Category: ରାଜନୀତି

ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା ମୂଳକ ଭାବେ ବ୍ୟାଙ୍କ୍ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଥିବା ସୂଚନା…

ନକ୍ସଲ ମୁକାବିଲା ପାଇଁ ଫୋର୍ସ ହେଲିକପ୍ଟରର ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିଲ୍ଲୀରେ ଚାଲିଥିବା ମାଓ ମୁକାବିଲା ସମୀକ୍ଷା ବୈଠକ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳପୋଛ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ଅଗ୍ରଗତି କରିବା ପାଇଁ ଅଣନୀତି ପ୍ରସ୍ତୁତ କରିଛନ୍ତି। ଏହି ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର…

ରାଜ୍ୟପାଳଙ୍କ ପୁଅର ଗିରଫ ଦାବି: ରାଜଭବନ ଘେରାଉ କରିବାକୁ ଯିବା ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମହିଁ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ପୁଣି ତେଜିଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ରାଜଭବନ ଘେରାଉ ପାଇଁ ଯିବା ବେଳେ ମୁହାଁମହିଁ ହୋଇଛନ୍ତି କଂଗ୍ରେସ…

ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ ଆରମ୍ଭ

ଦିଲ୍ଲୀରେ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ ଆରମ୍ଭ । ଦିଲ୍ଲୀ ବିଜ୍ଞାନ ଭବନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭ ହୋଇଛି । ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗଣମାଧ୍ୟମର କଣ୍ଠରୋଧର ସମୟ ଶେଷ ଓ ନିର୍ଭୟ ସତ୍ୟର ପ୍ରକୃତ ସନ୍ଧାନୀ ବୋଲି ନିର୍ଭୟ ବାର୍ଷିକ ଉତ୍ସବରେ କହିଲେ ମୁଖ୍ୟମନ୍ତ୍ରୀ

ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ ସମାରୋହରେ ମୁଖ୍ୟ…

ଏକଜିଟ୍ ପୋଲ୍ ଆକଳନ: ହରିୟାଣାରେ କଂଗ୍ରେସ; ଜାମ୍ମୁ କାଶ୍ମୀରରେ କଂଗ୍ରେସ-ଏନସି ଆଗୁଆ

ହରିୟାଣା ଓ ଜାମ୍ମୁକାଶ୍ମୀରର ରାଜ୍ୟ ବିଧାନସଭା ଭୋଟ୍ ଗଣତି ପୂର୍ବରୁ ଆସିଲା ଏକଜିଟ୍ ପୋଲ୍ ଆକଳନ । ହରିୟାଣାରେ ନିର୍ବାଚନ ପରେ ଏଗଜିଟ ପୋଲର ଆକଳନ ସାମ୍ନାକୁ ଆସିଛି । ନିର୍ବାଚନ ପରେ ଦୈନିକ ଭାସ୍କରର ଆକଳନ ଅନୁସାରେ ବିଜେପିକୁ ମିଳିପାରେ…

ସରକାରୀ ସ୍ତରରେ ଶହୀଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ – ମୁଖ୍ୟମନ୍ତ୍ରୀ

ଆଜି ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା…

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆସନ୍ତା ଅକ୍ଟୋବର ୭ ଏବଂ ଅକ୍ଟୋବର ୧୪ ତାରିଖ ୨ ଦିନ ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ; ୭ ତାରିଖରେ…

ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକ ପୂର୍ତ୍ତି ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ସତ୍ୟକୁ ଲୋକଲୋଚନକୁ ଆଣିବା ପ୍ରତ୍ୟେକ ଗଣମାଧ୍ୟମର ନୀତି ହେବା ଉଚିତ୍। ସମାଜର ପରିବର୍ତ୍ତନକୁ ଠିକ୍ ଭାବରେ…

ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ଗୋଲାମୁଣ୍ଡା ସର୍ବମଙ୍ଗଳା କଲେଜ ଏକାଡେମୀକ ଉତ୍ସବକୁ ଯାଇଥିବାବେଳେ କଲେଜ ସମ୍ମୁଖରେ କଳାପତାକା ଦେଖାଇ ଗୋ ବ୍ୟାକ ସ୍ଲୋଗାନ ଦେଇ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କିଛି ଯୁବକ । କିନ୍ତୁ…