ରାଜନୀତି ରାଜ୍ୟ ପ୍ରଶାନ୍ତଙ୍କ ଗିରଫ ପ୍ରତିବାଦ ଦାବିରେ ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ May 27, 2024 Nirvay ଖୋର୍ଦ୍ଧା : ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫର ପ୍ରତିବାଦ । ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରି ହଜାର ହଜାର…
ତାଜା ଖବର ରାଜନୀତି ରାଜ୍ୟ ଚାଷୀଙ୍କୁ ଧୋକା ଓ ପ୍ରତାରଣା ଦେବାରେ ବିଜେଡି ୧ ନମ୍ବର: ପ୍ରଦୀପ ପୁରୋହିତ May 27, 2024 Papirani ଶେଷ ନିର୍ବାଚନ ପୁର୍ବରୁ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଚାଷୀଙ୍କ ପ୍ରତି ବିଜେଡିର ବିଶ୍ୱାସଘାତ ନେଇ ବିଜେଡି ଉପରେ ବର୍ଷିଛି ବିଜେପି। ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ପ୍ରଦୀପ ପୁରୋହିତଙ୍କ ସମାଲୋଚନା କହିଲେ ଚାଷୀଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ରଣନୀତି May 27, 2024 Papirani କେନ୍ଦ୍ରାପଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଶାନ୍ତ ଜଗଦେବଙ୍କୁ ପ୍ରଚାରରୁ ନିବୃତ୍ତ କରିବାକୁ ହୋଇଛି ରଣନୀତି। ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଜଗଦେବଙ୍କୁ ସିସିଟିଭି ଫୁଟେଜ ଯାଞ୍ଚ ବିନା କିପରି ଜେଲରେ ରଖା…
ରାଜନୀତି ରାଜ୍ୟ ନିମାପଡ଼ା ତେରୁଣ୍ଡିଆରେ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ May 27, 2024 Nirvay ନିମାପଡ଼ାରେ ଉତ୍ତେଜନା। ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କୁ ବିରୋଧ କରିବାରୁ ବିଜେପି କର୍ମୀଙ୍କୁ ବାନ୍ଧିନେଲା ପୋଲିସ। ରବିବାର ସନ୍ଧ୍ୟାରେ ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ତାଙ୍କର କିଛି ସମର୍ଥକ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଯାଉଥିଲେ। ତେବେ ନିର୍ବାଚନ ସମୟରେ ଅନ୍ୟ ନିର୍ବାଚନ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପ୍ରଚାର ପାଇଁ ଆଜି ଓଡ଼ିଶା ଆସିବେ ହିମନ୍ତ ବିଶ୍ଵଶର୍ମା ଓ କାଲି ଆସୁଛନ୍ତି ଅମିତ ଶାହା May 27, 2024 Papirani ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ନିର୍ବାଚନରେ ପ୍ରଚାର ଓ ନିଜର ସରକାର ଗଠନ ପାଇଁ ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ…
ରାଜନୀତି ରାଜ୍ୟ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ମୋଟ ଭୋଟହାର ୭୪.୪୫% May 26, 2024 Nirvay ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…
ରାଜନୀତି ରାଜ୍ୟ ବିଜେପି କର୍ମୀଙ୍କୁ ଛେଣ୍ଡିପଦା ବିଧାୟକ ମାଡ଼ ମାରିବା ଘଟଣା, ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ May 26, 2024 Nirvay ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପାଇଁ ବଢିଲା ଅଡ଼ୁଆ। ବିଜେପି କର୍ମୀଙ୍କୁ ମାଡ଼ ଘଟଣାର ତଦନ୍ତ ୨୪ ଘଣ୍ଟା ମଧ୍ୟରେ ଆରମ୍ଭ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ। ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ ସହ ଏକ କାର୍ଯ୍ୟାନୁଷ୍ଠାନ…
ରାଜନୀତି ଓଡିଶା ଆସୁଛନ୍ତି ଖଡ୍ଗେ, ରାହୁଲ୍ May 26, 2024 Nirvay ଭୁବନେଶ୍ୱର, ରାଜ୍ୟରେ ୩ଟି ପର୍ଯ୍ୟାୟ ଶେଷ ହୋଇସାରିଥିବ ବେଳେ , ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମଧ୍ୟ ଓଡ଼ିଶା ଆସୁଛନ୍ତି ହାଇ ଭୋଲଟେଜ ନେତା ମାନେ । ଗୋଟେ…
ଦେଶ ରାଜନୀତି ରାଜ୍ୟ ପୁଣି ଓଡ଼ିଶା ଆସିବେ ମୋଦି, ଶାହ, ହିମନ୍ତ May 26, 2024 Nirvay ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟରେ ୩ଟି ପର୍ଯ୍ୟାୟ ଶେଷ ହୋଇସାରିଥିବ ବେଳେ , ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ…
ରାଜନୀତି ରାଜ୍ୟ ବିନା CCTV ଯାଞ୍ଚରେ ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ May 26, 2024 Nirvay ଖୋର୍ଦ୍ଧା ବୋଲଗଡ଼ର କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚାଲିଛି ତଦନ୍ତ। କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଘଟଣାର ସତ୍ୟତା ଜାଣିବା ପାଇଁ ସିସିଟିଭିକୁ ଯାଞ୍ଚ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି…