ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ହେବାକୁ ଥିବା ସର୍ଭିସ ରୋଡକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସମିଟ୍ August 13, 2024 Papirani ଓଡ଼ିଶାରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜାତୀୟ ରାଜପଥର ନିର୍ମାଣ ନେଇ ଆଜି କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ୱରରୁ…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍ August 13, 2024 Papirani ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟଙ୍କ ନୋଟିସ । ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ…
ତାଜା ଖବର ରାଜନୀତି ରାଜ୍ୟ କଳାଟଙ୍କାର ପାହାଡ ସୃଷ୍ଟି କରିଥିବା ବିଜେଡି ସରକାରର ଗେହ୍ଲାପୁଅମାନେ ଏବେ ଜେଲ୍ ମୁହାଁ: ବିଜେପି August 13, 2024 Papirani ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଦିଲ୍ଲୀରେ ବସିଲା ଏଆଇସିସି ବୈଠକ August 13, 2024 Papirani ଦିଲ୍ଲୀରେ ଆଜି ବସିଲା ଏଆଇସିସି ବୈଠକ । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ କଂଗ୍ରେସ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣାରେ ବିଧାନସଭା ନିର୍ବାଚନ ଏବଂ କେତେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ; ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ: ବିଜେଡି August 13, 2024 Papirani ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ହେଇଛନ୍ତି ବିଜେଡିର ମୁଖପାତ୍ର ଚିନ୍ମୟ ସାହୁ। ସେ କହିଛନ୍ତି ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ ନିଆଯାଇଥିଲା ।୨୦୨୦ରେ ବଳିଷ୍ଠ…
ତାଜା ଖବର ରାଜନୀତି ରାଜ୍ୟ ଖୋଲିବ ସବୁ ପୁରୁଣା ମାମଲା: ପୃଥ୍ୱୀରାଜ ହରିଚନ୍ଦନ August 13, 2024 Papirani ସ୍ୱର୍ଗତ ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର ବୋଲି ଆଜି ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ୱର୍ଗତ ନବ ଦାସ ହତ୍ୟା ମାମଲା ସହ ଥଣ୍ଡା ପଡ଼ିଥିବା…
ତାଜା ଖବର ରାଜନୀତି ରାଜ୍ୟ ସ୍ଥଗିତ ହେଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ August 13, 2024 Papirani କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ କରିବାକୁ ନିର୍ଦ୍ଦେଶ । ହାଇକୋର୍ଟଙ୍କ ରୋକ୍ ଥିବାରୁ ଏବେ ନିର୍ବାଚନ ନକରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ମଧ୍ୟ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଏବେ ନିର୍ବାଚନ ନକରିବାକୁ…
ତାଜା ଖବର ରାଜନୀତି ରାଜ୍ୟ ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍ଓପି ସାର୍ବଜନୀନ ହେବ: ପ୍ରଭାତୀ ପରିଡ଼ା August 13, 2024 Papirani ସେପ୍ଟେମ୍ୱର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ପାଇଁ ଏସ୍ଓପି ପ୍ରସ୍ତୁତ ସରିଛି ଖାଲି ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍ଓପି ସାର୍ବଜନୀନ ହେବ ବୋଲି…
ରାଜନୀତି ରାଜ୍ୟ ବିଜେଡିର ଜନଜାଗରଣ ପ୍ରତିଶୃତି ହାସ୍ୟାସ୍ପଦ: ଡ. ଯତୀନ ମହାନ୍ତି August 12, 2024 Nirvay ନିର୍ଲଜତାର ସବୁ ସୀମା ପାର କରିଛି ବିଜେଡି । ହତାଶ ଏବଂ ପରାଜୟ ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ ଯେତେବେଳେ କୌଣସି ରାସ୍ତା ନଥାଏ, ସେତେବେଳେ ଏଭଳି ଔଷଧ ବିକଳରେ ତାଟିଆ କାମୁଡିବା ପ୍ରକୃତି ଦେଖାଯାଏ । ୨୫…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା August 12, 2024 Papirani ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜେ.ପି ନଡ୍ଡା ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ।