ରାଜନୀତି ରାଜ୍ୟ ଜୁନ୍ ୧୨ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ June 9, 2024 Nirvay ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ । ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ବିଜେପି ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୧ ତାରିଖରେ ବିଧାୟକ…
ରାଜନୀତି ରାଜ୍ୟ ରାଜନୀତିରୁ ସନ୍ନ୍ୟାସ ନେଲେ ଅଚ୍ୟୁତ ସାମନ୍ତ June 9, 2024 Nirvay ରାଜନୀତିରୁ ସନ୍ନ୍ୟାସ ନେଲେ ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ…
ଦେଶ ରାଜନୀତି ରାଜ୍ୟ ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲ ଓରାମଙ୍କୁ ମିଳିପାରେ ମନ୍ତ୍ରୀ ପଦ, ଆସିଲା ଫୋନ୍ June 9, 2024 Nirvay ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି।କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ମୋଦି କ୍ୟାବିନେଟରେ କାହାକୁ…
ରାଜନୀତି ରାଜ୍ୟ ହାଇକମାଣ୍ଡଙ୍କ ଡ଼ାକରାରେ ଦିଲ୍ଲୀ ଗଲେ ସୁରେଶ ପୂଜାରୀ June 9, 2024 Nirvay ଭୁବନେଶ୍ୱର : ହାଇକମାଣ୍ଡଙ୍କ ଡ଼ାକରାରେ ବ୍ରଜରାଜନଗର ଭାଜପା ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ଥିବା ବେଳେ ତାଙ୍କୁ କୌଣସି ବଡ଼ ଭୂମିକା ମିଳିପାରେ। ରବିବାର ସେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ…
ତାଜା ଖବର ରାଜନୀତି ରାଜ୍ୟ ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ- ପ୍ରଦୀପ ମାଝୀ June 8, 2024 Papirani ବିଜେଡିର ଶୋଚନୀୟ ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝୀ । ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନଥିଲା । ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ । ନବୀନଙ୍କୁ କାଉଣ୍ଟର…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ସାମିଲ ହେବେ ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ June 8, 2024 Papirani ବିଜେପିରେ ସାମିଲ ହେବେ ଆଉ ଜଣେ ସ୍ୱାଧିନ ବିଧାୟକ । ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସେ ଆଗରୁ ବିଜେପିରେ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ସ୍ବାଧୀନରେ ନିର୍ବାଚନ…
ଦେଶ ରାଜନୀତି ୱାୟନାଡ ନା ରାଏବରେଲୀ,କେଉଁ ଆସନ ଛାଡ଼ିବେ ରାହୁଲ ? June 8, 2024 Nirvay କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲୀ ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି। ଏହି ଦୁଇ ଆସନ ମଧ୍ୟରୁ ତାଙ୍କୁ ଗୋଟିଏ ଛାଡ଼ିବାକୁ ପଡ଼ିବ।ଏହାକୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀର ଲୋକ ଦ୍ୱନ୍ଦ୍ୱରେ ଥିବା…
ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ June 8, 2024 Papirani ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ। ବିଜେପିରେ ସାମିଲ ହେବେ ପ୍ରସନ୍ନ ପାଟ୍ଟଶାଣୀ। ଶଙ୍ଖ ଛାଡି ପଦ୍ମ ଧରିବେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ବିଜେପି କାର୍ଯ୍ୟାଳୟ ଯାଇ ସାମିଲ ହେବେ ପାଟ୍ଟଶାଣୀ । ଦୀର୍ଘ ବର୍ଷ ଧରି ବିଜେଡିରେ ଥିଲେ…
ତାଜା ଖବର ରାଜନୀତି ରାଜ୍ୟ ବାଧ୍ୟ କରି ବ୍ରହ୍ମଗିରିରେ ନିର୍ବାଚନ ଲଢ଼ିବାକୁ ପଠାଯାଇଥିଲା: ଉମା ସାମନ୍ତରାୟ June 8, 2024 Papirani ବିଜେଡି ନେତା ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି । ସେ କହିଛନ୍ତି , ତାଙ୍କୁ ବାଧ୍ୟକରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଯାଇଥିିଲା । ସେ ୪ ଥର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାୟକ ହୋଇଥିବା ବେଳେ…
ତାଜା ଖବର ରାଜନୀତି ରାଜ୍ୟ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ: ନବୀନ ପଟ୍ଟନାୟକ June 8, 2024 Papirani ବିଜେଡି ରାଜ୍ୟରେ ପରାଜୟ ହେବା ପରେ ଭିକେ ପାଣ୍ଡିଆନ୍ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ…