Category: ରାଜନୀତି

ପାଣ୍ଡିଆନଙ୍କୁ ସୁରକ୍ଷା ଦେବ କିଏ ?

ପ୍ରବଳ ରାଜନୈତିକ ଚାପରେ ପଡ଼ିଛନ୍ତି ଏକଦା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସୁପର ସିଏମ୍ ବୋଲାଉଥିବା ଭିକେ ପାଣ୍ଡିଆନ। କିନ୍ତୁ ପୂର୍ବତନ ବିଜଦ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଅମୋଘ ଅସ୍ତ୍ର ପ୍ରୟୋଗ ପରେ କିଏ ସୁରକ୍ଷା ଦେବ ପାଣ୍ଡିଆନଙ୍କୁ। ବର୍ତମାନ କେବଳ ନବୀନ…

ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ

ବଦଳିବ ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା ନା। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ୨ ଦିନରେ ଗାଇଡ୍‌ଲାଇନ୍ ଆଣୁଛନ୍ତି ସରକାର । ପଲ୍ଲୀସଭାକୁ ଗୁରୁତ୍ୱ…

ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ପରଲୋକ

ପରଲୋକରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା । ୬୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ କଳିଙ୍ଗ କେଶରୀ ପରିଡ଼ା । ସେ ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ…

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ: ମୁଖ୍ୟମନ୍ତ୍ରୀ

ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଯାଉଛି । ଏ ନେଇ ମୁମ୍ବାଇ ନିବେଶକ…

କାହା ନିର୍ଦେଶ ରେ ମାହାଙ୍ଗା ବିଜେପି ସଦସ୍ୟତା ଅଭିଯାନ?

ମାହାଙ୍ଗା ରେ ବିଜେପି ନେତା କିଏ? କାହା ନିର୍ଦ୍ଦେଶ ରେ ମାହାଙ୍ଗା ରେ ସଦସ୍ୟତା ଅଭିଯାନ ମାହାଙ୍ଗା ରେ ବିଜେପି ର ମଙ୍ଗୁଆଳ କିଏ ତାକୁ ନେଇ ଦ୍ଵନ୍ଦ ରେ ମାହାଙ୍ଗା ର ସାଧାରଣ ଜନତା। ଗତ ନିର୍ବାଚନ ରେ ମାହାଙ୍ଗା…

ଭାରତର ଶିଳ୍ପ ଅଭିବୃଦ୍ଧିରେ ବଡ଼ ଭୂମିକା ନେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଣ୍ଡିଆ କେମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡା ଏଥିରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶା,…

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ବିଜେପି ନେତା ନୟାବ ସିଂ ସୈନି। ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି। ପଞ୍ଚକୁଲାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ…

ଭିଆଇପି ସୁରକ୍ଷାରୁ ହଟିବେ ଏନଏସଜି କମାଣ୍ଡୋ

କେନ୍ଦ୍ର ସରକାର ବୁଧବାର ନ୍ୟାସନା ସିକ୍ୟୁରିଟୀ ଗାର୍ଡ (ଏନଏସଜି)କୁ ଭିଆଇପିଙ୍କ ସୁରକ୍ଷାରୁ ହଟାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏମାନଙ୍କ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ (ସିଆରପିଏଫ) ମୁତୟନ ହେବେ । ଆସନ୍ତା ମାସରୁ ଏହି ଆଦେଶ ଲାଗୁ ହେବ…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ରାଜଧାନୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି: ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ 

ରାଜ୍ୟର ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପିତ ହେବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନା ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ…