ତାଜା ଖବର ଦେଶ ରାଜନୀତି ସବୁ ଏକଜିଟ ପୋଲ୍ ଆକଳନରେ ଦେଶରେ ବିଜେପି ସୁନାମି June 1, 2024 Papirani ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଛି। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ…
ରାଜନୀତି ରାଜ୍ୟ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ June 1, 2024 Nirvay ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ ହୋଇଛି।ମୟୂରଭଞ୍ଜ ରେ ୬୪.୧୭%, ବାଲେଶ୍ବର ରେ ୬୧.୯୧%,ଭଦ୍ରକରେ ୫୮.୨୧%,କେନ୍ଦ୍ରାପଡ଼ାରେ ୬୨.୦୨% ,ଯାଜପୁର ୬୨.୯୨% ଓ ଜଗତସିଂହପୁରରେ ୬୫.୯୩% ମତଦାନ ହୋଇଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନ…
ରାଜନୀତି ରାଜ୍ୟ ରକ୍ତମୁଖା ହେଲେ ବିଜେଡି କର୍ମୀ; ବିଜେପି ବୁଥ ସଭାପତିଙ୍କୁ କଲେ ଆକ୍ରମଣ June 1, 2024 Nirvay ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ପଂଚାୟତରେ ୩୫ନଂ ବୁଥ୍ ବିଜେପି ସଭାପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ଦିନ ୩ଟା ସୁଦ୍ଧା ହୋଇଛି ୪୯.୭୭ ପ୍ରତିଶତ ମତଦାନ June 1, 2024 Papirani ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା…
ରାଜନୀତି ରାଜ୍ୟ ଭୋଟ ପାଇଁ ନାଟ: ୨୦୨୧ରେ ଉପହାର ପାଇଥିବା ବହି ୨୦୨୪ ରେ ପୁଣି କିଣିଲେ ନବୀନ June 1, 2024 Nirvay ବିରୋଧୀଙ୍କୁ ଚକମା ଦେବାକୁ ଚେଷ୍ଟା କରି ଫସିଗଲେ ନବୀନ। ନବୀନ ସୁସ୍ଥ ନାହାନ୍ତି ବୋଲି ବିରୋଧୀମାନେ ଦାବି କରିବା ପରେ ନିଜେ ଫିଟ୍ ଅଛନ୍ତି ଦେଖେଇ ହେବାକୁ ଶୁକ୍ରବାର ସନ୍ଧ୍ୟାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଠିକ୍ ଦିନକ ଆଗରୁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ଏଜେଣ୍ଟଙ୍କୁ ମାରାତ୍ମକ ଆକ୍ରମଣ କଲେ ବିଜେଡି କର୍ମୀ June 1, 2024 Papirani କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଥ୍ କ୍ୟାପଚରିଂ…
ତାଜା ଖବର ରାଜନୀତି ରାଜ୍ୟ ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୩୭.୬୪ ପ୍ରତିଶତ ମତଦାନ June 1, 2024 Papirani ରାଜ୍ୟରେ ଲୋକ ସଭା ଏବଂ ବିଧାନସଭା ଲାଗି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି…
ତାଜା ଖବର ରାଜନୀତି ରାଜ୍ୟ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୨୨.୬୪ ପ୍ରତିଶତ ମତଦାନ June 1, 2024 Papirani ଆଜି ଓଡ଼ିଶା ଦେଉଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୬୪ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ ବାଲେଶ୍ୱରରେ ସର୍ବାଧିକ ୨୭.୬୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ…
ତାଜା ଖବର ରାଜନୀତି ରାଜ୍ୟ କି ମନୋରମ ଦୃଶ୍ୟ ! ପାନ ବରଜରେ ସଜ୍ଜିତ ଏ ପୋଲିଂ ବୁଥ୍ June 1, 2024 Papirani ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆଜି ଭୋଟ୍ ଦେଉଛି ସାରା ଓଡ଼ିଶା । ଭୋଟର୍ ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାରିଆଡ଼େ ସଜା ହୋଇଛି ପୋଲିଂ ବୁଥ୍ । ସେହିପରି ଆଜି ଏକ…
ରାଜନୀତି ରାଜ୍ୟ ଡ୍ୟୁଟି ବେଳେ ଚାଲିଗଲା BLOଙ୍କ ଜୀବନ June 1, 2024 Nirvay ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଡ୍ୟୁଟି ବେଳେ BLOଙ୍କ ମୃତ୍ୟୁ ହୋଇଛି। ଯାଜପୁର ବିଞ୍ଝାରପୁର ଫତେପୁରର ୧୫୭ ବୁଥରେ ଘଟିଛି ଏପରି ଅଘଟଣ। ଏଠି କାର୍ଯ୍ୟରତ BLO ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଜଣା ପଡିଛି। ଛାତିରେ…