ତାଜା ଖବର ଦେଶ ରାଜନୀତି ହରିୟାଣାରେ କଂଗ୍ରେସକୁ ଶକ୍ତ ଧକ୍କା, ବିଜେପିକୁ ସ୍ପଷ୍ଟ ବହୁମତ October 8, 2024 Papirani ହରିୟାଣାର ରାଜନୀତିରେ ପଲଟିଲା ଖେଳ । ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ୬୫ ଟି ଆସନରେ ଆଗରେ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ବର୍ତ୍ତମାନ ହରିୟଣାରେ ୯୦ଟି ବିଧାନସଭାଭାରତୀୟ ଜନତା ପାର୍ଟି (ବିଜେପି) ୪୯…
ତାଜା ଖବର ରାଜନୀତି ରାଜ୍ୟ ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ October 8, 2024 Papirani ଆସନ୍ତାକାଲି ଅଥାତ୍ ୯ ତାରିଖ ( ବୁଧବାର) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ସୁଭଦ୍ରା ଟଙ୍କା ଆସିବ ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆମାଜନରେ ମିଳିବ ଏନସିଇଆରଟି ପୁସ୍ତକ; ଦେଶବ୍ୟାପୀ ପ୍ରାୟ ୨୦ ହଜ ପିନ୍ କୋଡରେ ହେବ ଉପଲବ୍ଧ: ଧମେନ୍ଦ୍ର October 8, 2024 Papirani କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଭାରତ ସରକାରଙ୍କ ଅଧୀନରେ ଥିବା ଏନସିଇଆରଟି ଏବଂ ଅନ୍ୟତମ ସର୍ବବୃହତ ଇ- କମର୍ସ ପ୍ଲାଟଫର୍ମ ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ ( ଏଲଓଇ) ସ୍ବାକ୍ଷରିତ ହୋଇଛି…
ତାଜା ଖବର ଦେଶ ରାଜନୀତି ହରିୟାଣାରେ ବିଜେପି ଆଗୁଆ, ଏନସି-କଂଗ୍ରେସ ହାତରେ ଜାମ୍ମୁ କାଶ୍ମୀର October 8, 2024 Papirani ଆଜି ଆସିବ ହରିୟାଣା ଓ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ। କିଏ ଜିତିବ ହରିୟାଣାରେ ଓ ଜାମ୍ମୁ-କାଶ୍ମୀର ଆସନ । ତାକୁ ନେଇ ସାରା ଦେଶର ନଜର ରହିଥିବା ବେଳେ ଏବେ ପର୍ଯ୍ୟନ୍ତ ଭୋଟ ଗଣତିରେ ହରିୟାଣାରେ ବିଜେପି ଆଗୁଆ ରହିଥିବା…
ତାଜା ଖବର ରାଜନୀତି ରାଜ୍ୟ ଓଡ଼ିଶାରେ ସବୁ ସରକାରୀ କୋଠା ହେବ କମଳା ରଙ୍ଗ October 7, 2024 Papirani ବଦଳିବ ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ…
ତାଜା ଖବର ରାଜନୀତି ରାଜ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଓଏସ୍ଡି ପାଇଁ ଗାଇଡଲାଇନ ଜାରି October 7, 2024 Papirani ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଅଫିସର ଅନ୍ ସ୍ପେସାଲ ଡ୍ୟୁଟି (ଓଏସଡି ) ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁସାରେ ଅତିରିକ୍ତ ସଚିବ ବା ଯୁଗ୍ମ…
ତାଜା ଖବର ରାଜନୀତି ରାଜ୍ୟ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା October 7, 2024 Papirani ‘ସୁଭଦ୍ରା’ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା ମୂଳକ ଭାବେ ବ୍ୟାଙ୍କ୍ ଖାତାକୁ ଗଲା ସୁଭଦ୍ରା ଟଙ୍କା । ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଥିବା ସୂଚନା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନକ୍ସଲ ମୁକାବିଲା ପାଇଁ ଫୋର୍ସ ହେଲିକପ୍ଟରର ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 7, 2024 Papirani ଦିଲ୍ଲୀରେ ଚାଲିଥିବା ମାଓ ମୁକାବିଲା ସମୀକ୍ଷା ବୈଠକ ଶେଷ ହୋଇଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀଙ୍କ ମୂଳପୋଛ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ଏହାକୁ ଅଗ୍ରଗତି କରିବା ପାଇଁ ଅଣନୀତି ପ୍ରସ୍ତୁତ କରିଛନ୍ତି। ଏହି ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟପାଳଙ୍କ ପୁଅର ଗିରଫ ଦାବି: ରାଜଭବନ ଘେରାଉ କରିବାକୁ ଯିବା ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମୁହାଁମହିଁ October 7, 2024 Papirani ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ପୁଣି ତେଜିଛନ୍ତି ଯୁବ ଏବଂ ଛାତ୍ର କଂଗ୍ରେସ କର୍ମୀ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ରାଜଭବନ ଘେରାଉ ପାଇଁ ଯିବା ବେଳେ ମୁହାଁମହିଁ ହୋଇଛନ୍ତି କଂଗ୍ରେସ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ ଆରମ୍ଭ October 7, 2024 Papirani ଦିଲ୍ଲୀରେ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ ଆରମ୍ଭ । ଦିଲ୍ଲୀ ବିଜ୍ଞାନ ଭବନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭ ହୋଇଛି । ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…