ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ August 6, 2024 Papirani ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି…
ରାଜନୀତି ରାଜ୍ୟ ବିଜେପି ବିରୁଦ୍ଧରେ ଅଭିଯୋଗ ଆଣିବା ପୂର୍ବରୁ ବିଜେଡି ପ୍ରଥମେ ନିଜକୁ ଦେଖୁ: ଅନିଲ ବିଶ୍ୱାଳ August 5, 2024 Nirvay ବିଜୁ ଜନତା ଦଳ ୨୪ବର୍ଷ ଧରି ସରକାରରେ ଥିବା ସତ୍ତ୍ୱେ ଓଡିଶା ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରୁନଥିଲେ କି ନିଜର ସମସ୍ୟା ବିଷୟରେ ସରକାରଙ୍କୁ ଜଣାଇ ପାରୁନଥିଲେ। ଏବେ ସରକାର ପରିବର୍ତ୍ତନ ପରେ ମୋହନ ମାଝୀଙ୍କ ନେତୃତ୍ୱରେ…
ତାଜା ଖବର ରାଜନୀତି ରାଜ୍ୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣକୁ ବିଜେଡିର ବିରୋଧ August 5, 2024 Papirani ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଦିବ୍ୟା ଶଙ୍କର ମିଶ୍ର କହିଛନ୍ତି ଯେ ଓଡ଼ିଶାର ଗର୍ବ ବିଜୁ ପଟ୍ଟନାୟକଙ୍କ ନାଆରେ ହୋଇଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇକରଣ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ସରକାର କେନ୍ଦୁପତ୍ର ଉପରୁ ଜିଏସ୍ଟି ଛାଡ଼ ପାଇଁ କେନ୍ଦ୍ର ପାଖରେ ଦାବି ରଖନ୍ତୁ: ବିଜେଡି August 5, 2024 Papirani ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସ୍ଟିକୁ ଉଚ୍ଛେଦ କରିବା ଦାବିକୁ କେନ୍ଦ୍ର ସରକାରଙ୍କର…
ତାଜା ଖବର ରାଜନୀତି ରାଜ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ହୋଇଛି ୧୭୫୦ ପଞ୍ଜୀକରଣ August 5, 2024 Papirani ଆଜି ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ନିମନ୍ତେ ସଂପୃକ୍ତ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଓଡ଼ିଶା ବିଜେପିର ସାଂସଦ August 5, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଓଡ଼ିଶାର ସମସ୍ତ ବିଜେପି ଲୋକସଭା ସାଂସଦ ଏବଂ ରାଜ୍ୟସଭା ସାଂସଦ । ସଂସଦ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାଂସଦଙ୍କ ସହ ଆଲୋଚନାରେ ଓଡ଼ିଶାର ସମସ୍ତ ୨୦ ଲୋକସଭା ଓ ଜଣେ ରାଜ୍ୟସଭା ସାଂସଦ ଉପସ୍ଥିତ…
ତାଜା ଖବର ରାଜନୀତି ରାଜ୍ୟ ଝାରସୁଗୁଡା ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍ August 5, 2024 Papirani ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟରେ ନୋଟିସ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ଦିଆଗଲା ନିର୍ଦ୍ଦେଶ । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ନେଇ ଅଭିଯୋଗରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଦୀପାଳି ଦାସ । ସୂଚନା…
ତାଜା ଖବର ରାଜନୀତି ରାଜ୍ୟ ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲେ ତାରା ବାହିନୀପତି ! August 5, 2024 Papirani ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ପିସିସି ସଭାପତି ପାଇଁ କେବେ ଇଚ୍ଛୁକ ନଥିଲି କି ନାହିଁ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ହେବା ମୋର…
ରାଜନୀତି ରାଜ୍ୟ ଆଦିବାସୀଙ୍କ ହିତରେ ମିଶନ ମୋଡ଼ରେ କାମ କରିବ ମୋହନ ସରକାର August 4, 2024 Nirvay ଆଦିବାସୀ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆକ୍ସନ ମୋଡ଼କୁ ଆସିଛି ମୋହନ ସରକାର। ସେମାନଙ୍କ ହିତ ସାଧନ ଓ ଉନ୍ନତି ହେବ ସରକାରର ପ୍ରାଥମିକତା। ଏଥିପାଇଁ ସମସ୍ତେ ଏକାଠି ହୋଇ କାମ…
ରାଜନୀତି ରାଜ୍ୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଜୁଏଲ ଓରାମ August 4, 2024 Nirvay କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କର୍ମୀମାନଙ୍କୁ ଆଜି ଗୁରୁମନ୍ତ୍ର ଦେଇଛନ୍ତି। ବିଧାୟକ, ମନ୍ତ୍ରୀଙ୍କ ସ୍ଥାନ ଉପରେ ରହିଛି ବୋଲି କହିଲେ। ଜିଲ୍ଲାପାଳ ଓ ଅଫିସର ଆମ କଥା ମାନିବା ଦରକାର। ଅଫିସରଙ୍କଠାରୁ କର୍ମୀ, ବିଧାୟକ, ସାଂସଦ ଗୁରୁତ୍ବ ପାଇବା ଉଚିତ। ଯାହା ନବୀନଙ୍କ…