ତାଜା ଖବର ରାଜନୀତି ରାଜ୍ୟ ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ଆଉ ୫ ଅଭିଯୁକ୍ତ June 3, 2024 Papirani ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହାଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ…
ରାଜନୀତି ରାଜ୍ୟ ବିଧାନସଭାରେ ବି ବାଜିମାରିବ ବିଜେପି: ଆକ୍ସିସ ଏକଜିଟ୍ ପୋଲ June 2, 2024 Nirvay ଆସିଲା ଓଡ଼ିଶା ବିଧାନସଭାକୁ ନେଇ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ ଆକ୍ସିସ-ମାଇ ଇଣ୍ଡିଆର ସର୍ଭେ ଅନୁସାରେ ଏଥର ଓଡ଼ିଶାରେ ବିଜେଡି ବିଜେପି ବିଧାନସଭାରେ ସମାନ ସମାନ ଆସନ ଜିତିବେ। ବିଜେପି ୬୨ ରୁ ୮୦ , ବିଜେପି…
ରାଜନୀତି ରାଜ୍ୟ ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା,ଦୋଷୀଙ୍କୁ ଗିରଫ ନ କଲେ ଡିଜି ଅଫିସ ଘେରିବ ବିଜେପି : ସଂଗ୍ରାମ ପାତ୍ର June 2, 2024 Nirvay ଭୁବନେଶ୍ୱର : ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା । କାଲି ଦିନ ୧୧ଟା ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଡିଜିପିଙ୍କ ଅଫିସ ଘେରିବାକୁ ଚେତାବନୀ ଦେଇଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।…
ରାଜନୀତି ରାଜ୍ୟ ୨ ଲକ୍ଷରୁ ଅଧିକ ଭୋଟରେ ଜିତିବେ ଧର୍ମେନ୍ଦ୍ର: ଜୟନାରାୟଣ ମିଶ୍ର June 2, 2024 Nirvay ସରିଯାଇଛି ସାଧାରଣ ନିର୍ବାଚନ-୨୦୨୪, ନିର୍ବାଚନ ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହାକୁ ନେଇ ଚାଲିଛି ଆକଳନ। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ସେମାନଙ୍କର ବୁଥ ବାହୁଡା ମତ…
ଦେଶ ରାଜନୀତି ଆଜି ଜେଲକୁ ଫେରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ June 2, 2024 Nirvay ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଇଥିବା ୨୧ ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନର ଅବଧି ଶେଷ କରି ଆଜି ତିହାର ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ସମର୍ଥକଙ୍କ ସହ ସେ ଜେଲରେ ପହଞ୍ଚିବେ । ଜାମିନ ଅବଧିକୁ ୭…
ଦେଶ ରାଜନୀତି ଆଜି ମୋଦିଙ୍କ ମାରାଥନ ବୈଠକ June 2, 2024 Nirvay ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି ଓ ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ…
ଦେଶ ରାଜନୀତି ଅରୁଣାଚଳରେ ବିଜେପିର ବଡ ବିଜୟ June 2, 2024 Nirvay ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଆସୁଥିବା ଧାରା ଅନୁଯାୟୀ ଉଭୟ ରାଜ୍ୟରେ ଶାସକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରୁଛନ୍ତି। ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ଏନଡିଏ ୬୦ଟି ସିଟ୍ ମଧ୍ୟରୁ ୪୪ଟିରେ…
ଦେଶ ବ୍ୟବସାୟ ରାଜନୀତି ଧନ୍ୟବାଦ ଜଣାଇଲେ ମୋଦି June 2, 2024 Nirvay ନୂଆଦିଲ୍ଲୀ : ଏନଡିଏ ସରକାରକୁ ପୁଣି ନିର୍ବାଚିତ କରିବାକୁ ରେକର୍ଡ ସଂଖ୍ୟକ ଭୋଟ୍ କରିଛନ୍ତି ଜନତା । ଏହା ଆତ୍ମବିଶ୍ୱାସର ସହ କହିପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ମୋଦି ସୋସିଆଲ…
ରାଜନୀତି ରାଜ୍ୟ ଶେଷ ପର୍ଯ୍ୟାୟରେ ମୋଟ ୭୦.୬୭% ମତଦାନ June 2, 2024 Nirvay ରାଜ୍ୟରେ ଜୁନ ୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୦.୬୭% ମତଦାନ ହୋଇଛି। ମୟୂରଭଞ୍ଜ ରେ ୭୩.୮୧%, ବାଲେଶ୍ବର ରେ ୭୦.୪୧%,ଭଦ୍ରକରେ ୭୦.୩୪%,କେନ୍ଦ୍ରାପଡ଼ାରେ ୬୮.୬୪% ,ଯାଜପୁର ୬୭.୯୧% ଓ ଜଗତସିଂହପୁରରେ ୭୩.୦୬% ମତଦାନ ହୋଇଛି । ସବୁଠୁ ଅଧିକ…
ରାଜନୀତି ରାଜ୍ୟ ଆସିଲା ଏକଜିଟ୍ ପୋଲ୍, ପୋଛି ଦେବ ବିଜେପି ଧରାଶାୟୀ ହେବ ବିଜେଡି June 1, 2024 Nirvay ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ସହ କେଉଁଠି କେଉଁ ଦଳ ସରକାର ଗଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଏକଜିଟ୍ ପୋଲ୍। ତେବେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ୍ କରିଛନ୍ତି। ଏହି…