ତାଜା ଖବର ରାଜନୀତି ରାଜ୍ୟ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ July 11, 2025 Papirani ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଭୁବନେଶ୍ବରରେ କଂଗ୍ରେସର ମହାସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେଉଛି କଂଗ୍ରେସର ମହାସମାବେଶ । ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ତେବେ ରାହୁଲଙ୍କ ସହ ଏଆଇସିସି…
ରାଜନୀତି ରାଜ୍ୟ ସମ୍ବିଧାନ ପାଇଁ ସଡ଼କରୁ ସଂସଦ ଲଢ଼େଇ ହେବ: ଭକ୍ତ ଚରଣ ଦାସ July 10, 2025 Nirvay କଂଗ୍ରେସ ସମ୍ବିଧାନ ବଞ୍ଚାଇବା ପାଇଁ ଯେଉଁ ଅଭିଯାନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ତାହା ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ପିସିସି ସଭାପତି ଭକ୍ତ ଚରଣ…
ତାଜା ଖବର ରାଜନୀତି ରାଜ୍ୟ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ତାତିଲା ବିଜୁ ମହିଳା ଜନତା ଦଳ July 10, 2025 Papirani ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଛି ବିଜୁ ମହିଳା ଜନତା ଦଳ । ଗିରଫ ଦାବି ନେଇ ମହିଳା…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡ଼ି ପୁଣି କଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ July 10, 2025 Papirani ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ପୁଣି କଂଗ୍ରେସକୁ ଫେରିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ । ୨୦୧୯ରେ…
ରାଜନୀତି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଦୁଇ ମୋହନଙ୍କ ପାଇଁ ଅଗ୍ନି ପରୀକ୍ଷା July 10, 2025 Papirani ନବ ନିର୍ବାଚିତ ଭାଜପା ସଭାପତି ମନମୋହନ ସାମଲ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ସଂକେତ ଦେଇଛନ୍ତି । ବର୍ଷ ପୂର୍ତି ଉପଲକ୍ଷେ ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ସମାନ ସଂକେତ ଦେଇଥିଲେ । ଯେତେବେଳେ ମୋହନ…
ରାଜନୀତି ରାଜ୍ୟ ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ July 9, 2025 Nirvay ଆସନ୍ତା ୧୧ ଜୁଲାଇ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ”, ମହାସମାବେଶରେ ଯୋଗଦେବା ପାଇଁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସଂଗଠନ ସାଧାରଣ ସମ୍ପାଦକ ଭେଣୁଗୋପାଳ ଭୁବନେଶ୍ୱର ଆସୁଛନ୍ତି । ବୁଧବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ…
ରାଜନୀତି ରାଜ୍ୟ ଜେଲ ରୁ ବାହାରିଲେ ଜଗନ୍ନାଥ ପ୍ରଧାନ July 9, 2025 Nirvay ବିଜେପି ନେତା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ଝାରପଡା ଜେଲରୁ ବାହାରିଛନ୍ତି । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଥିଲା । ବିଏମ୍ସି ମହାନଗର ନିଗମର ଅତିରିକ୍ତ…
ଦେଶ ରାଜନୀତି ରାଜ୍ୟ ଟିଏମ୍ସି ସାଂସଦ ମହୁଆ ମୈତ୍ର-ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁହାଁମୁହିଁ July 9, 2025 Nirvay ଝାରସୁଗୁଡାରେ ୪୨୧ ଶ୍ରମିକଙ୍କୁ ଅଟକ ରଖିଥିବା ନେଇ ସାଂସଦ ମହୁଆ ମୈତ୍ର ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପରୋକ୍ଷରେ କରିଥିବା ଆକ୍ଷେପକୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ବିଜେଡି ଯାହା କହିପାରୁନି, ତାହା ନୂଆ…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶା କଂଗ୍ରେସକୁ ମିଳିଲେ ନୂତନ ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟ; ଜାରୀ ହେଲା ତାଲିକା July 9, 2025 Papirani ଆଜି ଅଖିଳ ଭାରତ କଂଗ୍ରେସ କମିଟି (AICC) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)ର ପଦାଧିକାରୀ, ମୁଖପାତ୍ର ଏବଂ ମିଡିଆ ପ୍ୟାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି। ଅଖିଳ ଭାରତ କଂଗ୍ରେସ କମିଟି (AICC) ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ବରିଷ୍ଠ ନେତା…
ତାଜା ଖବର ରାଜନୀତି ରାଜ୍ୟ ସି-ସୋର୍ ଚିଟ୍ଫଣ୍ଡ ଠକେଇ ମାମଲା; ରବି ଜେନାଙ୍କ ବଢ଼ିଲା ଅଡୁଆ ବଢ଼ିଲା July 9, 2025 Papirani ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଅଡୁଆ ବଢିଲା । ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ।…