ରାଜନୀତି ରାଜ୍ୟ କାଲି ବସିବ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ March 14, 2024 Nirvay ଆସନ୍ତା କାଲି କାଲି ବସିବ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ। ଏହା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସୂଚନା ଅନୁଯାୟୀ ନିର୍ବାଚନ କମିଟି ବୈଠକରେ ସବୁ ଆସନ ପାଇଁ ପ୍ରାର୍ଥୀ ସ୍ଥିର ହେବ।ମିଟିଂର ସବିଶେଷ ତଥ୍ୟ…
ରାଜନୀତି ରାଜ୍ୟ ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ March 14, 2024 Nirvay ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନଥିବାବେଳେ, ଆଜି ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଓଡିଶା ଫେରିବା ପରେ ମେଣ୍ଟ ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସବୁ ଠିକ୍…
ରାଜନୀତି ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ March 13, 2024 Nirvay ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଛନ୍ତି ଗୁରୁତ୍ଵପୂର୍ଣ୍ଣ ବୈଠକ। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକରା ହୋଇଛି। ମେଣ୍ଟ ଚର୍ଚ୍ଚା ଭିତରେ ବୈଠକ ଡକରା ନେଇ ରାଜନୀତି…
ରାଜନୀତି ମେଣ୍ଟ ଚର୍ଚ୍ଚା: ଅମିତ ଶାହଙ୍କ ଘରେ ଜରୁରୀ ବୈଠକ March 13, 2024 Nirvay ମେଣ୍ଟ ଚର୍ଚ୍ଚାକୁ ନେଇ ଜୋର ଧରିଛି ରାଜନୀତି। କେ ଦିଲ୍ଲୀରେ ବୈଠକ ତ କେବେ ଓଡ଼ିଶାରେ। ଏହି ସବୁ ଭିତରେ ଜନତା ଅପେକ୍ଷାରେ। ଏହି ଭିତରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବୈଠକ ବସିଛି। ଏହି ବୈଠକରେ ପ୍ରଭାରୀ…
ରାଜନୀତି ରାଜ୍ୟ ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ March 13, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମ ର ଭଞ୍ଜନଗର ଏନଏସି କୁ ମୁନିସିପାଲିଟି କୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଅନୁଯାୟୀ…
ରାଜନୀତି ରାଜ୍ୟ ଓଡ଼ିଶା ବିଜେପି ନେତାଙ୍କୁ ଭେଟିବେ ଗୃହ ମନ୍ତ୍ରୀ ଅମିତ ଶାହ March 13, 2024 Nirvay ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ଶାହଙ୍କ ପାଖରେ ଅଟକିଛି ବିଜେପିର ନିଷ୍ପତି । ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବିଜେପିର ନେତୃତ୍ୱ ଭେଟିବେ ବୋଲି ସୂଚନା ମିଳିଛି । ଆସନ ବୁଝାମଣା ବାବଦରେ ବୈଠକ…
ରାଜନୀତି ରାଜ୍ୟ ଦିଲ୍ଲୀରେ ସରିଛି ମେଣ୍ଟକୁ ନେଇ ଚର୍ଚ୍ଚା; ସାମ୍ନାକୁ ଆସିବ ବଡ ଖବର March 12, 2024 Nirvay ଦିଲ୍ଲୀରେ ସରିଛି ମେଣ୍ଟ ଚର୍ଚ୍ଚା। ଲାଗିରହିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିଛି। ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ସହ ରାଜ୍ୟ ନେତାଙ୍କ ଘନ ଘନ ବୈଠକରେ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଛି। କାଲି ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ବିଜେଡି-ବିଜେପି ମେଣ୍ଟକୁ…
ଦେଶ ରାଜନୀତି ଶପଥ ନେଲେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି March 12, 2024 Nirvay ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାବାସୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ବିଜେପି ରାଜ୍ୟ ସଭାପତି ନୟାବ ସିଂହ ସୈନି ମଙ୍ଗଳବାର ସନ୍ଧ୍ୟାରେ ହରିୟାଣାର ରାଜଭବନରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ…
ରାଜନୀତି ରାଜ୍ୟ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ଓଡ଼ିଶା ଉପରେ ହେଲାନି ଚର୍ଚ୍ଚା March 12, 2024 Nirvay ଭୁବନେଶ୍ୱର : ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ରାଜନୈତିକ ମେଣ୍ଟକୁ ନେଇ ଉତ୍କଣ୍ଠା ଚରମ ସୀମାରେ। ମେଣ୍ଟ ହେବ କି ନାହିଁ, ଯଦି ହେବ କିଏ କେତେ ଆସନରେ ଲଢ଼ିବେ, କିଏ କେଉଁଠାରୁ ପ୍ରାର୍ଥୀ ହେବ ତାହାକୁ ନେଇ…
ରାଜନୀତି ରାଜ୍ୟ ଗଡିଲା ସଂକଳ୍ପ ରଥ, ଅଭିମତ ସଂଗ୍ରହ ହେବ ଓଡ଼ିଶାବାସୀଙ୍କର: ବିଜେପି March 11, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ…