Category: ରାଜନୀତି

ଏଏସଓଙ୍କୁ ମାଡ଼ ମାରିବା ଘଟଣାରେ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ

ପୁରୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପୁରୀ ରାଜଭବନରେ କଣ ଘଟିଥିଲା,…

ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ

ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ । ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ଅନିୟମିତତା ଅଭିଯୋଗ ମାମଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ପ୍ରତିପକ୍ଷ ଦିଲୀପ ରାୟଙ୍କ ମାମଲା…

ବିଜେଡିର ପ୍ୟାନେଲିଷ୍ଟ ଟିମ ଘୋଷଣା

ବିଜେଡିର ନୂଆ ପ୍ୟାନେଲିଷ୍ଟ ଟିମ ଘୋଷଣା ହୋଇଛି । ଏହି ପ୍ୟାନେଲିଷ୍ଟ ଟିମ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ପ୍ୟାନେଲିଷ୍ଟ ଟିମରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା,…

ସଂସଦରେ ପୁରୀରେ ବର୍ନ ୟୁନିଟ ଖୋଲିବା ଦାବି

ସପ୍ତଦଶ ସଂସଦର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ପ୍ରଥମ ଦିନରୁ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି।ଏହାମଧ୍ୟରେ ଜଗନ୍ନାଥ ଧାମ ପୁରୀରେ ବର୍ନ ୟୁନିଟ ଖୋଲିବା ପାଇଁ ଦାବି ଜଣାଇଛନ୍ତି ସାଂସଦ ସମ୍ବିତ ପାତ୍ର । ମେ ୨୯ ତାରିଖ…

ପାଣ୍ଡିଆନ ତାଙ୍କ ସମର୍ପଣ, ନିଷ୍ଠା ଓ ଦକ୍ଷତା ପାଇଁ ପରିଚିତ: ନବୀନ

ଜାତୀୟ ଗଣମାଧ୍ୟମ ଏକ ରିପୋର୍ଟ ଦେଇଥିଲେ ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଭି. କେ ପାଣ୍ଡିଆନ ବିଜେଡି-ବିଜେପି ମେଣ୍ଟ ପାଇଁ ହେଉଥିବା ଆଲୋଚନାର ମୁଖ୍ୟ । ଏଥିସହ ବିଜେପି ତାଙ୍କ ଦଳର ସମର୍ଥନରେ ହିଁ ନବୀନଙ୍କ ପାଖରେ ପହଂଚିପାରିଛି…

ମୋ ସରକାର ନିରପେକ୍ଷତାର ସହ କାମ କରିବ: ରାଜ୍ୟପାଳ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ। ମୋ ସରକାର ନିରପେକ୍ଷତାର ସହ କାମ କରିବ ବୋଲି ଦୃଢୋକ୍ତି ପ୍ରକାଶଃ କରିଛନ୍ତି। ୨୦୨୯ ସୁଦ୍ଧା ରାଜ୍ୟରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠିତ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି । ପ୍ୟାନେଲରେ ଥିବା ସଦସ୍ୟମାନେ ହେଲେ ଡ଼. ମେଧା ବିଶ୍ରାମ କୁଲକର୍ଣ୍ଣୀ, ଡ଼. ଭଗୱତ କରଦ, ବିବେକ କେ. ତନଖା, ଅଯୋଧ୍ୟା ରାମୀ ରେଡ୍ଡୀ ଆଲା ଓ ଶୁଭାଶିଷ…

ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ: ନବୀନ

ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ମୁଁ ଓ ମୋ ଦଳ…

ଏଏସଓଙ୍କୁ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ ବିଧାୟକ

ବିଧନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ଦେଖା ଯାଇଛି ହଟ୍ଟଗୋଳ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ ପ୍ରତିବାଦ କରି କକ୍ଷତ୍ୟାଗ କଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକ ଦଳ ବୈଠକରେ ଆସିଲେନି ତାରା ବାହିନୀପତି ଓ ରମେଶ ଜେନା

ବିଧାନସଭାର ଅଧିବେଶନ ପୂର୍ବରୁ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନଂ କକ୍ଷରେ ଆରମ୍ଭ ହୋଇଛି ବୈଠକ । ଗୃହରେ କଂଗ୍ରେସ ଗଠନମୂଳକ ପ୍ରସ୍ତାବ ଦେବା ସହିତ ବିଭିନ୍ନ…