Category: ରାଜନୀତି

ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାପାଇଁ ଓଡ଼ିଶା ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ଆଜିଠୁ ପ୍ରଶିକ୍ଷଣ ନେବେ ନବାଗତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ। ଦୁଇଦିନ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ତେଣୁ ବିଧାନସଭାରେ ନୂଆ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ…

ବିଜୁ ଜନତା ଦଳ ନୁହେଁ, ଚାଲିଛି ବୁନୁ ଜନତା ଦଳ

ବିଜେଡିରେ ଏବେ ଫାଟ ସୃଷ୍ଟି ହୋଇଛି। ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌ ଆଜି ବିଜେଡି ଛାଡିଥିବା ବେଳେ ଏହାର କାରଣ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁ ବୋଲି କହିଛନ୍ତି। ତାଙ୍କ ପାଇଁ ହିଁ…

ନବୀନ ନିବାସରେ ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଓଡ଼ିଶାର ହକି ତାରକା ଅମିତ ରୋହିଦାସ ଦେଶର ଗୌରବ।ଭାରତୀୟ ହକି ଦଳର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି। ଅମିତଙ୍କୁ ରୁପା ତାରାକାସି କାମର ରଥା ରୁଢ଼ ଜଗନ୍ନାଥ,…

ବିଧାୟକ ପ୍ରଶିକ୍ଷଣ ଶିବିର ଦଳୀୟ ବ୍ୟାପାର ନୁହେଁ: ମନମୋହନ ସାମଲ

ବିଧାୟକ ପ୍ରଶିକ୍ଷଣ ଶିବିରକୁ ନେଇ ତେଜୁଛି ରାଜନୀତି । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ।୧୭ ଓ ୧୮ ତାରିଖରେ ହେବାକୁ ଥିବା ବିଧାନସଭା ପ୍ରଶିକ୍ଷଣ ଶିବିରକୁ ବିଜୁ ଜନତା ଦଳ ପ୍ରତ୍ୟାଖ୍ୟାନ…

ବିଏମ୍‌ସି ଅଧିନକୁ ଆସିବ ଭୁବନେଶ୍ବର ଏମ୍ସ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥିରେ ଭୁବନେଶ୍ବର ଏମ୍ସ ପରିସରରେ ଥିବା ବାଜପାୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ଏମ୍ସ ପାଇଁ…

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା; ୧୦ ବର୍ଷ ପରେ ହେବ ନିର୍ବାଚନ

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହେଲା ତାରିଖ । ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଜାମ୍ମୁ କାଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର…

କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ । ସେ ନିଜର ଇସ୍ତଫା ପତ୍ର ମେଲ୍‌ ଯୋଗେ ଏଆଇସିସିକୁ ପଠାଇଥିବା ସୂଚନା ମିଳିଛି। ଅନ୍ୟପଟେ କଂଗ୍ରେସରୁ ଇସ୍ତଫା ଦେବା ପରେ…

ଦଳୀୟ ପ୍ରତିକ୍ରିୟା ଦେବାକୁ ୪ ନେତାଙ୍କୁ ଦିଆଗଲା କଂଗ୍ରେସ ତୁଣ୍ଡ ଦାୟିତ୍ବ 

ଗଣମାଧ୍ୟମରେ ଦଳୀୟ ପ୍ରତିକ୍ରିୟା ଦେବାକୁ ୪ ନେତାଙ୍କୁ ଦିଆ ଗଲା କଂଗ୍ରେସ ତୁଣ୍ଡ ଦାୟିତ୍ବ । ଏଆଇସିିସି ପକ୍ଷରୁ କେବଳ ୪ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ହେଉଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ରାମ କାଡାମ,…

ବିଜେପିରେ ଯୋଗଦେଲେ କର୍ପୋରେଟର ବନ୍ଦିତା ପାଲ

ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ପୋରେଟର ଥିବା ବନ୍ଦିତା ପାଲ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ବିଜେପିରେ ଯୋଗ ହେଇଛନ୍ତି |।ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ବନ୍ଦିତା ।…

ଶ୍ରାଦ୍ଧବାର୍ଷିକୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶ୍ରଦ୍ଧାଞ୍ଜଳି 

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ଲୋକସେବା ଭବନ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦୀର୍ଘ ପାଞ୍ଚ ଦଶନ୍ଧି…