Category: ରାଜନୀତି

ନବୀନଙ୍କ ମଣ୍ଡପ ବୁଲିବା ରାଜନୀତି ପଛରେ ଭକ୍ତି ନୁହେଁ ଭୟ

ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କିଛିବର୍ଷ ହେଲା ଦୁର୍ଗାପୂଜା ସମୟରେ ମଣ୍ଡପ ବୁଲିବା ଭୁଲି ଯାଇଥିଲେ। ଦୁର୍ଗାପୂଜା ଛୁଟିରେ ପ୍ରାୟତଃ ସେ ଛୁଟି କଟାଇବା ପାଇଁ ଯାଉଥିଲେ ଦିଲ୍ଲୀ। କରୋନା କାଳ ପରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ…

ଆଜି ଘୋଷଣା ହେବ ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ

ଆଜି ବାଜିବ ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନୀ ବିଗୁଲ । ଆଜି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଆଜି ଅପରାହ୍ନ ୩ଟା ୩୦ ମିନିଟରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଇସିଆଇ ପ୍ରେସମିଟ କରିବେ…

କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦୁର୍ଗାପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ତିନି ଦିନିଆ କେନ୍ଦୁଝର ଗସ୍ତର ଆଜି ତୃତୀୟ ବା ଶେଷ ଦିନ । ଆଜି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ…

ରାଜ୍ୟରେ ଦାଦନ ସମସ୍ୟାର ନିରାକରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଦାଦନ ସମସ୍ୟାର ନିରାକରଣ ପାଇଁ ଗଠନ ହେଲା ଟାସ୍କଫୋର୍ସ । ଦାଦନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠକ ହେଲା ଟାସ୍କଫୋର୍ସ।…

ବିଜେଡିକୁ ଛି କଲେ ଅମର ଶତପଥୀ; ଲେନିନ ଙ୍କୁ ଦେଲେ କଡ଼ା ଜବାବ

ଗଣମାଧ୍ୟମକୁ ସାକ୍ଷାତକାରରେ ବିଜେଡ଼ି ଦଳ ତାଙ୍କୁ ଅଣଦେଖା କରାଯାଉଛି ଏବଂ ଦଳରେ ସେ ଅଣନିଃଶ୍ୱାସୀ ହୋଇ ଅଛନ୍ତି ବୋଲି ଦେଇଥିବା ମନ୍ତବ୍ୟକୁ ଆଜି ଟାର୍ଗେଟ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି ସେ ବିଜେଡି…

ମୁମ୍ଵାଇରେ ଟୋଲ୍ ଫି ଛାଡ କଲେ ମହାରାଷ୍ଟ୍ର ସରକାର

ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା। ଏଣିକି ମୁମ୍ଵାଇକୁ ଏଣ୍ଟ୍ରି କଲେ ଦେବାକୁ ପଡ଼ିବ ନାହିଁ ଟୋଲ୍ ଫି। ମୁମ୍ଵାଇକୁ ପ୍ରବେଶ କରୁଥିବା କରିବାକୁ ଥିବା ୫ଟି ଟୋଲ୍‌ ଗେଟ୍‌ ଦହିସର, ମୁଲୁଣ୍ଡ, ୱାଶି, ଏରୋଲି ଏବଂ ଆନନ୍ଦନଗରରେ…

୨/୪ ଦିନରେ ଆସିବ ରତ୍ନଭଣ୍ଡାର ସର୍ଭେ ରିପୋର୍ଟ; ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନେବେ ପରବର୍ତ୍ତୀ ନିଷ୍ପତ୍ତି: ପୃଥ୍ବୀରାଜ

ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ ରିପୋର୍ଟକୁ ନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଆଉ ଦୁଇ କି ଚାରି ଦିନରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ। ଚଟାଣ ତଳେ କିମ୍ବା କାନ୍ଥରେ…

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ କୁଡୁଆ

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି…

ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା, ୨ ଗିରଫ

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩…

ବଢୁଛି ମୋହନଙ୍କ ପରିବାର; ଭାଙ୍ଗୁଛି ନବୀନ ଗଡ଼

ମୋହନ ସରକାରଙ୍କ ପରିବାର ବଢୁଥିବା ବେଳେ ଦିନକୁ ଦିନ ନବୀନ ଗଡ଼ ଭାଙ୍ଗିବାରେ ଲାଗିଛି। ଲୋକେ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଉଥିବା ବେଳେ ମୋହନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ବିଜେପି ମୁହାଁ ହେଉଛନ୍ତି। ବିଜେଡି ଶିବିର ଫାଙ୍କା…