Category: ରାଜନୀତି

ଆଜି ମୋଦିଙ୍କ ମାରାଥନ ବୈଠକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି ଓ ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ…

ଅରୁଣାଚଳରେ ବିଜେପିର ବଡ ବିଜୟ

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଆସୁଥିବା ଧାରା ଅନୁଯାୟୀ ଉଭୟ ରାଜ୍ୟରେ ଶାସକ ଦଳ ସଂଖ୍ୟ‌ାଗରିଷ୍ଠତା ହାସଲ କରୁଛନ୍ତି। ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ଏନଡିଏ ୬୦ଟି ସିଟ୍ ମଧ୍ୟରୁ ୪୪ଟିରେ…

ଧନ୍ୟବାଦ ଜଣାଇଲେ ମୋଦି

ନୂଆଦିଲ୍ଲୀ : ଏନଡିଏ ସରକାରକୁ ପୁଣି ନିର୍ବାଚିତ କରିବାକୁ ରେକର୍ଡ ସଂଖ୍ୟକ ଭୋଟ୍ କରିଛନ୍ତି ଜନତା । ଏହା ଆତ୍ମବିଶ୍ୱାସର ସହ କହିପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ମୋଦି ସୋସିଆଲ…

ଶେଷ ପର୍ଯ୍ୟାୟରେ ମୋଟ ୭୦.୬୭% ମତଦାନ

ରାଜ୍ୟରେ ଜୁନ ୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୦.୬୭% ମତଦାନ ହୋଇଛି। ମୟୂରଭଞ୍ଜ ରେ ୭୩.୮୧%, ବାଲେଶ୍ବର ରେ ୭୦.୪୧%,ଭଦ୍ରକରେ ୭୦.୩୪%,କେନ୍ଦ୍ରାପଡ଼ାରେ ୬୮.୬୪% ,ଯାଜପୁର ୬୭.୯୧% ଓ ଜଗତସିଂହପୁରରେ ୭୩.୦୬% ମତଦାନ ହୋଇଛି । ସବୁଠୁ ଅଧିକ…

ଆସିଲା ଏକଜିଟ୍ ପୋଲ୍, ପୋଛି ଦେବ ବିଜେପି ଧରାଶାୟୀ ହେବ ବିଜେଡି

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ସହ କେଉଁଠି କେଉଁ ଦଳ ସରକାର ଗଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଏକଜିଟ୍ ପୋଲ୍। ତେବେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ୍ କରିଛନ୍ତି। ଏହି…

ସବୁ ଏକଜିଟ ପୋଲ୍ ଆକଳନରେ ଦେଶରେ ବିଜେପି ସୁନାମି

ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଛି। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ…

ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ ହୋଇଛି।ମୟୂରଭଞ୍ଜ ରେ ୬୪.୧୭%, ବାଲେଶ୍ବର ରେ ୬୧.୯୧%,ଭଦ୍ରକରେ ୫୮.୨୧%,କେନ୍ଦ୍ରାପଡ଼ାରେ ୬୨.୦୨% ,ଯାଜପୁର ୬୨.୯୨% ଓ ଜଗତସିଂହପୁରରେ ୬୫.୯୩% ମତଦାନ ହୋଇଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନ…

ରକ୍ତମୁଖା ହେଲେ ବିଜେଡି କର୍ମୀ; ବିଜେପି ବୁଥ ସଭାପତିଙ୍କୁ କଲେ ଆକ୍ରମଣ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ପଂଚାୟତରେ ୩୫ନଂ ବୁଥ୍‌ ବିଜେପି ସଭାପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ…

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ହୋଇଛି ୪୯.୭୭ ପ୍ରତିଶତ ମତଦାନ

ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା…

ଭୋଟ ପାଇଁ ନାଟ: ୨୦୨୧ରେ ଉପହାର ପାଇଥିବା ବହି ୨୦୨୪ ରେ ପୁଣି କିଣିଲେ ନବୀନ

ବିରୋଧୀଙ୍କୁ ଚକମା ଦେବାକୁ ଚେଷ୍ଟା କରି ଫସିଗଲେ ନବୀନ। ନବୀନ ସୁସ୍ଥ ନାହାନ୍ତି ବୋଲି ବିରୋଧୀମାନେ ଦାବି କରିବା ପରେ ନିଜେ ଫିଟ୍ ଅଛନ୍ତି ଦେଖେଇ ହେବାକୁ ଶୁକ୍ରବାର ସନ୍ଧ୍ୟାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଠିକ୍ ଦିନକ ଆଗରୁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌…