Category: ରାଜନୀତି

ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ପୁଣି ଥରେ ମିଳିଛି ଏକ ବଡ଼ ଝଟକା । ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ବିଚାର କରିବାକୁ କୋର୍ଟ…

ଓଡ଼ିଶାରେ ବିଜେପି ସରକାର ହେବ:ଅରୁଣ ଗୋଭିଲ୍‌

ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ନେତା ତଥା ରାମାୟଣ ଧାରାବାହିକର ରାମ ଅରୁଣ ଗୋଭିଲ୍। ସେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ କେନ୍ଦୁଝର ଯାଇଛନ୍ତି ପ୍ରଚାର ପାଇଁ। ଚମ୍ପୁଆ ଓ ତେଲକୋଇରେ ଆୟୋଜିତ ଜନସଭାରେ ଯୋଗଦେବା ସହ କହିଛନ୍ତି। ଓଡ଼ିଶାରେ ଲୋକଙ୍କ…

ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡ଼ିଶା ଏକ ନମ୍ବର: ବିଜେପି

ସାମ୍ବାଦିକ ସମ୍ମିଳନୀ କରି ବିକାଶ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି କହିଲେ ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡିଶା ଏକ ନମ୍ବର। ନବୀନ ପଟ୍ଟନାୟକ ଏକ ନମ୍ବର।…

ନିର୍ବାଚନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ସହ ଆଜିଠାରୁ ହେବ ଫ୍ଲାଗ ମାର୍ଚ୍ଚ

ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ବରରେ ନିର୍ବାଚନ ପାଇଁ ୨୩ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୫ରେ ମତଦାନ ହେବ । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ…

ସର୍ଟ ଭିଡିଓରେ ନବୀନ ବାବୁ କହୁଛନ୍ତି ନା AI : ସମୀର ମହାନ୍ତି

ଭୁବନେଶ୍ୱର : ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପିର ନେତାମାନେ । ଆଜି ମୁଖ୍ୟମନ୍ତ୍ରୀଙ୍କ ସର୍ଟ ଭିଡିଓର ସତ୍ୟତା…

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ରୋଡ ସୋ’

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ପ୍ରଚାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗୁଛନ୍ତି ଭୋଟ। ପ୍ରଥମେ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରିଛନ୍ତି ରୋଡ୍ ସୋ । ଏହା ପରେ କ୍ଷେତରାଜପୁର ଗୁଜରାଟୀ ସମାଜ…

ବାଲେଶ୍ଵରରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଆଜି ବାଲେଶ୍ଵରରେ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। କେନ୍ଦ୍ର ରେଳ ମନ୍ତ୍ରୀ ୪ଦିନିଆ ଓଡିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଚାଲି ଚାଲି ସଦମହକୁମାର ଏକ ନମ୍ବର ୱାର୍ଡରେ ସେ…

ନିର୍ବାଚନ ବେଳେ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ବିଜେପି

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅଧିକାଂଶ ସ୍ଥାନରେ ହିଂସା ଏବଂ ବିଶୃଙ୍ଖଳା ଅଭିଯୋଗକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି । ଦଳ ଦାବି କରିଛି ଲୋଇସିଂହା ୧୦୮ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଏକାଧିକ ବୟସ୍କ…

ଦ୍ଵିତୀୟ ପର୍ଯ୍ୟାୟ ୭୩.୫୦% ମତଦାନ ହୋଇଛି , ଇଭିଏମରେ ୨୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୫ଟି ଲୋକସଭା ଆସନ ଓ ଏହା ଅଧୀନରେ ଆସୁଥିବା ୩୫ଟି ବିଧାନସଭା ଆସନରେ ମତଦାନ ହୋଇଛି । ଏହାସହିତ ରାଜ୍ୟରେଭୁବନେଶ୍ୱର : ରାଜ୍ୟରେ ସରିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ…

ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା। ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିପ୍ରକାଶଙ୍କ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ…