପ୍ରାଥମିକତା ହେଉ: ବିଜେଡି

ଆସନ୍ତା ଡିସେମ୍ୱର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଟି-୨୦ କି୍ରକେଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓଡ଼ିଶାର ଅଗଣିତ କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିନ୍ତୁ…

Odisha Politics: ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇ

ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ଘଡ଼େଇ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଜିଲ୍ଲା ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି । ଆଜି ଦଳୀୟ…

Winter Session of Odisha Assembly: ପୃଥ୍ୱୀରାଜଙ୍କୁ ପଦ୍ମଲୋଚନ ପଣ୍ଡାଙ୍କ କଟାକ୍ଷ

ବାଲେଶ୍ୱର ଜିଲ୍ଲା ଖଇରା ରାଣୀତାଲ ରାସ୍ତା ନିର୍ମାଣକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ହସି ହସି କଟାକ୍ଷ କରିଛନ୍ତି । ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ପୂର୍ତ୍ତ ମନ୍ତ୍ରୀଙ୍କୁ ପଦ୍ମଲୋଚନ ପଣ୍ଡା…

Talcher Politics: ତାଳଚେରରେ ବିଜେପିର ଅପରେସନ ଲୋଟସ; ପଦ୍ମ ଧରିଲେ ପୌରାଧ୍ୟକ୍ଷ ଓ ୧୩ କାଉନସିଲର

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ । ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା…