Category: ରାଜନୀତି

କାଲି ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର। ଦୀର୍ଘ ୪୫ ବର୍ଷ ପରେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର । ଯେଉଁଥି ପାଇଁ ଦୀର୍ଘ ବର୍ଷ ହେଲା ଅପେକ୍ଷା କରାଯାଇଥିଲା । ତାହାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ପ୍ରଦାନ କଲେ…

ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ

ନର୍ସିଂହୋମ୍‌ରେ ଅଗ୍ନିକାଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ସେ କହିଛନ୍ତି ନର୍ସିଂହୋମ୍‌ରେ ନିଆଁ ଲାଗିବା ଘଟଣାର ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ସୂଚନା ପାଇବା ମାତ୍ରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଭେଣ୍ଟିଲେଟରରେ…

କଟକ ଘରୋଇ ନର୍ସିଂ ହୋମ୍ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା…

ଏଏସ୍‌ଓଙ୍କୁ ମାଡ଼ ଘଟଣା: ରାଜ୍ୟପାଳଙ୍କୁ ଭେଟିଲେ ଏଏସ୍‌ଓଙ୍କ ପତ୍ନୀ ଓ ସଂଘ ନେତା

ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ମାନେ ମିଶି ମାଡ଼ ମାରିବା ଅଭିଯୋଗ ଘଟଣାରେ ରାଜ୍ୟପାଳଙ୍କୁ ଭଟିଲେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀ ଓ ସଂଘ ନେତା । ରାଜ୍ୟପାଳଙ୍କୁ ଭେଟିବା ପରେ ସଂପୃକ୍ତ ଏଏସ୍‌ଓଙ୍କ ପତ୍ନୀଙ୍କ…

ASOଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ଦେଲେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ASOଙ୍କୁ ମାଡ଼ ମାରିବା ଘଟଣାରେ ଏତଲା ହୋଇଛି, ଘଟଣାର ତଦନ୍ତ ଚାଲିଛି । ଘଟଣାରେ ସତ୍ୟାସତ୍ୟ ଥିଲେ ବିଚାରଯୋଗ୍ୟ । ଆଇନ ଏହା ଉପରେ ବିଚାର ଓ ତର୍ଜମା କରୁଛି ।ଆଇନ ସମସ୍ତଙ୍କ ପାଇଁ ସମାନ…

ASOଙ୍କୁ ମାଡ଼ ମାରିବା ଘଟଣା: ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ

ରାଜଭବନ ଆଗରେ ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ । ରାଜ୍ୟପାଳଙ୍କ ପୁଅ ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ରାଜଭବନ ଆଗରେ କଂଗ୍ରେସର ବିକ୍ଷୋଭ । ରାଜ୍ୟପାଳଙ୍କ ଇସ୍ତଫା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ରାଜ୍ୟପାଳ…

ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲା ବିଜେଡି

ରାଜ୍ୟପାଳଙ୍କ ପୁଅ ନାଁରେ ଏଏସ୍‌ଓଙ୍କୁ ମାଡ଼ ଅଭିଯୋଗ ଘଟଣାରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ କହିଲେ ବିଜେଡି ନେତା ପ୍ରତାପ ଦେବ । ସେ କହିଛନ୍ତି ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି ।…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ

ଗତକାଲି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟିକା ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କଲେ ପୂର୍ବତନ ବିଧାୟିକା ଦୀପାଳି ଦାସ । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ…

ପ୍ରତିବର୍ଷ ଜୁନ୍ ୨୫ରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫…

ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ: ସ୍ୱାସ୍ଥ୍ୟ ମନ୍ତ୍ରୀ

ବହୁତଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ୩ଟି ମେଡିକାଲ କଲେଜ । ଯାଜପୁର, କନ୍ଧମାଳ, ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏହି ସମ୍ପର୍କରେ ଏସସିବି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥ‌ିବା ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ…