Category: ରାଜନୀତି

ସୁଭଦ୍ରା ଯୋଜନା କ୍ରେଜ; ମାଡ଼ିଚାଲିଛନ୍ତି ମୋହନ ସରକାର, ବିଜେଡି ଶିବିରରେ କମ୍ପନ

ଏବେ ସାରା ଓଡ଼ିଶାରେ ଚାଲିଛି ସୁଭଦ୍ରା ଯୋଜନାର କ୍ରେଜ। ପ୍ରଥମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ସେପ୍ଟେମ୍ବର ୧୭ରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ…

ହରିୟାଣା ହାରିଲା କଂଗ୍ରେସ, ବିଳାପ କରିବ ବିଜେଡି

ହରିୟାଣା ନିର୍ବାଚନ ଫଳ କଂଗ୍ରେସକୁ ଜାତୀୟସ୍ତରରେ ବଡ଼ ଧକ୍କା ଦେଇଛି। କିନ୍ତୁ ଓଡ଼ିଶାରେ କଂଗ୍ରେସ ଅପେକ୍ଷା ବିଜୁ ଜନତା ଦଳର ନେତାମାନେ ଏବେ ବିଳାପ କରିବା ଅବସ୍ଥାକୁ ଆସିଯାଇଛନ୍ତି । ପୂର୍ବ ଶାସକ ଦଳର ନେତାମାନେ ଧରି ନେଇଥିଲେ ଯେ ହରିୟାଣାରେ…

ଆର୍‌ଏସ୍ଏସ୍ ପଲଟିଦେଲା ବାଜି; ହରିୟାଣାରେ ଜିତିଗଲା ବିଜେପି 

ଏକଜିଟ୍ ପୋଲର ଆକଳନ ସମ୍ନାକୁ ଆସିବା ପରେ କେହି ବି କଳ୍ପନା କରିନଥିଲେ ଯେ ହରିଆଣାରେ ବାଜିମାତ କରିବ ଭାରତୀୟ ଜନତା ପାର୍ଟି । ଏପରିକି ଏକଜିଟ୍ ପୋଲ ମଧ୍ୟ ବିଜେପି ହରିଆଣା ଆସନ ହରାଉଥିବା ଦର୍ଶାଇଥିବା ବେଳେ ଏକଜିଟ୍ ପୋଲ…

ବିଜେପିର Missed Call ସଦସ୍ୟତା ଅଭିଯାନରୁ ବହୁତ ଉର୍ଦ୍ଧ୍ବରେ ବିଜେଡି: ନବୀନ ପଟ୍ଟନାୟକ

ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶ ବିଜୁ ଜନତା ଦଳ, ଆଜିଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ । ଦଳ ସଭାପତି…

ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ ଆରମ୍ଭ: ଏବେ ବି ବିଜେଡି ଓଡ଼ିଶାର ନମ୍ବର ୱାନ୍‌ ଦଳ ବୋଲି କହିଲେ ନବୀନ

ଆଜିଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶଙ୍ଖ ଭବନରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୨ ମାସ ଯାଏଁ ଚାଲିବ…

ଆସିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା

ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା। ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ଆକାଉଣ୍ଟକୁ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା…

ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ନର୍ଲା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଧନେଶ୍ୱର ମାଝୀଙ୍କର ପରଲୋକ ଘଟିଛି । ୮୪ ବର୍ଷ ବୟସରେ ସେ ଇହଲୀଳା ତ୍ୟାଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା…

୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଜେପି ସରକାର ଲୋକଙ୍କ କଲ୍ୟାଣ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ। ପ୍ରଣୟନ କରାଯାଇଥିବା ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ଯୋଜନାଗୁଡିକ କିପରି ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ଓ ଏହାର ସଫଳ ରୂପାୟନ ହୋଇପାରିବ ସେଥିରେ ଆପଣମାନଙ୍କ…

୬,୦୧୫ ଭୋଟ ବ୍ୟବଧାନରେ ଜିତିଲେ ବିନେଶ ଫୋଗଟ୍‌

ହରିୟାଣା ୨୦୨୪ ବିଧାନସଭା ନିର୍ବାଚନର ଜିନ୍ଦ ଜିଲାର ହଟ୍‌ ସିଟ୍‌ ମଧ୍ୟରେ ରହିଥିବା ଜୁଲାନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ଲଢ଼ୁଥିବା ବିବାଦୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଥିଲେ ବି ନିଜର ପ୍ରଥମ…

କାଶ୍ମୀରରେ ଏନସି ଲହର; ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ

ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା । ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କଲେ ଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା । ସୂଚନା…