ରାଜନୀତି ରାଜ୍ୟ ନାମାଙ୍କନ ଦାଖଲ କଲେ ବୈଜୟନ୍ତ May 10, 2024 Nirvay ନାମାଙ୍କନ ଦାଖଲ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ସେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଏହି ଅବସରରେ ଦଳର ଅନେକ କାର୍ଯ୍ୟକର୍ତ୍ତା…
ତାଜା ଖବର ରାଜନୀତି ରାଜ୍ୟ ୨ ଲକ୍ଷ ଚାକିରି କଥା କହି ପ୍ରହସନ କରୁଛି ବିଜେଡି, ୨୪ ବର୍ଷ ହେଲା କରୁଥିଲେ କ’ଣ : ଧର୍ମେନ୍ଦ୍ର ପ୍ରଧାନ May 10, 2024 Papirani ଆଜି ସମ୍ବଲପୁର ଜିଲ୍ଲା ହୀରାକୁଦରେ ଅଖିମୁଠି ଅନୁକୁଳ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଇସ୍ତାହାରରେ ନୂଆ…
ଦେଶ ରାଜନୀତି ରାଜ୍ୟ ଆଜି ରାଜଧାନୀରେ ମୋଦିଙ୍କ ରୋଡ ସୋ,ସୁରକ୍ଷା ବ୍ୟବସ୍ଥା କଡାକଡି May 10, 2024 Nirvay ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଭୁବନେଶ୍ୱରରେ କରିବେ ରୋଡ ସୋ। ଏଥି ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ। ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ…
ଦେଶ ରାଜନୀତି ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଦୁଇ ଓଡ଼ିଆ ପ୍ରତିଭା May 9, 2024 Nirvay ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ ହୋଇଛନ୍ତି ଓଡ଼ିଶାର ଦୁଇ ପୁଅ । ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ଖୋର୍ଦ୍ଧାର ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ…
ରାଜନୀତି ରାଜ୍ୟ ବିଜେଡିର ନିର୍ବାଚନ ଇସ୍ତାହାର ପ୍ରକାଶିତ , ଭୋଟ ହାତେଇବା ପାଇଁ ମାରିଛି ଧୂଆଁ ବାଣ May 9, 2024 Nirvay ପ୍ରକାଶ ପାଇଲା ବିଜେଡିର ନିର୍ବାଚନ ଇସ୍ତାହାର (ମେନିଫେଷ୍ଟୋ)। ଏହି ମନିଫେଷ୍ଟୋରେ ବିଜେଡି ନିଜର ଆତ୍ମ ପ୍ରଚାର କରିଛି କହିଲେ ଭୁଲ ହେବନି। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା…
ଦେଶ ରାଜନୀତି ରାଜ୍ୟ କୃଷ୍ଣପ୍ରସାଦରେ ଗଡ଼କରୀଙ୍କ ବଡ ଘୋଷଣା,ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ May 9, 2024 Nirvay ପୁରୀ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କୃଷ୍ଣପ୍ରସାଦରେ ବିଶାଳ ଜନସଭାକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ଗଡ଼କରୀ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ଘୋଷଣା କଲେ ଗଡ଼କରୀ।ଭୁବନେଶ୍ୱର ରିଂ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମୋଦୀଙ୍କ ରୋଡ ଶୋ’ ପାଇଁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି May 9, 2024 Papirani ମୋଦୀଙ୍କ ରୋଡ ଶୋ’ ପାଇଁ ଜାରିହେଲା ଟ୍ରାଫିକ ନିର୍ଦ୍ଦେଶନାମା । ମୋଦୀଙ୍କ ରୋଡ ଶୋ’ ସମୟରେ ବନ୍ଦ ରହିବ ସମସ୍ତ ଯାନବାହାନ ଚଳାଚଳ। ଦିନ ୨ଟାଠାରୁ ଯାନବାହନ ଉପରେ କଟକଣା ଲଗାଯିବ । ୪ଟା ପରଠୁ କୌଣସି ଯାନବାହନ ଯିବା ଆସିବା…
ତାଜା ଖବର ରାଜନୀତି ରାଜ୍ୟ ବିଜେପି ସରକାରକୁ ଆସିଲେ ମିଳିବ ସବୁ ସୁବିଧା: ଅପରାଜିତା ଷଡଙ୍ଗୀ May 9, 2024 Papirani ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ରାଜ୍ୟରୁ ଦାଦନ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ୨୨ଟି ରାଜ୍ୟରେ ବେକାରୀ ସମସ୍ୟାରେ ଓଡିଶା ନମ୍ବର ୧ ରେ…
ରାଜନୀତି ରାଜ୍ୟ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅରିନ୍ଦମ May 9, 2024 Nirvay କଟକ: ଓଡ଼ିଆ ଅଭିନେତା ଅରିନ୍ଦମ ରାୟ ଆଜି ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ…
ରାଜନୀତି ରାଜ୍ୟ ନବୀନଙ୍କୁ ପ୍ରଶ୍ନ କଲେ ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା May 9, 2024 Nirvay ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଂଜରୀ ସିଂହଦେଓ। ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା। ସେ କହିଛନ୍ତି ଯେ, ମୋ ନିର୍ଯାତନା ବିଷୟରେ ଜାଣି କିଭଳି ସେ ପରିବାରକୁ ଟିକେଟ ଦେଲେ ବୋଲି ପ୍ରସନ୍ନ…