Category: ରାଜନୀତି

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ହୋଇଛି ୩୫.୩୧ ପ୍ରତିଶତ ମତଦାନ

ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧ ଟା ସୁଦ୍ଧା ୩୫.୩୧…

ବେରୁଆବାଡି ବୁଥରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ

ଆଜି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଭଞ୍ଜନଗରରେ ଦେଖା ଦେଇଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି…

ରତ୍ନଭଣ୍ଡାର ଚାବି ଯାଇ ତାମିଲନାଡୁରେ : ନରେନ୍ଦ୍ର ମୋଦି

କଟକ ନିର୍ବାଚନୀ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡି ସରକାରଙ୍କ ଭବିଷ୍ୟତ ବାଣୀ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ,…

ମାହାଙ୍ଗା ଆସିବେ ଯୋଗୀ ଆଦିତ୍ୟନାଥ

ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ନିଜ ଦଳ ପାଇଁ ପ୍ରଚାର କରିବାକୁ ଆଗେଇଲଣି ହେବିୱେଟ ନେତା। ଚଳିତବର୍ଷ ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶା ଆସି କେନ୍ଦ୍ରାପଡା ଲୋକସଭା…

ଦିନ ୧୧ଟା ସୁଦ୍ଧା ଓଡିଶାରେ ହୋଇଛି ୨୧.୦୭% ମତଦାନ

ଆଜି ଭୋଟ ଦେଉଛି ଓଡିଶା । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର ଲୋକସଭାରେ ୧୭.୯୦ ପ୍ରତିଶତ,…

ହେଲିକପ୍ଟର୍‌ ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ମୃତ୍ୟୁ ଘଟିଛି । ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି…

ମେ ୨୯ରେ କେନ୍ଦ୍ରାପଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣିଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୯ ତାରିଖରେ କେନ୍ଦ୍ରାପଡ଼ାରେ ଏକ ବିଶାଳ ଜନ ସମାବେଶରେ ଯୋଗଦେଇ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ଲାଗି ପ୍ରଚାର କରିବେ । ଆଜି ମୋଦି…

ଦିନ ୯ଟା ସୁଦ୍ଧା ରାଜ୍ୟରେ ୬.୯୯ % ମତଦାନ

ଆଜି ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଆଜି ସକାଳ ୯ ଟା ସୁଦ୍ଧା ଲୋକସଭା ପାଇଁ ୬.୮% ମତଦାନ ହୋଇଥିବା ବେଳେ…

ବଡ଼ଦାଣ୍ଡରେ ମୋଦୀଙ୍କ ବିଶାଳ ରୋଡ୍ ସୋ’

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଛନ୍ତି । ମରିଚିକୋଟ ଛକରୁ ଚାଲିଛି ମୋଦିଙ୍କ ରୋଡ୍ ସୋ’। ମୋଦିଙ୍କ ରୋଡ୍‌ ସୋ ରେ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ରଥଯାତ୍ରାର ଭ୍ରମ…

ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ

ଭୁବନେଶ୍ବର: ଦେଶର ପଞ୍ଚମ ପର୍ଯ୍ୟାୟରେ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ହେଉଛି। ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହିତ ଜାରି ରହିଛି। ସକାଳ ୭ଟାରୁ…