ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି June 19, 2024 Papirani ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀ ସତୀଶ ଚନ୍ଦ୍ର ସାମଲ ଓ ବିନୋଦ ବିହାରୀ ସିଂହଙ୍କୁ ନିଯୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି କରାଯାଇଛି। ସେହିପରି ଯୋଜନା ଓ ସଂଯୋଜନା ବିଭଗର…
ରାଜନୀତି ସମ୍ପାଦକୀୟ ଅରୁଣଙ୍କ ପତ୍ତା କାଟିଲେ ବବି! June 19, 2024 Nirvay ବିଜେଡି ସତ୍ତା ହରାଇବା ପଛରେ ଭି.କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ (ବବି ଦାସ)ଙ୍କୁ ମଧ୍ୟ ଲୋକ ଦାୟୀ କରୁଛନ୍ତି। କାରଣ ଏମାନେ ହିଁ ଦଳର ମୁଖ୍ୟ ଥିଲେ। ପାଣ୍ଡିଆନ ନେତୃତ୍ୱ ନେଉଥିବା ବେବେ ବବି ତାଙ୍କୁ ସବୁ କାମରେ…
ତାଜା ଖବର ରାଜନୀତି ରାଜ୍ୟ ଡ୍ରେନରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣା: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ June 19, 2024 Papirani ଭୁବନେଶ୍ବରରେ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟଣାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବ୍ୟାରିକେଡ କାହିଁକି ହୋଇନି ବୋଲି…
ତାଜା ଖବର ରାଜନୀତି ରାଜ୍ୟ ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣାରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ June 18, 2024 Papirani ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକ ମୃତ୍ୟୁ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ…
ରାଜନୀତି ରାଜ୍ୟ ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଗଲେ ଲକ୍ଷ୍ମଣ June 18, 2024 Nirvay ଆଜି ବିଧାନସଭାରେ ଶପଥ ଗ୍ରହଣ ସମୟରେ ନବୀନ ଚାଲି ଯାଉଥିବା ବେଳେ ତାଙ୍କୁ ଦେଖି ଅଟକି ଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ ଶ୍ରୀ ବାଗ। ପରିଚୟ ପାଇବା ପରେ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା…
ରାଜନୀତି ସମ୍ପାଦକୀୟ ବାଲେଶ୍ୱର ହିଂସା: କାହାର ଏ ଷଡ଼ଯନ୍ତ୍ର ? June 18, 2024 Nirvay ବାଲେଶ୍ୱରରେ ସାମ୍ପ୍ରଦାୟିକ ହିଂସା ପଛରେ ଆଉ ଷଡ଼ଯନ୍ତ୍ର ରହିନି ତ ? ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଥିବା ବେଳେ ଶପଥ ଗ୍ରହଣ କରୁ କରୁ ତାକୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଜଣାପଡୁ଼ଛି।…
ତାଜା ଖବର ରାଜନୀତି ରାଜ୍ୟ ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ June 18, 2024 Papirani ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ପହଞ୍ଚିଛନ୍ତି। ଯାହା ପରେ ନବୀନ ପଟ୍ଟନାୟକ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଚଳିତଥର ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢିଥିଲେ ନବୀନ ପଟ୍ଟନାୟକ ।…
ତାଜା ଖବର ରାଜନୀତି ରାଜ୍ୟ ସାଇକେଲ୍ ଚଢି ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ ମହାପାତ୍ର June 18, 2024 Papirani ବିଧାନସଭାରେ ସାଇକେଲରେ ପହଞ୍ଚିଲେ ଚଳିତବର୍ଷ ନିର୍ବାଚନରେ ପ୍ରଥମଥର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର । ପ୍ରଥମଥର ବିଧାନସଭାକୁ ଯିବା ପାଇଁ ସେ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସାଇକେଲରେ ବିଧାନସଭା ଆସିବା ସହ ପରିବେଶ ସୁରକ୍ଷା…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ଶପଥ ନେଲେ ନବନିର୍ବାଚିତ ବିଧାୟକ June 18, 2024 Papirani ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଓଡିଶାରେ ଭାଜପା ସରକାର ଗଠନ ହେବା ପରେ ପ୍ରଥମଥର ପାଇଁ ବିଧାନସଭାରେ ୩ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି…
ତାଜା ଖବର ଦେଶ ରାଜନୀତି ଇସ୍ତଫା ଦେଲେ ରାହୁଲ ଗାନ୍ଧୀ June 18, 2024 Papirani କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଏବଂ ୟୁପିର ରାଏବରେଲି ମଧ୍ୟରେ ଗୋଟିଏ ଆସନ ବାଛିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଉପରୋକ୍ତ ୨ଟି ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟୀ ହୋଇଥିଲେ। କିନ୍ତୁ ନିୟମ ଅନୁଯାୟୀ ରାହୁଲଙ୍କୁ ଗୋଟିଏ…