ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାର ସ୍ୱାର୍ଥ ଅଣଦେଖା କଲେ ସ୍ୱର ଉତ୍ତୋଳନ କରିବୁ: ବିଜେଡି June 24, 2024 Papirani ସୋମବାର ବିଜେଡିର ରାଜ୍ୟ ସଭା ସଦସ୍ୟମାନଙ୍କୁ ନେଇ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ଭୂମିକାରେ ବସିବ…
ତାଜା ଖବର ରାଜନୀତି ରାଜ୍ୟ ନିଜ ଗାଁ କେନ୍ଦୁଝର ରାଇକଳାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ June 24, 2024 Papirani କେନ୍ଦୁଝର ଗ୍ରସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଗାଁ କେନ୍ଦୁଝର ରାଇକଳାରେ ସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଛନ୍ତି । ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ସତେ ଯେପରି ଗ୍ରାମ ଉତ୍ସବ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡିଆରେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ June 24, 2024 Papirani ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେସନରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ଶପଥ ନେଉଛନ୍ତି ଅନ୍ୟ ନବନିର୍ବାଚିତ ସାଂସଦ । ଓଡିଶାରୁ ସମ୍ବଲପୁରରୁ ସାଂସଦ ନିର୍ବାଚିତ ହୋଇ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଓଡିଆରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରାଇଲେ…
ତାଜା ଖବର ରାଜନୀତି ରାଜ୍ୟ ରାଜଧାନୀରେ ସରକାରୀ ଜମିକୁ ୨୭ ଥର ବିକ୍ରି, ସାମିଲ ଅଛନ୍ତି ୪ ଆଇପିଏସ୍ June 24, 2024 Papirani ରାଜଧାନୀରେ ଜମି କେଳେଙ୍କାରୀ ଘଟଣା କିଛି ନୂଆ ନୁହେଁ । ହେଲେ ପାତ୍ରପଡା ମୌଜାରେ ୨୫୦ କୋଟି ଟଙ୍କାର ସରକାରୀ ଜମିକୁ ୨୭ ଥର କିଣାବିକା ହେବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି। ଖାଲି ସେତିକି ନୁହେଁ, ଏହି ଜମି…
ତାଜା ଖବର ଦେଶ ରାଜନୀତି ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି June 24, 2024 Papirani ଲୋକସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଅଧିବେଶନରେ ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହା ପରେ କମାଚଳା ବାଚସ୍ପତି ଭର୍ତ୍ତୃହରି ମହତାବ…
ତାଜା ଖବର ରାଜନୀତି ରାଜ୍ୟ ଆଜି ନିଜ ଜନ୍ମମାଟି ରାଇକଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ June 24, 2024 Papirani ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ଆଜି ଗାଁର ଲୋକଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଏଥିଲାଗି ସାରା ଗାଁ…
ତାଜା ଖବର ଦେଶ ରାଜନୀତି କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ June 24, 2024 Papirani ଆରମ୍ଭ ହେଲା ଅଷ୍ଟାଦଶ –ଲୋକସଭାର ପ୍ରଥମ ଅଧୂବେଶନ । ଅଧିବେଶନରେ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ । ୭ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ କାମଚଳା ବାଚସ୍ପତି ଆସନରେ ବସିଛନ୍ତି ଭର୍ତ୍ତୃହରି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ…
ତାଜା ଖବର ରାଜନୀତି ରାଜ୍ୟ ଆଜି ବିଜେଡି ସଂସଦୀୟ ଦଳ ବୈଠକ June 24, 2024 Papirani ଆଜି ବସିବା ବିଜେଡିର ସଂସଦୀୟ ଦଳ ବୈଠକ । ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ରାଜ୍ୟସଭାରେ ବିଜେଡିର ରଣନୀତି ସଂପର୍କରେ ଚର୍ଚ୍ଚା କରିବା ପାଇଁ ସାଂସଦମାନଙ୍କ ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବୈଠକ କରିବେ। ଏହି ବୈଠକରେ…
ତାଜା ଖବର ଦେଶ ରାଜନୀତି ଆଜିଠୁ ଆରମ୍ଭ ସଂସଦର ଅଧିବେଶନ, ମୋଦି ନେବେ ଶପଥ June 24, 2024 Papirani ଆଜି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ । ଆଜିଠାରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଲୋକସଭାରେ ମୋଟ ୮ଟି ଏବଂ ରାଜ୍ୟସଭାରେ ୫ଟି କାର୍ଯ୍ୟ ଦିବସ ରହିଛି । ୨୭ ତାରିଖ ଦିନ ସଂସଦର…
ତାଜା ଖବର ରାଜନୀତି ରାଜ୍ୟ ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର June 22, 2024 Papirani ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର ।ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷ ମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି…