Category: ରାଜନୀତି

ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ

ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ନେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଚାରି ଲକ୍ଷରୁ ଅଧିକ ଭୋଟରେ ୱାୟନାଡ ଲୋକସଭା ଉପ-ନିର୍ବାଚନରେ ଐତିହାସିକ ବିଜୟ ପଞ୍ଜିକରଣ କରିବା ପରେ ପ୍ରିୟଙ୍କା ଲୋକସଭା ସଦସ୍ୟ ଭାବରେ ଶପଥ…

ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡର ଝାଡ଼ଖଣ୍ଡରେ ଶପଥ ନେଲେ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ।ଆଜି ରାଞ୍ଚିର ମୋରହାବାଦୀ ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ଵାର ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ…

ଉତ୍ତର ଓଡ଼ିଶା ପରିଷଦରେ ସୁନ୍ଦରଗଡ଼ ସାମିଲ ପ୍ରସଙ୍ଗ: ଜାଣନ୍ତୁ ଟ୍ବିଟ୍ କରି କଣ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? 

ବିକାଶ ତ୍ୱରାନ୍ୱିତ ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଉତ୍ତର ଓଡ଼ିଶାରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ସୁନ୍ଦରଗଡ଼ ଜିଲ୍ଲା ସହ ସାରା ରାଜ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ । ଏହା ସହ ଦିନକୁ ଦିନ ଏହି ପ୍ରସଙ୍ଗକୁ ନେଇ ତେଜିଛି…

ଓଡ଼ିଶାକୁ ପୁଣି ଆଳୁ ରୋକିଲେ ମମତା ଦିଦି

ପୁଣି ଥରେ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରିଛି ପଶ୍ଚିମବଙ୍ଗ ସରକାର । ଅନ୍ୟ ରାଜ୍ୟକୁ ଆଳୁ ଦେବେନି ବୋଲି ସ୍ପଷ୍ଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫଳରେ ପଶ୍ଚିମବଙ୍ଗ ସୀମାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି…

ଅବାନ୍ତର ଯୁକ୍ତି ପୋଷ୍ଟ କରି ଟୋଲ୍ ହେଲେ ସୁଲତା

ଶକ୍ତି ମିଶନର ପୂର୍ବତନ ଅଧ୍ଯକ୍ଷା ସୁଜାତା ରାଉତଙ୍କର ଶକ୍ତି ହରଣ ହୋଇଥିଲା ଯେତେବେଳେ ଶଙ୍ଖ ସରକାର ଥିଲା । ଆପଣଙ୍କୁ କଥାଟି ଅଡ଼ୁଆ ଲାଗିପାରେ । କିନ୍ତୁ ସତ । ନିର୍ବାଚନ କମିଶନ ହିଁ କରିଥିଲେ ଶକ୍ତି ହରଣ। ମହିଳା ଓ…

ବିଧାନସଭା ରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ପ୍ରସଙ୍ଗ କୁ ନେଇ ରାଜ୍ୟସରକାରଙ୍କୁ ଘେରିଲା ବିଜେଡି

ଖାଦ୍ଯଶସ୍ଯ ଅଭାବରୁ ଆମ୍ବ ଟାକୁଆ ଖାଇ ତିନି ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ କୁ ନେଇ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ସଦସ୍ଯମାନେ ସ୍ଲୋଗାନ ଦେବା ପରେ ମଙ୍ଗଳବାର ଦିନ ଓଡ଼ିଶା ବିଧାନସଭା ପ୍ରାୟ ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା।…

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମୋଦି : ସିନ୍ଦେ

ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକନାଥ ସିନ୍ଦେଙ୍କ ସୂଚନା ଦେଇ କହିଛନ୍ତି ମହାୟୁତି ମେଣ୍ଟ ଯାହା ନିଷ୍ପତ୍ତି ନେବ ଶିବସେନା ସମର୍ଥନ କରିବ…

ଗନ୍ଧମାର୍ଦ୍ଦନରେ ଖଣି ଉତ୍ତୋଳନ ପାଇଁ ଆଦାନୀକୁ ଅନୁମତି ଦେବେନି ରାଜ୍ୟ ସରକାର : ଉପମୁଖ୍ୟମନ୍ତ୍ରୀ

ଆଜି ବିଧାନସଭାରେ ଆଦାନୀ ଜମି କିଣିବା ପ୍ରସଙ୍ଗ ଉଠାଇଥିଲା ବିଜେଡି । ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଭରପୁର ରହିଛି । ସରକାର ଆଦାନୀକୁ ଅନୁମତି ଦେଇଛନ୍ତି କି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ଆଗକୁ ଗନ୍ଧମାର୍ଦନରୁ ବକ୍ସାଇଟ ଖନନ ପାଇଁ କୌଣସି କମ୍ପାନୀକୁ…

ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସାବଧାନ ; ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ଆଜି ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଛି । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଲେକ୍ଟ୍ରି କରେଣ୍ଟ ପାଇଁ ହାତୀଙ୍କ ମୃତ୍ୟୁ ହେଉଥିବାରୁ ବଡ ପଦକ୍ଷେପ ନେଇଛନ୍ତି । ସେ ଚେତାବନୀ ଦେଇ…

ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି

ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ…